Browsing Category

ଓଡିଶା

ଅବସର ପ୍ରାପ୍ତ ହାବିଲଦାରଙ୍କୁ ସମ୍ବର୍ଦ୍ଧନା ଜଣେଇଲେ ସହକର୍ମୀ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ସଦର୍ ଥାନାର ବରିଷ୍ଠ ହାବିଲଦାର୍ ଜୁଗାନନ୍ଦ ବେହେରାଙ୍କ ଅବସର କାଳିନ ସମ୍ବର୍ଦ୍ଧନା ଦେଇ ତାଙ୍କୁ ଚାକିରୀର ଶେଷ ସମୟରେ ନିଜ ପରିବାରର ସହିତ ହସ ଖୁସିରେ ବିତାଇବା ପାଇଁ ଉତ୍ସାହିତ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମକୁ…
Read More...

ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫକୁ ବିରୋଧ କରି ଫୁଲବାଣୀ ପ୍ରେସ କ୍ଳବ ସାମ୍ବାଦିକଙ୍କ କଳା ବ୍ୟାଚ ପରିଧାନ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ତରଫରୁ ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ କରି ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀର ପ୍ରତିବାଦ କରି ଥିଲେ I ଫୁଲବାଣୀ ପ୍ରେସ କ୍ଳବଠାରୁ ସମସ୍ତ ପ୍ରେସକ୍ଲବର ସଦସ୍ୟ।ଏକତ୍ରିତ ହୋଇ ଶାନ୍ତି…
Read More...

ବରୀଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁଙ୍କ ଗିରଫଦାରୀରକୁ କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଓ ଡବ୍ଲୁ ଗିରଫ କରିବା ଅଭିଯୋଗ କରି ତୀବ୍ର ପ୍ରତିବାଦ କରିଛି ଜିଲ୍ଲା ପ୍ରେସକ୍ଲବ I ଅର୍ଦ୍ଧେନ୍ଦୁ ଦାସଙ୍କୁ ଗୁରୁବାର ଦିନ ଗିରଫ କରିଛି ଇଓଡବ୍ଲ…
Read More...

ଘୁ.ଉଦୟଗିରି ସହରରେ ପବିତ୍ର ରଥଯାତ୍ରା ପର୍ବ ମହା ଆଡ଼ମ୍ବରରେ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବଡ଼ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ମାତା ସୁଭଦ୍ରାଙ୍କ ଦେବଦଳନ ତିନି ରଥଙ୍କୁ ଉପସ୍ଥିତ ଭକ୍ତ ଏବଂ ଶ୍ରଦ୍ଧାଳୁ ମହାଆନନ୍ଦରେ ଟାଣି ଟାଣି ନେଇ ମାଉସୀମାଙ୍କ ମନ୍ଦିର ନିକଟରେ…
Read More...

କନବାଗେରି ଠାରେ ବ୍ଲକ ସ୍ତରୀୟ ସଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ଲକ ସ୍ତରୀୟ ପାରମ୍ପରିକ କଳା, ସଂସ୍କୃତି ସଂଘ, ରାଧେ ଗୋବିନ୍ଦ ମଠ ଓ ରାଧେ ରାଧେ ମହିଳା ସଂକୀର୍ଣ୍ଣନ ମଣ୍ଡଳୀର ମିଳିତ ଆନୁକୂଲ୍ୟରେ ଘୁ.ଉଦୟଗିରି ବ୍ଲକ କନଵାଗିରୀ ଠାରେ ସଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଳା ସଂସ୍କୃତି…
Read More...

ଜନବିକାଶ ସଂସ୍ଥା ତରଫରୁ ମାଣ୍ଡିଆ ଚାଷର ଉପକାରୀତା ସହ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ୍ ତଲାରୀମହା ପଞ୍ଚାୟତର ଜବେଡ଼ି ଗ୍ରାମରେ ଜନ ବିକାଶ ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ମାଣ୍ଡିଆ ଚାଷର ଉପକାରୀତା ଓ ଖାଉଟିଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ଜନ ବିକାଶର…
Read More...

ଲଣ୍ଡନ-ବ୍ରିଜଷ୍ଟନ ସାଇକଲିଂ ପ୍ରତିଯୋଗିତା, କୃତିତ୍ୱ ଆଣିଲେ ଘୁ.ଉଦୟଗିରି ମାଟିର ପୁଅ ସାନୁ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କୁମ୍ଭାରକୁପା ଗ୍ରାମରୁ ଯାଇ ଲଣ୍ଡନ ରେ ସାଇକଲିଂ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଛନ୍ତି ଘୁ.ଉଦୟଗିରି ମାଟିର ପୁଅ ସାନୁ ନାୟକ I ଯାହାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲା ସମେତ ଘୁ.ଉଦୟଗିରି ଅଞ୍ଚଳ ଉତ୍ସାବ ମୁଖର ହୋଇ…
Read More...

ଘୁ.ଉଦୟଗିରି ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଏନଏସି ପକ୍ଷରୁ ଚଢ଼ାଉ, ୮୬୩୫ କେଜି ପଲିଥିନ ଜବତ ସହ ୧୬୦୦ ଟଙ୍କା ଫାଇନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦକୁ ପଲିଥିନ ମୁକ୍ତ ସହର ଗଢ଼ିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରୟାସ ଆରମ୍ଭ ହୋଇଛି I ଆଜି ନିର୍ବାହୀ ଅଧିକାରୀ ପୁରା ସହରର ବିଭିନ୍ନ…
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ପକ୍ଷରୁ ବିଭିନ୍ନ ଗ୍ରାମରେ ମାସିକ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ଅଗ୍ରଣୀ ଲୋକ ସଙ୍ଗଠନ I ଏହି ସଂଗଠନ ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଗରିବ ଆଦିବାସୀ, ଦଳିତ, ନିଷ୍ପେସିତ ଓ ପଛୁଆ ବର୍ଗର ଲୋକଙ୍କ ସହିତ ରହି…
Read More...

ଏନଏସି ବିଧାୟକଙ୍କ ପ୍ରତିନିଧି ହେଲେ ଅନିଲ କୁମାର ଦଳବେହେରା…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏନଏସି ପ୍ରତିନିଧି ଭାବେ ଅନିଲ କୁମାର ଦଳବେହେରାଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଛନ୍ତି I ପୂର୍ବରୁ ପି. ରାଜା ପାତ୍ର ବିଧାୟକଙ୍କ ପ୍ରତିନିଧି ଦାୟିତ୍ୱ ଭାର ତୁଲାଇ ଆସୁଥିଲେ I କିନ୍ତୁ ବର୍ତମାନ ଏହି ଦାୟିତ୍ୱ ଅନିଲ କୁମାର…
Read More...