Browsing Category

ଓଡିଶା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କନେଇପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ଜୟରାମ…
Read More...

ପିରିକୁଡ଼ି ପଞ୍ଚାୟତରେ ପରିବର୍ତ୍ତନ ମେଳା ୨୦୨୨ ଅନୁଷ୍ଟିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ପିରିକୁଡ଼ି  ପଞ୍ଚାୟତରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲଙ୍କ ନିର୍ଦେଶ କ୍ରମେ ପିରିକୁଡ଼ି ଓ ଗୁଦାରି ପଞ୍ଚାୟତକୁ ନେଇଁ ଖଜୁରିପଡ଼ା ବ୍ଲକ ଉନୟନ ଅଧିକାରିଣୀ ଅନୁପମା ଘୋଷଙ୍କ ନେତୃତ୍ବରେ ପିରିକୁଡ଼ି ଠାରେ ପରିବର୍ତ୍ତନ…
Read More...

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୫୫ ୟୁନିଟ…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ଅବସରରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ…
Read More...

ସରାମୁଳି ପଞ୍ଚାୟତ ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ୱଚ୍ଛତା ଦିବସ ପକ୍ଷ ପାଳନ କରାଯାଉଛି । ଏହାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ପଞ୍ଚାୟତରେ…
Read More...

ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ ଘଟଣା: ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ, ଦୁଇ ଗୋଷ୍ଠିଙ୍କୁ ନେଇ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବା ନେଇ ଦୁଇ ଗୋଷ୍ଠି ମଧ୍ୟରେ ଅସନ୍ତୋଷ ଦେଖା ଦେଇ ଥିଲା l ଯାହା ପାଇଁ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଚାପା ଉତେଜନା ସୃଷ୍ଟି ହୋଥିଲା l ଏହି ଘଟଣାକୁ ନେଇ ଉପ ଜିଲ୍ଲାପାଳ…
Read More...

ମୁଣ୍ଡାକାଙ୍ଗାର ହସ୍ତିନାପୁର ଠାରେ ପ୍ରଥମ ପରିବର୍ତ୍ତନ ମେଳା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳରେ ନୂତନ ଜିଲ୍ଳାପାଳ ଆସିଶି ଈଶ୍ୱର ପାଟିଲ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଅଭିନବ ଉପାୟରେ ଦୁର୍ଗମ ଅଞ୍ଚଳରେ ଜନସାଧରଣଙ୍କ ନିକଟତର ହେବାକୁ ପରିବର୍ତ୍ତନ ମେଳାର ଶୁଭାରମ୍ଭ ହୋଇଯାଇଛି l ଆଜି ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ଲିଂଗାଗଡ ଗ୍ରାମପଂଚାୟତର…
Read More...

ଭୋଟର ସଚେତନତା ରଥର ଶୁଭାରମ୍ଭ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସକାଳ ୯ ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଲବେହେରା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଭୋଟର ସଚେତନତା ରଥର ଶୁଭାରମ୍ଭ କରିଥିଲେ । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ଭୋଟର କାର୍ଡ ସହ ଆଧାର ସଂଯୋଗୀକରଣ କରିବା ଓ ଭୋଟର ସଚେତନ ହେବା…
Read More...

ସ୍ୱର୍ଗତ ବିଷ୍ଣୁ ସେଠିଙ୍କ ବିୟୋଗରେ ଗୁଣୁପୁର ବିଜେପିର ଶୋକସଭା……..

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ଜନତା ପାର୍ଟି ଗୁଣୁପୁର ନିର୍ବାଚନୀ ମଣ୍ଡଳ ତରଫରୁ ଗୁଣୁପୁର ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ବିଷ୍ଣୁ ସେଠିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଧାମନଗର ବିଧାୟକ ତଥା ଓଡ଼ିଶା ବିଧାନ ସଭା ଉପନେତା ସ୍ୱର୍ଗତ ବିଷ୍ଣୁ ସେଠି ଜଣେ ଧାମ୍ବିକ…
Read More...

ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ଛକ ନିକଟରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା……..

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ କରିବା ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି । ଅପରାହ୍ନ ୪ଟାରେ ପାରଳାଖେମୁଣ୍ଡି ସଦର ମହକୁମାରେ ପହଞ୍ଚିଲା ଅହିଂସା ରଥ । ଜିଲ୍ଲା…
Read More...

ବଂଶଧାରା ନଦୀ ବାଲି ଉଠାଣ ମାମଲା, ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ନାମରେ ସମ୍ପୃକ୍ତିକୁ ନେଇ ପ୍ରେସ ୟୁନିଅନର ଗୁଣପୁର…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବଂଶଧାରା ନଦୀ ପଠାରୁ ବାଲି ଉଠାଣକୁ ନେଇ ଗୁଣୁପୁର ପୌର ପରିଷଦର କତୁରୁ ଗ୍ରାମବାସୀଙ୍କ ରାୟଗଡା ଜିଲ୍ଲାପାଳ ସ୍ୱାଧୀ ଦେବ ସିଂ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଡ଼କ୍ଟର ବିବେକାନନ୍ଦ ଶର୍ମାଙ୍କୁ ଚଳେଇ ଚଳେଇ ନେବା ଘଟଣାରେ ମୁଖ୍ୟ ଆସାମୀ ସଞ୍ଜୟ ସାହୁଙ୍କ ସହ…
Read More...