Browsing Category

ଓଡିଶା

ବଞ୍ଚି ରହିବାକୁ ସଂଘର୍ଷ ଜାରି ରଖିଛନ୍ତି ଯୁଧିଷ୍ଠିର, ସରକାରୀ ଆର୍ଥିକ ସହାୟତା ଏକ ମାତ୍ର ଶାହା ଓ ଭରୋଷା…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ତଲାରିମାହା ପଞ୍ଚାୟତର ତଳବାଲୁମାହା ଗାଁର ୱାର୍ଡ଼ ନମ୍ବର-୮ର ବାସିନ୍ଦା ଯୁଧିଷ୍ଠିର ନାୟକ (୩୪) l ଶିକ୍ଷାଗତ ଯୋଗ୍ୟତା କହିଲେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି l ମାଆ ଚମ୍ପାବତୀ ନାୟକ ଓ ବାପା ସ୍ବର୍ଗତଃ ନିତ୍ୟାନନ୍ଦ ନାୟକ l ୨୦୦୭ରୁ…
Read More...

ଗୁଣପୁର ବ୍ଲକରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅଙ୍ଗନୱାଡ଼ି ଆସୋସିଏସନ୍ ତରଫରୁ ଲେଡିଜ୍ ୱର୍କରସ ଆନ୍ଦୋଳନ ବ୍ଲକ ପରିସରରେ ହୋଇଛି। ଅଙ୍ଗନୱାଡ଼ି ଆସୋସିଏସନ୍ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ ତରଫରୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ଧର୍ମଘଟ…
Read More...

କାଶୀନଗର ଠାରେ ଏସ୍‌ୟୁଜେର ବୈଠକ ଓ କର୍ମକର୍ତ୍ତା ଚୟନ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦରମହକୁମା ଠାରେ ରାଜ୍ୟ ସାମ୍ବାଦିକ ୟୁନିଅନ ଓଡିଶା (ଏସ୍‌ୟୁଜେ) ଗଜପତି ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଏସ୍‌ୟୁଜେ କାଶୀନଗର ବ୍ଲକ ଶାଖାର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ମଧ୍ୟ ହୋଇଯାଇଛି ।…
Read More...

ଗୁଣପୁରରେ ଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଆଜି ୧୩୮-ଗୁଣପୁର ଓ ୧୩୯-ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀର  ଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ ଗୁଣପୁର ଉପ-ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଉପ-ଜିଲ୍ଲାପାଳଙ୍କ ସଦ ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି ।…
Read More...

ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମୁଖରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା…

ଅନୁସନ୍ଧାନ ଭାରତ(ବ୍ୟୁର): ବିଭିନ୍ନ ଦାବୀ ନେଇ ଆଜି ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଧାରଣା ଦେଇଛନ୍ତି I ସେଥିମଧ୍ୟରୁ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ଅଙ୍ଗନୱାଡି…
Read More...

କଳିଙ୍ଗ ମହାବିଦ୍ୟାଳୟ ପକ୍ଷରୁ +୨ ଓ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ……

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଚଳିତ ବର୍ଷ +୨ଏବଂ +୩ପ୍ରଥମ ବର୍ଷ ରେ ନାମ ଲେଖେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଏକ ସ୍ବତନ୍ତ ଉତ୍ସବ ର ଆୟୋଜନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ…
Read More...

ଭଞ୍ଜନଗରରେ ପ୍ରାଥମିକ ଶିକ୍ଷକ ସଂଘର ବିଶାଳ ରାଲି ସହ ସ୍ମାରକପତ୍ର ପ୍ରଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପ୍ରାୟ ଚାରି ଶହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଆଜି ଏକ ବିଶାଳ ରାଲି ସ୍ଥାନୀୟ ୟୁ.ବି ହାଇସ୍କୁଲ ଛକରୁ ବାହାରି ଭଞ୍ଜନଗର ସହର ପରିକ୍ରମା କରିବା ସହ ଗୋଷ୍ଠୀ ଶିକ୍ଷାଅଧିକାରୀ କାଯ୍ୟାଳୟରେ ପହଞ୍ଚି ପ୍ରାଥମିକ…
Read More...

ଘୁ.ଉଦୟଗିରି ଠାରେ ପେଟ୍ରୋଲ ପମ୍ପ ସ୍ଥାପନା ପାଇଁ ଜନତାଙ୍କ ସ୍ଵାକ୍ଷର ଅଭିଯାନ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବହୁ ପୁରାତନ ସହର ଅଟେ l କହିବାକୁ ଗଲେ ବହୁ ନେତା, ଶିକ୍ଷିତ, ଉଚ୍ଚ ଶିକ୍ଷିତ ଏବଂ  ଭଦ୍ର ବ୍ୟକ୍ତି ଏହି  ମାଟିରୁ ଜନ୍ମ ଗ୍ରହଣ କରିଛନ୍ତି l ହେଲେ ଏନଏସି ଗଠିତ ହେବାର ୪୦ ବର୍ଷରୁ ଅଧିକ ବର୍ଷ ବିତି ଯାଇ ଥିଲେ ସୁଦ୍ଧା ପେଟ୍ରୋଲ…
Read More...

ହାନ୍ନା ଇଣ୍ଟରନେସନାଲ ପୋବ୍ଲିକ ସ୍କୁଲ୍ ପରୀକ୍ଷଣ କରିଲେ ଡି.ଇ.ଓ ଏବଂ ଡେପୁଟି କଲେକ୍ଟର…..

ଅନୁସନ୍ଧାନ ଭାରତ(ବ୍ୟୁର): ଡମ୍ବସରା ସ୍ଥିତ ହାନ୍ନା ଇଣ୍ଟରନେସନାଲ ପୋବ୍ଲିକ ସ୍କୁଲରେ ପରୀକ୍ଷଣ ପାଇଁ ରାୟଗଡା ଜିଲ୍ଲାରୁ ଡେପୁଟି କଲେକ୍ଟର ଅନିଶା ଦାସ, ଡି.ଇ.ଓ ପ୍ରଭାତ କୁମାର ଦୋରା ଓ ଦିଲ୍ଲୀପ ସାବତ (ବୁଲୁ) ଆସି ସ୍କୁଲର ପରୀକ୍ଷଣ କରିଥିଲେ । ସ୍କୁଲର ସୁନ୍ଦରତାକୁ ଦେଖି ବହୁତ ଖୁସି…
Read More...

ଜାଡରେ ଥରୁଛି ଓଡ଼ିଶାର ଦ୍ଵିତୀୟ କାଶ୍ମୀର ଓ ଦାର୍ଜିଲିଙ୍ଗ ଘୁ.ଉଦୟଗିରି….

ଅନୁସନ୍ଧାନ ଭାରତ(ବ୍ୟୁର): ଜାଡରେ ଥରୁଛି ଓଡ଼ିଶାର ଦାର୍ଜିଲିଙ୍ଗ ଓ ଦ୍ଵିତୀୟ କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି I ଓଡ଼ିଶାର କାଶ୍ମୀର କୁହାଯାଉ ଥିବା ଦାରିଙ୍ଗବାଡିକୁ ପଛରେ ପକାଇଛି ଘୁ.ଉଦୟଗିରି I ନଭେମ୍ବର ମାସ ହେବା ଠାରୁ ପ୍ରବଳ ଶୀତ ଅନୁଭୂତ ହେଉଛି I ଶୁକ୍ରବାର…
Read More...