Browsing Category

ଓଡିଶା

ଗୁଣପୁର ଯୁକ୍ତ ଦୁଇ ବିଜ୍ଞାନରେ ସରକାରୀ ମହାବିଦ୍ୟାଳୟର ଫଳ ନୈରାଶ୍ୟ ଜନକ, ବିଦ୍ୟାର୍ଥୀ ଅସନ୍ତୋଷ…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଫଳ ଶତ ପ୍ରତିଶତ କୃତକାର୍ଯ୍ୟ ହୋଇଥିବା ବେଳେ ସର୍ବ ପୁରାତନ ତଥା ସରକାରୀ ଗୁଣପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଅତି ନୈରାଶ୍ୟ ଜନକ ହୋଇଛି । ଏଠାରେ ମୋଟ ୧୫୦ ଜଣ…
Read More...

ଗୁଣପୁର ପୌରପରିଷଦରେ ନଜର ରଖିବା ପାଇଁ ସି.ସି.ଟିଭିର ଶୁଭାରମ୍ଭ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗୁଣପୁର ପୌର ପରିଷଦ ତରଫରୁ ସହରର ପ୍ରତ୍ୟେକ ଛକରେ ସିସି ଟିଭି କାର୍ଯ୍ୟକ୍ଷମ ହୋଇଛି I ଗୁଣପୁର ମା ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଗ୍ରାମଦେବୀ ଛକ ଠାରେ ଶୁଭଆରମ୍ଭ ହେଇଥିଲା । ଯାହା ଗୁଣପୁର ସହରରେ ବଢୁଥିବା ଚୋରି ଡକାୟତି ଓ ଦୁର୍ଘଟଣା…
Read More...

ପାଚିକା ଓ ସହାୟିକା ମହାସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଦକ୍ଷିଣ ଓଡ଼ିଶାର ପାଚିକା ଓ ସହାୟିକା ମହାସଙ୍ଘର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ଗୁଣପୁର ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ସଭାପତି ସବିତା ବରଜ, ଉପଦେଷ୍ଟା ତ୍ରିପତି ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ୨୩ ଜଣଙ୍କୁ ନେଇ ଜିଲ୍ଲା କମିଟି…
Read More...

ଗଞ୍ଜାମ – କନ୍ଧମାଳ ସୀମାନ୍ତ ରେ କାଳ ବୈଶାଖୀ ତାଣ୍ଡବ, ବଜ୍ରାଘାତ ରେ ପ୍ରାଣ ହରାଇଲେ ୧୯ ଗାଈ….

ଅନୁସନ୍ଧାନ ଭାରତ(ବ୍ୟୁର): କାଳ ବୈଶାଖୀ ପ୍ରଭାବରେ ଆଜି ଭଞ୍ଜନଗର ବ୍ଳକର ତଥା ଗଞ୍ଜାମ-କନ୍ଧମାଳ ସୀମାନ୍ତ ଇଲାକା ଗୁଡିକରେ ପ୍ରବଳ ବର୍ଷା ପବନ ସହ କୁଆ ପଥର ମାଡ ହୋଇଛି । ପବନ ଯୋଗୁ ବହୁ ସ୍ଥାନରେ ଛୋଟ ମୋଟ ଗଛ ଡାଳ ଭାଙ୍ଗି ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି…
Read More...

ଗ୍ରୀଷ୍ମକାଳୀନ ବ୍ୟାଟମିଣ୍ଟନ ସ୍ପର୍ଦ୍ଧା ଉଦଯାପିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଗତ ୦୧/ମଇ ଠାରୁ ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଟ ମିଣ୍ଟନ ସ୍ପର୍ଦ୍ଧା ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ…
Read More...

କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସହ ବ୍ୟାପକ କ୍ଷୟକ୍ଷତି…

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁରେ ଶନିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା ସହ ପ୍ରବଳ ପବନ ହୋଇଥିଲା । ପବନ କାରଣରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମସି ଛକରେ ଥିବା ବିରାଟ୍ଟ କାକପୋଈ ଗଛ ପଡି ଏନଏଚ ୫୯ ରାସ୍ତା ଅବରୋଧ ହୋଇଥିଲା। । ଏଥି ସହିତ ହିଞ୍ଜିଳିକାଟୁ…
Read More...

ଡିଆଇଜି, ଜିଲ୍ଲାପାଳ ଓ ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଫେଡେରେସନର କର୍ମକର୍ତ୍ତାମାନଙ୍କ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ ଦକ୍ଷିଣ…
Read More...

ବିଶ୍ଵନାଥପୁର ଠାରେ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ଦହି ପଣା ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ଼ ବ୍ଲକ ପିଇଡବ୍ଲୁ ମିଡିଆ ଏସୋସିଏସନ୍ ପକ୍ଷରୁ ବିଶ୍ଵନାଥପୁର ବିଜେପୁର ଛକ ତ୍ରିନାଥ ମନ୍ଦିର ସମ୍ମୁଖରେ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ସମାଜସେବୀ ତରୁଣ…
Read More...

ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା(ଗ୍ରୀଟ)ର ୨୭ ତମ ବାର୍ଷିକ ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା(ଗ୍ରୀଟ)ର ୨୭ ତମ ବାର୍ଷିକ ବୈଠକ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ବିଡେକା ଭବନରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳରେ ବିକାଶ ଦିଗରେ ସଂସ୍ଥା ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ…
Read More...

ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଞ୍ଚ ଦାବି କଲା ଘୁମୁସର କଳାକାର ମଞ୍ଚ…

ଅନୁସନ୍ଧାନ ଭାରତ(ବ୍ୟୁର): କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର ଘୁମୁସର ମାଟି ଭଞ୍ଜନଗର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ ଆଜି ସାରା ବିଶ୍ୱରେ ତାଙ୍କର କାବ୍ୟ, କବିତା ବିଭିନ୍ନ ଭାଷାରେ ଆବୃତ୍ତି କରାଯାଉଛି । ଏହା ସହିତ ଭଞ୍ଜନଗର ହେଉଛି ଗଞ୍ଜାମ ଜିଲ୍ଲାର ଏକ ଉପଖଣ୍ଡ । ଏହି…
Read More...