Browsing Category

ଓଡିଶା

ଜାଲିନା ପ୍ରିୟଦର୍ଶିନୀ ଓଡ଼ିଶା ଷ୍ଟେଟ କମିସନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ କମିଟିର ସଦସ୍ୟା ଭାବେ ମନୋନୀତ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ଷ୍ଟେଟ କମିସନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟି (ଓଏସସିପିସିଆର) ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି ଘୁ.ଉଦୟଗିରିର ଦକ୍ଷ ନାରିନେତ୍ରୀ ଜାଲିନା ପ୍ରିୟଦର୍ଶିନୀ । ଏହା ଓଡିଶା ସରକାରକଂ  ମହିଳା ଏବଂ ଶିଶୁ ବିକାଶ ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ଘୋଷଣା …
Read More...

ଅସହାୟ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲା ନର୍ଲା ବେଡମିଣ୍ଟନ ଏସୋସିଏସନ୍, ସୁଦାମ ପାଇଁ ଦେବଦୂତ ସାଜିଲେ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଲ ଥିଲା କାମଦାମ କରି ପେଟ ପୋଷୁଥିଲା I ଏହା ପରେ ପରିବାର ଲୋକେ ବାହା ବି କରାଇ ଦେଇଥିଲେ I କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ମତାନ୍ତର ହେବା ପରେ ପତ୍ନୀ ଛାଡ଼ି ବାପଘରକୁ ଚାଲିଗଲା I ସେଇ ଦିନଠାରୁ ସତେ ଯେମିତି ଦୁର୍ଦ୍ଦିନ ଆସିଗଲା କଳାହାଣ୍ଡି ଜିଲ୍ଲା…
Read More...

ଧରାକୋଟ ରୟାଲ୍ ଡିଗ୍ରୀ କଲେଜରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ…..

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ଅଞ୍ଚଳର ଛାତ୍ରଛାତୀଙ୍କ ଉଚ୍ଚ ଶିକ୍ଷା ସ୍ବପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଧରାକୋଟରେ ରୟାଲ୍ ଡିଗ୍ରୀ କଲେଜ୍‌ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏହାର ସଫଳ…
Read More...

ଧରାକୋଟ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖିଲେ ୨୧ ବିଦ୍ୟାର୍ଥୀ…..

ଅନୁସନ୍ଧାନ ଭାରତ(ବ୍ୟୁର):ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ । ରାଜ୍ୟ ସରକାରଙ୍କ ଏହା ହେଉଛି ଡାକରା । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବାପାଇଁ ସରକାର ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପାଠ ପଢାର ବ୍ୟବସ୍ଥା କରିଛନ୍ତି । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ…
Read More...

ପ୍ରଶାସନିକ ଅଧିକାରୀଙ୍କୁ ଧରାକୋଟ ଗଡର ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ସମ୍ମିଳିତ ଭାବରେ ଧରାକୋଟ ଗଡର ଗ୍ରାମବାସୀମାନେ ମିଳିତ ଭାବରେ ଆସି ବସ ଷ୍ଟାଣ୍ଡ ସ୍ଥାନ ପରିବର୍ତ୍ତନ ପାଇଁ ତହସିଲଦାର କବିରାଜ ପ୍ରଧାନଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…
Read More...

ଗୁଣପୁର ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମ୍ମାନିତ ଅତିଥି ଭାବେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଅନ୍ୟତମ…
Read More...

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ସ୍ୱାୟତ୍ତ ଶାସନ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରା ଯାଇଛି I ପ୍ରାକ୍ତନ ପରିଷଦ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ହେତୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବ ସମ୍ମତି କ୍ରମେ…
Read More...

ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର) ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ଗୁରୁବାର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଭାତରେ ପୌର ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ପୌର କର୍ମଚାରୀମାନେ…
Read More...

ବାବା ବିରୁପାକ୍ଷ ଚକାପାଦ ଅଭିମୁଖେ ମାଁ ପିତାବଳୀ ବୋଲବମ ଗୃପ ବୋଲବମ ଯାତ୍ରା…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଡ୍ୟାମ ନିକଟରୁ ମାଁ ପିତାବଳୀ ବୋଲବମ ଗୃପ ୧୧ ଘଟିକା ସମୟରେ ପୂଜାର୍ଚ୍ଚନା କରି ବାବା ବିରୁପାକ୍ଷଙ୍କ ନିକଟରେ ଜଳାଭିଷେକ ପାଇଁ ଚକାପାଦ ଅଭିମୁଖେ ବାହାରି ଥିଲେ । ସୋମବାର ସକାଳୁ ଚକାପାଦ…
Read More...

ଗଛରେ ପିଟି ହେଲା ବାଇକ, ଜଣେ ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଞ୍ଚାୟତ ଗୁରୁପଡା ଠାରୁ ଜୟଲମ୍ବା ଯାଇଥିବା ରାସ୍ତା କଡ଼ରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି I ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇ ଥିଲେ I ଗୁରୁପଡା ଛକ ନିକଟରେ ଆଜି ୪ ଟା ସମୟରେ ବାଇକ…
Read More...