Browsing Category

ଓଡିଶା

ଆଜିବି ଅବହେଳିତ ଇନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତର ସାର୍ବାପାଙ୍ଗା ଗ୍ରାମ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ଅବହେଳିତ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ଼ ପଞ୍ଚାୟତର ସାର୍ବାପଙ୍ଗା ଗ୍ରାମ I ଏହି ଗ୍ରାମ ବାସୀଙ୍କ ପାଇଁ ସରକାରୀ ଯୋଜନା ସାତସପନ I ନା ମିଳିଛି ପାନିୟ ଜଳ ନା ମିଳିଛି ବିଜୁ ପକା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଘର I ଦେଶ ସ୍ୱାଧୀନତା…
Read More...

ହିଞ୍ଜିଳି ଥାନାର ୨ ଜଣଙ୍କୁ ଉତ୍ତମ ହୋମଗାର୍ଡ ପଦକ ଓ ପ୍ରଶଂସାପତ୍ର ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ ହିଞ୍ଜିଳି ଥାନାର ଦୁଇ ହୋମଗାର୍ଡ ଉତ୍ତମ ହୋମଗାର୍ଡ ପଦକ ପାଇଛନ୍ତି । ବୁଧବାର ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା  ହୋମଗାର୍ଡ ଦିନରେ ଏକ ଉତ୍ପବ ଆୟୋଜନ କରି ବିଭିନ୍ନ ଥାନାର ହୋମଗାର୍ଡ ପଦକ ପ୍ରଦାନ…
Read More...

ହିଞ୍ଜିଳିକାଟୁରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପରିସରଠାରେ ମଙ୍ଗଳବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠି, ବିଡିଓ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ…
Read More...

ଘୁ.ଉଦୟଗିରି ଏନଏସି ନୂତନ ପୌରାଧ୍ୟକ୍ଷ ଭାବେ ଦାୟୀତ୍ୱ ଗ୍ରହଣ କଲେ ଦେବସ୍ମିତା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସି ଉପ-ନିର୍ବାଚନରେ ବିପୁଳ ପରିମାଣରେ ଭୋଟପାଇ ବିଜୟ ଲାଭ କରିଥିବା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଝିଅ ଦେବସ୍ମିତା ଶତପଥି ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ଏନଏସି ସଭା ଗୃହରେ…
Read More...

ଗୁଣପୁରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପହଞ୍ଚିଲା ଓଡ୍ରାଫ୍ ଟିମ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ବାତ୍ୟା ମିଗ୍ ଜୋମ। ମିଗ୍ ଜୋମ ପ୍ରଭାବରେ ପାଗରେ ପରିବର୍ତନ ଘଟିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବନୁମାନ କରିଛି ପାଣି ପାଗ ବିଭାଗ । ରାୟଗଡା ଜିଲ୍ଲା…
Read More...

ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ  ଆଜି ଫୁଲବାଣୀର ବନାନୀ କଳା ସଙ୍ଗମ ସଭା ଗୃହରେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି l ଉକ୍ତ ସମ୍ମିଳନୀରେ  ଜିଲ୍ଲାର ଦେଖା ଯାଉ ଥିବା, ରବି…
Read More...

ଷ୍ଟେସନ ଛକ ମାଛ ବଜାରରେ ବଢ଼ିବାରେ ଲାଗିଛି ଟ୍ରାଫିକ ସମସ୍ୟା, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ଓ ପୌରରିଷଦ.……

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରର ସ୍ଥାନୀୟ ଷ୍ଟେସନ ଛକରେ ବେଆଇନ ଭାବେ ଜବରଦଖଲ କ୍ରମେ ଗଢି ଉଠିଥିବା ଆମିଷ ବଜାର ଏବେ ବଡ ସମସ୍ଯା ହୋଇଛି । ଗୋଟିଏ ଛୋଟିଆ ମାଛ ଦୋକାନ ପରେ ମାଂସ ଦୋକାନ ଟିଏ ଓ ତାକୁ ଲାଗିକରି ଶୁଖୁଆ ଦୋକାନ ପରେ ଏବେ ଧାଡିବାନ୍ଧି ମୁଖ୍ଯ ରାସ୍ତାର ଦୁଇ ପାର୍ଶ୍ବରେ ଗଢି…
Read More...

ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ କୁମାରୀ ପିଡିକା ଓ ସାଥି…..

ଅନୁସନ୍ଧାନ ଭାରତ(ବ୍ୟୁର): କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗ୍ରାମର ଜାନୀ କୁଡ଼ି ଠାରେ ମାଟି ତଳୁ ଜଣେ ଯୁବକଙ୍କ ଶବକୁ ପୋଲିସ ଉଦ୍ଧାର କରିଥିଲା । ଉକ୍ତ ଘଟଣାରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ପୂର୍ବତନ ଟିକିରି ସରପଞ୍ଚ କୁମାରୀ ପିଡିକା I ତାଙ୍କ ନେତୃତ୍ବରେ ଏସଡିସି ସଭ୍ୟ…
Read More...

ଲୋକନାଥ ମାଝୀ ନାମକ ଯୁବକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦ୍ୱିତୀୟ ଜୀବନ ଦେଲା ମୈତ୍ରୀ ଇଂଫ୍ରା ସଂସ୍ଥା, ମହାନ କାମ ପାଇଁ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାଗବାରୀ ଗ୍ରାମର ଜଣେ ନିରୀହ ଆଦିବାସୀ ଯୁବକଙ୍କ ଏକ ଦୟନୀୟ ପରିସ୍ଥିତିରେ ପଡି ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ମୈତ୍ରୀ ଇଂଫ୍ରା ନାମକ ଏକ ସଂସ୍ଥା ମାଲିକ ସହଯୋଗର ହାତ ବଢ଼ାଇ ଥିବା ଚର୍ଚ୍ଚାର ବିଷୟ ହୋଇଛି I…
Read More...

ଧରାକୋଟରେ ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର):ଧରାକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ଆଗରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ତିନି ଘଣ୍ଟା ଧରି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କଂଗ୍ରେସ କମିଟିର ଘୋଷଣା ଅନୁଯାୟୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ଲକ କଂଗ୍ରେସ…
Read More...