Browsing Category

ଓଡିଶା

ଟିକାବାଲି କଳାକାରଙ୍କ ଦ୍ୱରା ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ…

ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ହାଇସ୍କୁଲ ଖେଳ ପଡ଼ିଆ ପ୍ରାଙ୍ଗଣରେ ବ୍ଲକ କଳା ସଂସ୍କୃତି ସଂଘ,ଟିକାବାଲି ପକ୍ଷରୁ ଅଯୋଧ୍ୟା ଶ୍ରୀ ରାମମନ୍ଦିର ପ୍ରତିଷ୍ଠା ଉପଲକ୍ଷେ  ପ୍ରଦୀପ ପ୍ରଯଳନ ଏବଂ ସାଂକୃତିକ  ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ…
Read More...

ଜୟ ଶ୍ରୀରାମ ଧୋନୀରେ କମ୍ପିଲା ଗୁଣପୁର, ସହର ସାରା ଉତ୍ସବ ମୁଖର…..

ଅନୁସନ୍ଧାନ ଭାରତ(ବ୍ୟୁର): ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଆଜି କାର ଦିନ ପୃଥିବୀରେ ବସବାସ କରୁଥିବା ସମସ୍ତ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଏକ ଖୁସିର ଦିନ। ତେଣୁ ଏହି ଖୁସୀର ଦିନକୁ ପାଳନ ଅବସରରେ ଗୁଣପୁର…
Read More...

ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହ “ଭାଷା, ସାହିତ୍ୟ ଓ ସୃଜନଶୀଳ ଉତ୍ସବ ”…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସ୍ଥିତ  ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହ "ଭାଷା, ସାହିତ୍ୟ ଓ ସୃଜନଶୀଳ ଉତ୍ସବ ” ଅନୁଷ୍ଠିତ ହୋଇଯାଇଛି ।  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀ ଚରଣ ପରିଡା  ସଭାପତିତ୍ଵରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ଵାଳ…
Read More...

ଘୁ. ଉଦୟଗିରି ଶ୍ରିକଲା ଘାଟିରେ ଫିଲ୍ମ ତରକାଙ୍କ କାର ଦୁର୍ଘଟଣା ଗ୍ରସ୍ଥ, ଫିଲ୍ମ ତରକାଙ୍କ ସହ ଦୁଇ ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ନିକଟସ୍ଥ ଶ୍ରୀକଲା ଘାଟିରେ ଏକ କାର ନମ୍ବର OD-02 BP 9859 ଦୁର୍ଘଟଣା ଗସ୍ତ ହୋଇଛି I ଗ୍ରାମବାସୀ ଙ୍କ ଦ୍ୱାରା ଆହତ ତିନି ଜଣଙ୍କୁ ଉଦ୍ଧାର କରାଯାଇ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି I କାର ମାଲିକ…
Read More...

ବାଟାଗୁଡା ଗଦ୍ରଙ୍ଗିଆ ଘାଟିରେ ଟ୍ରକ ଧକାରେ ଯୁବକ ମୃତ୍ୟୁ….

<span;>ଅନୁସନ୍ଧାନ ଭାରତ ( ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ବାଟାଗୁଡା ପଞ୍ଚାୟତର ଗଦ୍ରଙ୍ଗିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଓଡି -୧୨- ୩୫୮୭ ନମ୍ବର ବାଇକକୁ ଓଡି୭-ଏଏଫ ୭୭୭୬ନମ୍ବର ଟ୍ରକ ପଛପଟୁ ଧକା ଦେଇଛି। ଘଟଣା ସ୍ଥଲରେ ବାଇକ…
Read More...

ପାଡ଼ାସୀ ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଦାବୀ କଲେ ଅଞ୍ଚଳବାସୀ ଓ ଅବିଭାବକ…..

ଅନୁସନ୍ଧାନ ଭାରତ(ଵ୍ୟୁର): କନ୍ଧମାଳ ରାଇକିଆ ବ୍ଲକ ଅନ୍ତର୍ଗତ ପାଡ଼ାସୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି l ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବ୍ୟବସ୍ଥା ରହିଛି କିନ୍ତୁ ବିଦ୍ୟାଳୟରେ ଆନୁସାଙ୍ଗିକ ବ୍ୟବସ୍ଥା ନ ଥିବା…
Read More...

ବୁଦୁଲି ହାଇସ୍କୁଲରେ ବାର୍ଷିକ ଉତ୍ସବ ମହାଆଡମ୍ବର ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ଵ୍ୟୁର): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବୁଦୁଲି ହାଇସ୍କୁଲରେ ବାର୍ଷିକ ଉତ୍ସବ ପାଳନ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ପ୍ରଭା ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା…
Read More...

ଜଗା ଦର୍ଶନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଜଗନ୍ନାଥ ଏକ୍ସପ୍ରେସ….

ଅନୁସନ୍ଧାନ ଭାରତ(ବ୍ୟୁର୍): ରାଜ୍ୟରେ ୧୨ ଟି ଜିଲ୍ଲା ସଦର ମହକୁମାରୁ ପୁରୀ ଅଭିମୁଖେ ଅତ୍ୟାଧୁନିକ ସୁବିଧା ଥିବା ସୁପର ଡିଲକ୍ସ୍ ଜଗନ୍ନାଥ ଏକ୍ସପ୍ରେସ ବସକୁ  ଆଜି ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୧୨ ଟି ଜିଲ୍ଲାରେ ଏହି ବସ୍ ସେବା ଆରମ୍ଭ…
Read More...

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ନୂଆଁ-ଓ ତରଫରୁ ଓଡି଼ଆ ଭାଷା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ (ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ନୂଆଁ-ଓ ତରଫରୁ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଜୟ ଦେବ ଗୌଡ଼ ଅଧ୍ୟକ୍ଷତା କରିଥିଲେ…
Read More...

ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ୱାରରୁମ ଗଠିତ….

ଅନୁସନ୍ଧାନ ଭାରତ(ଵ୍ୟୁର): ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ୱାରରୁମ ଅଧ୍ୟକ୍ଷ ଭାବରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ…
Read More...