Browsing Category

ଓଡିଶା

କାମରେ ଲାଗୁନି ବି.ମାଳିଗୁଡା ଆବର୍ଜନା ପୃଥକୀକରଣ ଗୃହ…

ଅନୁସନ୍ଧାନ ଭାରତ(ବ୍ୟୁର ): ନନ୍ଦାହାଣ୍ଡି ବ୍ଳକ୍ ଅନ୍ତର୍ଗତ ବି ମାଳିଗୁଡା ଗ୍ରାମ ପଞ୍ଚାୟତ ପଞ୍ଚାୟତ ସଦର ଗ୍ରାମରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଥିବା ଆବର୍ଜନା ପୃଥକୀକରଣ ଗୃହ କାମରେ ଲାଗୁନି । ଫଳରେ ଏବେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ…
Read More...

ଗୁଣପୁରରେ ୨୧୦ କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଠାରେ ପୁଲିସ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଂ ଚାଲୁଥିବା ବେଳେ ଥାନା ଏସ୍.ଆଇ ଅଶୋକ କୁମାର ପାଢ଼ୀ ବେଆଇନ ଗଞ୍ଜେଇ ଚୋରାଚାଲଣ ହେଉଥିବା ଗୋଟିଏ କାର୍ କୁ ଅଟକାଇ ଥିଲେ l ସେହି ସମୟରେ ଗାଡିରୁ ୨୦୧ କିଲୋ ଗଞ୍ଜେଇ ଜବତ ହୋଇଛି l…
Read More...

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ: ସଭାପତି ଓ ଉପସଭାପତି ପ୍ରତିଦ୍ବନ୍ଦିତା, ରାଜେନ୍ଦ୍ର ନିର୍ଦ୍ଵନ୍ଦରେ ସମ୍ପାଦକ….

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ହେବାକୁ ଥିବା ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଏବଂ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ‌ ହୋଇଥିବା ବେଳେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ସରିଛି । ଏଥିରେ ସଭାପତି ପଦବୀ ପାଇଁ ୨ଜଣ…
Read More...

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସଭାଗୃହରେ ଆଭିଯୋଗ ଶୁଣାଣି ଶିବିର…

ଅନୁସନ୍ଧାନ ଭାରତ(ବ୍ୟୁର): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅନେକ ଲୋକ ନିଜର ତଥା ଅଞ୍ଚଳର ସମସ୍ୟା , ଆପତ୍ତି ଅଭିଯୋଗ ଜଣାଇବା ନିମନ୍ତେ ୨୯ଜଣଙ୍କର ପଞ୍ଜିକରଣ କରାଯାଇଥିଲା । ଏହି ଶିବିରରେ…
Read More...

ବିଡ଼ିଓଙ୍କ ପିସି କାରବାରକୁ ବିରୋଧ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲା ଠିକାଦାର ସଂଘ…..

ଅନୁସନ୍ଧାନ ଭାରତ(ବ୍ୟୁର): ଝରିଗାଁ ବ୍ଲକ ଠିକାଦାର ସଂଘ ପକ୍ଷରୁ ମନରେଗା( MGNREGS) ମେଟେରିଆଲ ଟଙ୍କା ଦେବାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବହେଳା କରୁଥିବା ଅଭିଯୋଗ କରି ଝରିଗାଁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ଠିକାଦାର ସଂଘ । ଠିକାଦାର ସଂଘର ସଭାପତି ମଦନ ସାମଲଙ୍କ ଅଭିଯୋଗ…
Read More...

ପରମପାଙ୍ଗା ଗ୍ରାମ ପଞ୍ଚାୟତରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପରମପାଙ୍ଗା ଗ୍ରାମ ପଞ୍ଚାୟତ ଠାରେ ଆଜି କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ବହୁତ ସଂଖ୍ୟାରେ ବିଭିନ୍ନ ଦଳର କର୍ମୀ ଯୋଗ ଦେଇଥିଲେ । ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନେ ବିଜେପି…
Read More...

ବରିଷ୍ଠ କଳାକାର ଗଣେଶ ସିଂଙ୍କ ପରଲୋକ, ଶତାଧିକ ନାଟକ ରେ କରିଥିଲେ ଅଭିନୟ….

ଅନୁସନ୍ଧାନ ଭାରତ(ବ୍ୟୁର): ମଣିଷ ସମାଜର ବାସ୍ତବ ଜୀବନ କାହାଣୀକୁ ଅଭିନୟରେ ଜୀବନ୍ତ ଭାବେ ଫୁଟାଉଥିବା ଜଣେ କଳାକାର ହେଉଛନ୍ତି ଗଣେସ ସିଂ। ନାଟକକୁ ଜୀବନର ଏକ ଅଙ୍ଗ ସଜାଇ ଅତି ନିକଟରୁ ଅନୁଭବ କରି ଚରିତ୍ର ମାଧ୍ୟମରେ ସର୍ବ ସମ୍ମୁଖରେ ଅତି ନିଖୁଣ ଭାବରେ ଦର୍ଶକଙ୍କ ନିକଟରେ ପ୍ରତିଫଳିତ…
Read More...

ବ୍ଲକ ନାହିଁ ତ ଭୋଟ ନାହିଁ, ବ୍ରାହ୍ମଣୀଗାଁ ବ୍ଲକ ମାନ୍ୟତା ଦାବୀକୁ ନେଇ ମିଞ୍ଜାପଙ୍କାରେ ପ୍ରତିବାଦ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଦୁର୍ଗମ କଟିଙ୍ଗିଆ ପଞ୍ଚାୟତ ର ମିଞ୍ଜାପଙ୍କା ଗ୍ରାମରେ ବ୍ରାହ୍ମଣୀଗାଁ ବ୍ଲକ ଗଠନ ଦାବୀକୁ ନେଇ ଆଞ୍ଚଳିକ ମହିଳା ସଙ୍ଗଠନ ଓ ଅଞ୍ଚଳ ବାସୀଙ୍କ ମିଳିତ ଉଦ୍ୟମରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇ ଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଗତ ୪୦…
Read More...

ଯୁବକମାନଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଂଟି ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏହି ବାର୍ତ୍ତାକୁ ଘରେ ଘରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ଓ…
Read More...

ଅବ୍ୟବସ୍ଥା ଘେରରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ, ସିକ୍ୟୁରିଟି ଗାର୍ଡ ମାନଙ୍କ ହାତରେ ଚାଲିଛି ପରିଚାଳନା….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ହୋଇଛି । ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଚିରାଚରିତ ଭାବେ ଡାକ୍ତର ଅଭାବ ଲାଗି ରହିଅଛି କିନ୍ତୁ ଏହାର ସମାଧାନ ହୋଇପାରୁ ନାହିଁ । ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନବି କରଣ କରିବା ପାଇଁ…
Read More...