Browsing Category

ଓଡିଶା

ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ନିବାସ ସ୍ଥିତି ପରଖିଲେ ବିଧାୟକ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଦୁର୍ଗମ ତଥା ଜଗନ୍ନାଥ ପ୍ରସାଦ ବ୍ଳକ ରୁଢ଼ାପଦର ପଞ୍ଚାୟତରେ ଥିବା ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ନିବାସରେ ହଠାତ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଶନିବାର ସନ୍ଧ୍ୟାରେ ପହଞ୍ଚି ଛାତ୍ର ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।…
Read More...

ରୋଟାରି କ୍ଲବ ପରିସରରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ…

ନୟାଗଡ଼(ରତ୍ନାକର ହୋତା): ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ । ୧୮୬୬ ମସିହା ଅଗଷ୍ଟ ୪ ଅର୍ଥାତ ଆଜିର ତାରିଖ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ । ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ‘ଉତ୍କଳ ଦୀପିକା’ ଆତ୍ମପ୍ରକାଶ କରିଥିଲା । କର୍ମବୀର ଗୌରୀଶଙ୍କର ରାୟ ଏହାର ପ୍ରଥମ…
Read More...

ବାଇକ ଉପରକୁ ଛାଡ଼ିଗଲା ହାଇୱା, ବାଇକ ଚାଳକ ଗୁରୁତର…

ଭବାନୀପାଟଣା(ତୁଳମଣି ନାଗ): ଆଜି ସକାଳ ୭ଟା ସମୟରରେ ୨୬ ନମ୍ବର ଜାତୀୟ ରାଜପଥ କେସିଙ୍ଗା   ଅନ୍ତର୍ଗତ ଅମଠା ବେଲଗାଁ ରାସ୍ତା ଅମଠା ଛକରେ ବାଇକ୍ ଆରୋହୀଙ୍କ ଉପରେ ଓଡ଼ି ୦୩ଟି୧୯୭୩ ହାଇୱା ଟ୍ରକ ଚଡ଼ି ଯିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ…
Read More...

ଜନଶକ୍ତି ଉମା ବିଦ୍ୟାଳୟ ଖଇରାରେ +୨ ଛାତ୍ର ଛାତ୍ରୀଙ୍କ ସ୍ବାଗତ ଉତ୍ସବ ଅନୁଷ୍ଠିତ…

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ସରକାରୀ ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖଇରା ଠାରେ ଆଜି +୨ କଳା ଛାତ୍ର ଛାତ୍ରୀଙ୍କୁ ନୂତନ ଶିକ୍ଷା ବର୍ଷ ୨୦୨୪-୨୫ ନିମନ୍ତେ ସ୍ୱାଗତ କରାଯାଇଥିଲା । ଏହି ସ୍ବାଗତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବୋଡ଼େନ ବ୍ଲକର ଗୋଷ୍ଠୀ…
Read More...

ବ୍ୟବହାର ଉପଯୋଗୀ ହେଉନାହିଁ ଟିକାବାଲି ମେଡିକାଲ ଛକ ଯାତ୍ରୀ ବିଶ୍ରାମଗାର….

ଟିକାବାଲି(ସାନୁଜବେହେରା): ଟିକାବାଲି ବ୍ଲକ ନିକଟସ୍ଥ ମେଡିକାଲ ଛକରେ ଥିବା ଯାତ୍ରୀବିଶ୍ରାମ ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟବହାର ହୋଇ ପାରୁନ ଥିବା ଦେଖା ଦେଇଛି l ଏହା ନାମକୁ ମାତ୍ର ବିଶ୍ରାମ କିନ୍ତୁ ଏହା ବର୍ତ୍ତମାନ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି l ସାଧାରଣତଃ ଝଡ଼ି ବର୍ଷାରେ…
Read More...

ଉଦ୍ଧାର ହେଲା ଆତଙ୍କ ଖେଳାଉ ଥିବା ଭାଲୁ….

ଭବାନୀପାଟଣା(ତୁଳମଣି ନାଗ): ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ମୁଖିଗୁଡା ଠାରେ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ ଆଜି ଜୟପାଟଣା ରେଞ୍ଜ ଫରେଷ୍ଟ ବିଭାଗ ପକ୍ଷରୁ କାବୁ କରିବାରେ ସଫଳ ହୋଇଛି ବନବିଭାଗ । ସୂଚନା ଯୋଗ୍ୟ ଯେ  ମୁଖୀଗୁଡା ଓଏଚପିସି ମହୁଳପାଟଣା ଘାଟି ରାସ୍ତାରେ ଭାଲୁ…
Read More...

ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣର ପ୍ରଚାର ରଥ ଶୁଭାରମ୍ଭ.….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି । ଧାନ ସଂଗ୍ରହ ବର୍ଷ ୨୦୨୪-୨୫ ପାଇଁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର…
Read More...

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମବଙ୍ଗର ଦମ୍ପତି….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୫ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ସୂଚନା ପ୍ରକାରେ ପିତୃମାତୃହୀନ ଏହି…
Read More...

ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେଶନାଲ ସୋସାଇଟି ପକ୍ଷରୁ ନିଯୁକ୍ତି…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେଶନାଲ  ସୋସାଇଟି ପକ୍ଷରୁ ଗଜପତି ଜିଲ୍ଲାର ୯୦ ଜଣ ଯୁବକ ଯୁବତୀମାନଙ୍କୁ ଆସୋସେଟ ଷ୍ଟୋର ଫାର୍ମାସୀ ବିଷୟରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଜିଲ୍ଲାପାଳ…
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହିଞ୍ଜିଳି ଗ୍ରସ୍ତ…..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଉଚ୍ଚଶିକ୍ଷା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସମୀକ୍ଷା ଓ ଆଲୋଚନା କରିଛନ୍ତି । ଅପରାହ୍ନ ୫ ଘଣ୍ଟା ସମୟରେ ପ୍ରଥମେ ହିଞ୍ଜିଳିକାଟୁ ବିଜ୍ଞାନ…
Read More...