Browsing Category
ଓଡିଶା
ମହେନ୍ଦ୍ର ପାହାଡ ଅଞ୍ଚଳରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ..
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ୍ ଅନ୍ତର୍ଗତ ମହେନ୍ଦ୍ର ପାହାଡ ଅଞ୍ଚଳରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଶ୍ଵହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ…
Read More...
Read More...
ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ…
ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ସ୍ଥିତ ଆଦିବାସୀ ଡେଭଲୋପମେଣ୍ଟ ସୋସାଇଟି ଠାରେ ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ସଭାପତି ରସିନ୍ତ ଶବରଙ୍କ ନେତୃତ୍ୱରେ…
Read More...
Read More...
ଗଦାପୁର ସେକ୍ସନରେ ଏକ ଦିବସୀୟ ବିଶ୍ଵ ପରିବେଶ ଦିବସରେ ବୃକ୍ଷ ଚାରା ରୋପଣ…
ଦାରିଙ୍ଗବାଡି (ଆଶୋକ ସିଂ): ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଏକ ଦିବସୀୟ ବିଶ୍ଵ ପରିବେଶ ଦିବସ ଗଦାପୁର ସେକ୍ସନର ଧୁସାରିଗାଁ ବିଟରେ ପାଳନ କରାଯାଇଛି । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନିର୍ଦ୍ଧେଶ କ୍ରମେ ଗଦାପୁର ସେକ୍ସନର ଭାର ପ୍ରାପ୍ତ ବନପାଳ ସଞ୍ଜୀବ…
Read More...
Read More...
ସ୍ଵର୍ଗତ ସୁନୀଲ ଦାଶଙ୍କ ପ୍ରତିମୂର୍ତ୍ତି ଅନାବରଣ….
ଗୁଣପୁର(ସୁନିଲ୍ କୁମାର ସାବତ): ଶିକ୍ଷକ ନେତା ତଥା ସାମ୍ବାଦିକଙ୍କ ପିତାମହ ସ୍ଵର୍ଗତ ସୁନୀଲ ଦାଶଙ୍କ ପ୍ରତିମୂର୍ତ୍ତି ଅନାବରଣ l ଉନ୍ମୋଚନ ହେଲା ନିର୍ଭୀକତାର ସ୍ବର ସୁନୀଲ ସ୍ମରଣିକା ଉନ୍ମୋଚନ l ସୁନୀଲ ମେମୋରିଆଲ୍ ଚାରିଟେବଲ୍ ଫାଉଣ୍ଡେସନର ହେଲା ଶୁଭ ଉଦ୍ଘାଟନ l ଅବସରପ୍ରାପ୍ତ ଶିକ୍ଷକ ତଥା…
Read More...
Read More...
ରାସ୍ତା ନିର୍ମାଣ ପାଇଁ ସହଯୋଗର ହାତ ବଢ଼ାଇଲେ ବ୍ଳକ ଉପାଧ୍ୟକ୍ଷ ଓ ଜନ ପ୍ରତିନିଧି, ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ…
କୋକସରା(ତ୍ରିଲୋକ୍ୟ ବେଶ୍ରା): ବର୍ଷା ଦିନରେ ରାସ୍ତା ସମସ୍ୟା ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ମଙ୍ଗଳପୁର ଓ ମୂଷାପାଳି ପଞ୍ଚାୟତ ମାଲପଡା, ମୁର୍ଦୁଙ୍ଗିଆ ପଡାର ବାସୀନ୍ଧା l ଖପ୍ରାମାଲ ଠାରୁ ବଗଡ଼ିଆ ପଡା ରାସ୍ତା ଅତି…
Read More...
Read More...
ଭୁସୁଡିଲା ଘର , ଅଳ୍ପକେ ବର୍ତ୍ତିଲେ ପରିବାର…
ନୟାଗଡ଼( ରତ୍ନାକର ହୋତା): ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତ ପରିବାର ଲୋକ ଘର ମଧ୍ୟରେ ସୋଇଥିବା ବେଳେ ତାଙ୍କର ଝାଟିମାଟି ଘରଟି ଗତକାଲି ମଧ୍ୟରାତ୍ର ସମୟରେ ଅଚାନକ ଭୁଶୁଡ଼ି ପଡ଼ିଥିଲା l ଏହି ଭଙ୍ଗାଘର ମଧ୍ୟରେ…
Read More...
Read More...
ମୁଜାଗଡ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…
ଭଞ୍ଜନଗର(ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ମୁଜାଗଡ ପଞ୍ଚାୟତର ବିଜେଡି ସମର୍ଥିତ ମହିଳା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପଞ୍ଚାୟତର ୧୧ ଓ୍ବାର୍ଡ ସଭ୍ୟ, ସଭ୍ୟା ପ୍ରସ୍ତାବ ପତ୍ର ପ୍ରଦାନ କରିଛନ୍ତି । ମୁଜାଗଡ ପଞ୍ଚାୟତର…
Read More...
Read More...
ବିଲେନଜୋର ସ୍ଥିତ ସହଭାଗୀ ବିକାଶ ଅଭିଯାନ ତାଲିମ କେନ୍ଦ୍ରରେ ତ୍ରିଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ…
ନୂଆପଡା( ବିରବଲ ପ୍ରଧାନ): ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଆନୁକୁଲ୍ୟରେ ଏବଂ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନଙ୍କ ସହାୟତାରେ ଅନୁଷ୍ଠାନର ବିଲେନଜୋର ସ୍ଥିତ ତାଲିମ କେନ୍ଦ୍ର ପରିସରରେ ଏକ ତ୍ରିଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ …
Read More...
Read More...
ନୂଆପଡାରେ ଏସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା….
କୋମନା( ବିରବଲ ପ୍ରଧାନ): ଏସ୍ସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଇଛି I ସଂରକ୍ଷଣ ବଞ୍ଚାଓ ସଂଘର ବନ୍ଦ ଡାକରାରେ ସାମିଲ ହୋଇଛି ଏସ୍ ସି ଓ ଏସ୍ ଟି, ଦଳିତ ଓ ଆଦିବାସୀ ସଂଘ ସକାଳୁ ରାଜ୍ୟର…
Read More...
Read More...
ସୁପ୍ରିମ କୋର୍ଟଙ୍କ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ରାୟକୁ ବିରୋଧ, ଦାରିଙ୍ଗବାଡିରେ ଭାରତ ବନ୍ଦର…
ଦାରିଙ୍ଗବାଡି(ଅଶୋକ ସିଂ): ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବୁଧବାର ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡି ପ୍ରଭାବିତ ହୋଇଛି । ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡିମୋଟର ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଭାରତ ବନ୍ଦ ଡାକରାରେ ସ୍ଥାନୀୟ…
Read More...
Read More...