Browsing Category

ଓଡିଶା

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର :  ସୁଭଦ୍ରା ଯୋଜନାକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନା ନେଇ ମହିଳାଙ୍କୁ ଭ୍ରମିତ କରନ୍ତୁ ନାହିଁ। ଏସଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆବେଦନ…
Read More...

ମହିଳା ରୋଗୀଙ୍କୁ ନିଶା ଦେଇ ଜୁନିଅର ଡାକ୍ତରଙ୍କ ଅସଦାଚରଣ

କଟକ : କୋଲକତାର ଆର୍‌ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରେ ଜଣେ ମହିଳା ରୋଗୀଙ୍କୁ…
Read More...

ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆହ୍ବାନ କ୍ରମେ ଚଳିତ ୭୮ ତମ ସ୍ବାଧିନତା ଦିବସକୁ ଧୂମାଧମରେ ପାଳନ କରିବା ସହ ଘରେ…
Read More...

ଦୁଇ ଦିନିଆ ବ୍ଲକ ସ୍ତରୀୟ ଜଳବାୟୁ ସହନଶିଳ କୃଷି ଏବଂ ସମନ୍ୱିତ ଚାଷ ପ୍ରଣାଳୀ ଉପରେ ତାଲିମ ଶିବିର…

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା କୃଷି ବିଭାଗ କାର୍ଯ୍ୟାଳୟ ସଭା ଗୃହ ଠାରେ ଆର.ସି.ଡ଼ି.ସି ଭୁବନେଶ୍ୱର ତରଫରୁ ଓ ଚାଇଲଡ୍ ଫଣ୍ଡ ଓ ବିଏମ୍ ଜେଡ, ଜର୍ମାନଙ୍କ ସହାୟତାରେ ବ୍ଲକ୍ ସ୍ତରୀୟ ସହନସିଲ କୃଷି ଓ ସମ୍ମନିତ ଚାଷ ପ୍ରଣାଳୀ ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ…
Read More...

ଟିକାବାଲିରେ ହରଘର ତ୍ରିରଙ୍ଗା ଅବସରରେ ପଦଯାତ୍ରା ଏବଂ ବାଇକ ରାଲି

ଟିକାବାଲି:(ସାନୁଜ ବେହେରା): ସ୍ଵାଧୀନତାର 75 ବର୍ଷ ପରେ ରାଷ୍ଟ୍ରଭକ୍ତି, ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରିବା ଦେଶର 140 କୋଟି ଲୋକଙ୍କୁ ଦଳ, ମତ, ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ ।…
Read More...

ଘୁ.ଉଦୟଗିରି ଠାରେ ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଘୁ.ଉଦୟଗିରି ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୋମବାର ଦିନ ମିଶନ ଶକ୍ତି ମାଁମାନଙ୍କୁ ନେଇ ପଞ୍ଚାୟତ ସମିତି ଠାରୁ ହାତରେ ତ୍ରିରଙ୍ଗା ପତାକା ଧରି…
Read More...

ଟାକରା ଗ୍ରାମପଞ୍ଚାୟତରେ ବିଜେପି ଯୁବମୋର୍ଚ୍ଚାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୟାଗଡ଼(ରତ୍ନାକର ହୋତା): ପବିତ୍ର ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଗ୍ରାମପଞ୍ଚାୟତର ବିଜେପି ଯୁବମୋର୍ଚ୍ଚା ଆନୁକୂଲ୍ୟରେ ଆଜି ଟାକରା ଗ୍ରାମପଞ୍ଚାୟତର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବାବା ସିଦ୍ଧେଶ୍ବର ମନ୍ଦିର, ମା ମଣିନାଗ ମନ୍ଦିରର…
Read More...

ଗାଲେରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ବଜ୍ରପାତ: ୧୯ ଛାତ୍ରଛାତ୍ରୀ ଆହତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଗାଲେରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବଜ୍ରପାତରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ୧୯ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ…
Read More...

ଭବାନୀପାଟଣା ଠାରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ ମହା ଉଲ୍ଲାସରେ ପାଳିତ…

ଭବାନୀପାଟଣା(ତୁଳମଣି ନାଗ): ଆଜି ଜିଲ୍ଲା ସଦର ମହକୁମା ଭବାନପାଟଣା ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ" ଘରେ ଘରେ ତ୍ରିରଙ୍ଗା "ମହା ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ଟାଉନ ହଲ ଠାରେ…
Read More...

କଳାହାଣ୍ଡି ଜିଲ୍ଲାରେ କୌଶଳ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ….

କେସିଙ୍ଗା(ନୃପରାଜ ସାହୁ): ଜିଲ୍ଲାରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଶଳ ରଥ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରୁଅଛି l ଏହି କ୍ରମରେ ପ୍ରଥମ ଦିନରେ କୌଶଳ ରଥ ଆମପାଣି ଆଶ୍ରମ ବିଦ୍ୟାଳୟ, ବୁଢାରଜା ଉଚ୍ଚ ବିଦ୍ୟାଳୟ, ଧର୍ମଗଡ଼ ପଂଚାୟତ ମହାବିଦ୍ୟାଳୟ,…
Read More...