Browsing Category

ଓଡିଶା

ପରଲୋକରେ ଅବସର ପ୍ରାପ୍ତ ଶିକ୍ଷକ ହିଲାରି ବଳିଆର ସିଂ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ଜଣେ ଅବସର ପ୍ରାପ୍ତ ଶିକ୍ଷକ ହିଲାରି ବଳିଆର ସିଂଙ୍କ ମଙ୍ଗଳ ବାର ଦିନ ସନ୍ଧ୍ୟା ସମୟରେ ଦେହାନ୍ତ ହୋଇଛି । ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଖବର ଚାରିଆଡ଼େ ବ୍ୟାପିବା ପରେ ଅଞ୍ଚଳରେ ଶୋକର ଛାୟା…
Read More...

ଗୁଣପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ….

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱରି ଆଜି ଗୁଣପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଥମେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଉପ ଜିଲ୍ଲାପାଳ କିରନ ଦୀପ କୌରଙ୍କ ସହ ଆଲୋଚନା କରିଥିଲେ । ଉପ-ଜିଲ୍ଲାପାଳଙ୍କ…
Read More...

ମିଲ୍ଲେଟ୍ ମିଶନର ଅନନ୍ୟ ରୂପ- ମିଲ୍ଲେଟ୍ ଟିଫିନ୍ ସେଣ୍ଟର…

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ ): ପାରମ୍ପାରିକ ଖାଦ୍ୟ ଶସ୍ୟ ଉତ୍ପାଦନ ଓ ଦୈନନ୍ଦିନ ବ୍ୟବହାର ପାଇଁ ସରକାରୀ ସ୍ତରରେ ମିଲ୍ଲେଟ୍ ମିଶନ ଜାରୀ ରହିଛି । କୃଷି ବିଭାଗର ପ୍ରୋତ୍ସାହନରେ ମାଣ୍ଡିଆ, ଜହ୍ନା, କାଙ୍ଗୁ ପ୍ରଭୃତି ପୁଷ୍ଟିକର ତଥା ପାରମ୍ପାରିକ ଶସ୍ୟ ଉତ୍ପାଦନ ହୋଇ ସେଥିରୁ ମିଶନ…
Read More...

୨ ଜଣ ମାଛ ଚାଷୀଙ୍କୁ ମିଳିଲା ଲୁନା ଗାଡ଼ି …….

ଟିକାବାଲି( ସାନୁଜ ବେହେରା): କନ୍ଧମାଳ ଜିଲ୍ଲାରେ କେନ୍ଦ୍ର ସରକାର ଜରିଆରେ ମାଛ ଚାଷୀଙ୍କୁ ମାଛଚାଷ କରି ରୋଜଗାରକ୍ଷମ ହେବେ ସେ ନେଇ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଏଭଳି ଟିକାବାଲି ବ୍ଲକରେ ମାଛଚାଷ କରୁଥିବାରୁ ପାବୁରିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁଟିଗୁଡା ଗ୍ରାମର ଅନାଦି ପ୍ରଧାନ…
Read More...

ଶାଳବଣର କବି ସାମ୍ବାଦିକ ଗୌରବ ଗିରିଶ ଚନ୍ଦ୍ର ନନ୍ଦଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ପାଳିତ…..

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ, ସମାଜ ପାଠକ ବିଚାର ମଞ୍ଚର ମିଳିତ ଉଦ୍ୟମରେ ବିଶିଷ୍ଟ ସାମ୍ବାଦିକ ଶାଳବଣର କବି ସାମ୍ବାଦିକ ଗୌରବ ଗିରିଶ ଚନ୍ଦ୍ର ନନ୍ଦଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି l ଉପଖଣ୍ଡ…
Read More...

ଅଖିଳ ଭାରତୀୟ ଛାତ୍ର ସଂସଦ ଓ କଳାହାଣ୍ଡି ଛାତ୍ର ସଂଘ ପକ୍ଷରୁ ଛାତ୍ର ନିର୍ବାଚନ ପାଇ ମୁଖ୍ୟମନ୍ତ୍ରୀଙ୍କୁ…

ଭବାନୀପାଟଣା(ତୁଲମଣୀ ନାଗ): ଭବାନୀପାଟଣା ବଷ୍ଟାଣ୍ଡ ଠାରୁ ଅଖିଳ ଭାରତୀୟ ଛାତ୍ର ସଂଘ ଓ କଳାହାଣ୍ଡି ଛାତ୍ର ସଂଘ  ପକ୍ଷରୁ ଛାତ୍ର ନିର୍ବାଚନ ପାଇ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପଳଙ୍କ ଜରିଆରେ ଦାବିପତ୍ର ସହ  ବିଭିନ୍ନ ସମସ୍ୟାକୁ ନେଇ ଭିକ୍ଷ୍ୟୋବ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ…
Read More...

ସଂସ୍କୃତ ଉତ୍ସବର ମୁଖ୍ୟ ଆକର୍ଷଣ ପିଲାଙ୍କ ସଂସ୍କୃତ ଗୀତ ନାଚ….

ଆର.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ବାବଧାନରେ ସଂସ୍କୃତ ଦିବସ  ପାଳିତ ହୋଇଯାଇଛି l ଉକ୍ତ ଅବସରରେ କେରେଡ଼lଙ୍ଗ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଆଶିଷ…
Read More...

ଗାଁ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ…..

ଆର.ଉଦୟଗିରି(ମିହିର ପ୍ରସାଦ ମାଳୀ): ପ୍ରଶାସନ ଶୁଣିଲାନି l ଶେଷରେ ନିଜ ଗାଁ ରାସ୍ତାକୁ ନିଜ ଉଦ୍ୟମରେ ମରାମତି କଲେ ଗ୍ରାମବାସୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅଧିନସ୍ଥ ଖlରିମେରl ଗାଁରେ l ଲୋକଙ୍କ ଗମନାଗମନର ସୁବିଧା ପାଈଁ ସରକାର ଗଜପତି…
Read More...

ସୁଭଦ୍ରା ଯୋଜନା ସମ୍ପର୍କୀତ ଆଲୋଚନା ବୈଠକ ଅନୁଷ୍ଠିତ…

ଆର.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନା ସଂପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  l ଏହି କର୍ମଶାଳାରେ ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ଏବିଡ଼ିଓ ରମାକାନ୍ତ ଚୌଧୁରୀ ଓ ସିଡିପିଓ ସବିତା…
Read More...

ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖାରେ ୬୮ତମ ବୀମା ସପ୍ତାହ ପାଳିତ…

ଚିଲିକା(ସଂଗ୍ରାମ ରାଣା): ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖା କାର୍ଯ୍ୟାଳୟରେ ୬୮ତମ ବୀମା ସପ୍ତାହ ଦିବସ ପାଳନ ହୋଇଛି l ଏହି ପରିପ୍ରେକ୍ଷୀରେ ଶାଖା ପରିଚାଳକ ଅନୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଅତିଥି କ୍ରୀଷ୍ଣା…
Read More...