Browsing Category

ଓଡିଶା

ସହରାଞ୍ଚଳ ଜନସମ୍ପର୍କ ଓ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ମୁନସିପାଲିଟି ପକ୍ଷରୁ ସହରର ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯାଉଛି । ତଥାପି ଜନସାଧାଣଙ୍କ ଯଦି ଏଥିରେ ଭାଗିଦାରୀ ନରୁହେ ତେବେ ସରକାରଙ୍କ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ସଫଳ ହେବା ସମ୍ଭବ ହୋଇ ପାରିବ ନାହିଁ ବୋଲି ଭଞ୍ଜନଗର ମୁନସିପାଲିଟି କାର୍ଯ୍ୟାଳୟ…
Read More...

ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଂ ପ୍ରତିଯୋଗିତାରେ ଜାତୀୟ ସ୍ତରକୁ ମନୋନୀତ ହେଲା ରାବାନାଜୁ ପ୍ରାଥମିକ ବିଦ୍ୟାଳୟ…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଂ ନିମନ୍ତେ ସର୍ବଭାରତୀୟ ସ୍ତରରେ କନ୍ଧମାଳ ଜିଲ୍ଲାରୁ ଘୁ.ଉଦୟଗିରି ଶିକ୍ଷା ବ୍ଲକ ଅନ୍ତର୍ଗତ ଏନଏସି ୧୨ ନମ୍ବର ୱାର୍ଡ଼ କନବାଗିରି ସ୍ଥିତ ରାବାନାଜୁ ପ୍ରାଥମିକ ବିଦ୍ୟାଳୟ ଜାତୀୟ ସ୍ତରରେ ମନୋନୀତ ହୋଇଛି | ଦେଶର ମୋଟ ୧୦୪୭୮୫୯ ଟି…
Read More...

ବ୍ରାହ୍ମଣୀଗାଁ କସମ କାର୍ଯ୍ୟାଳୟରୁ ଚୋରି, ଥାନାରେ ଅଭିଯୋଗ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l କସମ କାର୍ଯ୍ୟାଳୟର ତାଲା ଭାଙ୍ଗି  ଗୋଦାମ ଗୃହରେ ଥିବା ହଳଦୀ ବସ୍ତା, ଗ୍ୟାସ ସିଲିଣ୍ଡର, ହଳଦୀ ସିଝା ରସ ହଣ୍ଡା, ରୋଷେଇ ଡେକଚି ଆଦି ଚୋରୀ ହୋଇ ଯାଇଥିବା ନେଇ କସମ୍ କାର୍ଯ୍ୟାଳୟର…
Read More...

ତୃତୀୟ ବାର୍ଷିକ ବ୍ଳକ ସ୍ତରୀୟ ଲୋକ କଳା ଦିବସ ପାଳିତ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବ୍ଲକ ଆଦିବାସୀ ସାଂସ୍କୃତିକ ଭବନ ପରିସରରେ ତୃତୀୟ ବାର୍ଷିକ ବ୍ଳକ ସ୍ତରୀୟ ଲୋକ କଳା ଦିବସ ପାଳନ ହୋଇଛି ।  ଏହି ଦିବସ ପାଳନ ନେଇ ଲୋକ କଳା ସାଂସ୍କୃତିକ ପରିଷଦର ସଦସ୍ୟ ସଦସ୍ୟା ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବାଦ୍ୟ ଯନ୍ତ୍ର ସହିତ ପୋଷାକ…
Read More...

ଦାରିଙ୍ଗବାଡି ବ୍ଲକରେ ତିନିଟି ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ…

ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ରାଜ୍ୟ ସରକାଙ୍କ ପକ୍ଷରୁ ତିନିଟି ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ କରିଛନ୍ତି । ପ୍ରଥମଟି କିରିକୁଟି  ସରକାରୀ ଉଚ୍ଚ…
Read More...

ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ପ୍ରଶିକ୍ଷଣ ଶିବିର ଉଦଯାପିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଲେମ୍ଭେଇ ଠାରେ ଭାରତୀୟ ଜନତା ପାର୍ଟିର ୨ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଛି । ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ନୀଳମାଧବ ପାତ୍ରଙ୍କ ଅଧକ୍ଷତା ତଥା…
Read More...

ଛଡ଼ାକିଆ ମଣ୍ଡଳୀ ପକ୍ଷରୁ ଆଡ଼ମ୍ବର ସହକାରେ ମା ‘ ମେରୀଙ୍କ ପର୍ଵ ପାଳିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଛଡ଼ାକିଆର କ୍ୟାଥଲିକ ମଣ୍ଡଳୀ ପକ୍ଷରୁ ନିତ୍ୟ ସହାୟ କାରିଣୀ ମା 'ମେରୀଙ୍କ ପର୍ଵ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ଏହି ଅବସରରେ ସିକରମାହା ଧର୍ମାଞ୍ଚଳର ମୁଖ୍ୟ ଯାଜକ ମନୋଜ ବାଗସିଂଙ୍କ ତତ୍ୱାବଧାନରେ ସ୍ଥାନୀୟ ଚର୍ଚ୍ଚ…
Read More...

ସିଆଇଆଇର ଆଦର୍ଶ ମହିଳା ସମ୍ମାନ ୨୦୨୬ରେ ସମ୍ମାନିତ ହେଲେ ଲକ୍ଷ୍ମୀପ୍ରିୟା ପରିଡା…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ତଥା ବୋହୁ ଲଷ୍ମୀପ୍ରିୟା ପରିଡାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା  ବ୍ରାହ୍ମଣୀଗାଁ ଅଞ୍ଚଳ ତଥା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇ…
Read More...

ବ୍ରାହ୍ମଣୀଗାଁରେ ନେଟୱାର୍କ ସମସ୍ୟା, କରେଣ୍ଟ ନାହିଁ ତ ନେଟୱାର୍କ ନାହିଁ ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଗତ କିଛି ଦିନ ହେଲାଣି ଇଣ୍ଟରନେଟ ସେବାରେ ଘୋର ସମସ୍ୟା ଦେଖା ଦେଇଛି l ବିଦ୍ୟୁତ୍ ଚାଲିଗଲେ ଇଣ୍ଟରନେଟ ସେବା ସମ୍ପୁର୍ଣ୍ଣ ଠପ୍ ହୋଇ ଯାଉଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବଢିବାରେ ଲାଗିଛି । କାଳ…
Read More...

ଦାରିଙ୍ଗବାଡିରେ ବିଜେପିର ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ…

ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭାରତରେ ମହିଳା ସଂରକ୍ଷଣ ନିମନ୍ତେ ୩୩ ପ୍ରତିଶତ ବିଲ୍ ପାରିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ…
Read More...