Browsing Category
ଓଡିଶା
ଦାରିଙ୍ଗବାଡିରେ ସ୍ବଚ୍ଛତା କାର୍ଯକ୍ରମ ଅନୁଷ୍ଠିତ……
ଦାରିଙ୍ଗବାଡ଼ି(ଆଶୋକ ସିଂ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ଜଣାଶୁଣା । ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖି ପର୍ଯ୍ୟଟକ ଓ ଦାରିଙ୍ଗବାଡ଼ିକୁ ବିଭିନ୍ନ କାର୍ଯ୍ୟରେ…
Read More...
Read More...
ବାଲିଗୁଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ସ୍ଥାନୀୟ କଳାକାରଙ୍କୁ ଅଣଦେଖା ଅଭିଯୋଗ, କଳାକାର ମହଲରେ ଅସନ୍ତୋଷ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରଙ୍କ ଆବେଦନକୁ ମାଆ ପାଟ୍ଟଖଣ୍ଡା ଦୁର୍ଗା ପୂଜା ସମିତି ପକ୍ଷରୁ ଅଣଦେଖା କରାଯାଇ ଥିବା ଅଭିଯୋଗ ହୋଇଛି l ଫଳରେ ସ୍ଥାନୀୟ କଳାକାରଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି l ସୂଚନାଯୋଗ୍ୟ…
Read More...
Read More...
ସୁନ୍ଦରଗଡ଼ରେ ହେବ ତିନି ଦିନିଆ ବିକାଶ ମେଳା…..
ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଚଳିତ ୨୨ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଆୟୋଜିତ ହେବ ଜିଲ୍ଲା ସ୍ତରୀୟ ସୂଚନା - ଶିକ୍ଷା - ସଂଚାର କାର୍ଯ୍ୟକ୍ରମ "ବିକାଶ ମେଳା" ।
ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା…
Read More...
Read More...
ବିଡିଓ ହବ ତ ଏମିତି, ଦୁର୍ଗମ ଅଞ୍ଚଳ କଲେ ପରିଦର୍ଶନ କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ…..
ରା.ଉଦୟଗିରି( ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନ୍ତର୍ଗତ ସମ୍ବଲପୁର ଗ୍ରାମ ପଞ୍ଚାୟତର ଲିଠିଗୁଡା ଏକ ଉପାନ୍ତ ଦୁଃର୍ଗମ ଗ୍ରାମ ଅଟେ । ଏଠି ନା ଅଛି ଗମନା ଗମନ ଲାଗି ରାସ୍ତା, ନାଅଛି ପାନୀୟ ଜଳର ବ୍ୟବସ୍ଥା । ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଗ୍ରାମକୁ କେବଳ ନିର୍ବାଚନ…
Read More...
Read More...
ଗୁପ୍ତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ….
ପୁରୀ(ମାନସ କୁମାର ଦାସ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖାଲି କରାଯିବା ପରେ ଆଜି ଆରମ୍ଭ ହୋଇଛି ଗୁପ୍ତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା । ଏଥିପାଇଁ ଭଣ୍ଡାର ଘର ଭିତରକୁ ଯାଇଛନ୍ତି ବିଶେଷଜ୍ଞ ଟିମ୍ । ରତ୍ନଭଣ୍ଡାର ଭିତରେ ଗୁପ୍ତ ରତ୍ନଭଣ୍ଡାର ଓ ଷୁଡଙ୍ଗ ଅଛି କି ନାହିଁ ଯାଞ୍ଚ କରିବେ ବିଶେଷଜ୍ଞ…
Read More...
Read More...
କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ୬ଜଣିଆ ଏଏସଆଇ ଟିମ୍…..
ପୁରୀ(ମାନସ କୁମାର ଦାସ): କୋଣାର୍କ ସୂର୍ଯ୍ୟମନ୍ଦିରରେ ୬ଜଣିଆ ଏଏସଆଇ ଟିମ୍ ଅନୁଧ୍ୟାନ କରୁଛନ୍ତି । ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ମନ୍ଦିର ପରିସରରେ ସ୍ଥିତି ଅନୁଧ୍ୟାନ ଜାରି ରଖିଛନ୍ତି । ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢା ସ୍ଥିତି ନେଇ ଅନୁଧ୍ୟାନ…
Read More...
Read More...
ଝିଞ୍ଜୀରିଗୁଡ଼ା ଓ କୁମ୍ଭାରୀଗାଁ ଗ୍ରାମରେ ମା ଭୈରବୀଙ୍କ କଣ୍ଟା ପିଡ଼ା ଅନୁଷ୍ଠିତ……
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜୀରିଗୁଡ଼ା ଓ କୁମ୍ଭାରୀଗାଁ ଗ୍ରାମରେ ଇଷ୍ଟ ଦେବୀ ମା ଭୈରବୀଙ୍କ ବାଲି ଯାତ୍ରା ପର୍ବ ଗ୍ରାମ୍ୟ ପରିଚାଳନା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଝିଞିରିଗୁଡ଼ା ଗ୍ରାମର ମୁଖ୍ୟ ଯାନୀ ଭାବେ ଉମାଚରଣ…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…..
ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,…
Read More...
Read More...
ଓଳମ୍ବାରେ ହିନ୍ଦୀ ଦିବସ ପାଳିତ…..
ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଓଳମ୍ବା ସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶିଶିର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀ, କୋରା ପ୍ରସାଦ ମହାକୁଡ଼, ମନୋଜ କୁମାର ବିଶୋଇ…
Read More...
Read More...
ରାୟଗଡରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ସଭା ପୂର୍ବରୁ ଚେୟାର ଫୁଲ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆରମ୍ଭ ବେଳେ…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବହୁ ଆଡ଼ମ୍ବର ସହକାରେ ମଙ୍ଗଳବାର ସୁଭଦ୍ରା ଯୋଜନାରେ ଶୁଭାରମ୍ଭ ହୋଇଯାଇଛି l ବିଡିଓ ସୁଧୀର କୁମାର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ଆରମ୍ଭ…
Read More...
Read More...