Browsing Category

ଓଡିଶା

ସୂର୍ଯ୍ୟ ମନ୍ଦିର ଚାରିପଟେ ଜିପିଆର୍ ସର୍ଭେ…

ପୁରୀ(ମାନସ କୁମାର ଦାସ): କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର୍ ସର୍ଭେ ଆରମ୍ଭ ହୋଇଛି । ହାଇଦ୍ରାବାଦର ନ୍ୟାସନାଲ୍ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ବାରା ସର୍ଭେ ଆରମ୍ଭ କରାଯାଇଛି । ଏନେଇ ଏଏସଆଇ ଅଧିକ୍ଷକ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । ସର୍ଭେ କାମରେ ଓ୍ବେବ…
Read More...

ସୁନାବେଡ଼ା ଆଶ୍ରମ ବିଦ୍ୟାଲୟ ଠାରେ ବିସ୍ମୃତ ଖାଦ୍ୟ ଓ ଖାଦ୍ୟଶସ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ସୁନାବେଡ଼ା ଆଶ୍ରମ ବିଦ୍ୟାଲୟରେ ବିସ୍ମୃତ ଖାଦ୍ୟ ଓ ଖାଦ୍ୟଶସ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଶ୍ରୀଯୁକ୍ତ ବିଶ୍ରାମ ଛତ୍ରିଆ ଯୋଗଦେଇଥିବା ବେଳେ…
Read More...

ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବଚ୍ଛତାହିଁ ସେବା ପକ୍ଷପାଳନ ଏବଂ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା…

ନୂଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବଚ୍ଛତା ହିଁ ସେବା ପକ୍ଷପାଳନଏବଂ ଏହି ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ…
Read More...

ସୁରତରେ ଓଡ଼ିଆ ଟେକ୍ସଟାଇଲ ଶିଳ୍ପଦ୍ୟୋଗୀଙ୍କ ବୈଠକ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ) : ହୋଟେଲ ଲୋଜ ପ୍ଲାଜା ଦିଲ୍ଲୀ ଗେଟ ସୁରତ ସମ୍ମିଳନୀ କକ୍ଷରେ “ସୁରତ ଓଡିଆ ଟେକ୍ସଟାଇଲ ଆସୋସିଏସନ”ର ଅଷ୍ଟମ ସାଧାରଣ ବୈଠକ, ପ୍ଲସ ଷ୍କାରର ଏମଡି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆସୋସିଏସନର ବରିଷ୍ଠ ସଦସ୍ୟମାନେ କିପରି…
Read More...

ନୂଆପଡା ଜିଲ୍ଲାପାଳଙ୍କ ଖମତରାଇ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ….

ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମତରାଇ ଗ୍ରାମ ପରିସର ମଧ୍ୟରେ ଜିଲ୍ଲାପାଳଙ୍କ ଗ୍ରାମସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ…
Read More...

ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ…

ନୂଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ମଧୁସୂଦନ ଦାସ ଓ ଏସପି ଜିଆର ରାଘବେନ୍ଦ୍ରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଶିବିରରେ ମୋଟ ୫୯ ଗୋଟି ଅଭିଯୋଗ ଆସିଥିବା ବେଳେ ୫୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ…
Read More...

ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ ମହିଳା…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ପୁରୁଣା ହେଉ ଅବା ନୂଆ l ସବୁ ସରକାର ସବୁବେଳେ ଲୋକଙ୍କ ହିତକାରୀ ଯୋଜନା ସବୁ ଗୋଟେ ପରେ ଗୋଟେ ଯୋଜନା ଘୋଷଣା କରିଥାନ୍ତି । ସେ ଯୋଜନା କାହା ସ୍ବାର୍ଥ ପାଇଁ ? ଦଳୀୟ ନେତାଙ୍କ ଭୋଟ ବ୍ୟାଙ୍କ ପାଇଁ ନା ଲୋକଙ୍କ ସ୍ବାର୍ଥ ପାଇଁ । ସବୁ ଗାଁମାନଙ୍କୁ କିଛି ନା…
Read More...

ବିଭିନ୍ନ ଦାବୀକୁ ନେଇ କାମାକ୍ଷାନଗରରେ ରାଲି ଓ ଗଣଧାରଣା…

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ ଢେଙ୍କାନାଳ ଜିଲ୍ଲା ସ୍ଥିତ ତିନୋଟି ବ୍ଲକର ଆଦିବାସୀମାନେ ଏକତ୍ରୀତ ହୋଇ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ରାଲିରେ ବାହାରି ଥିଲେ l କାମାକ୍ଷାନଗର, ପର୍ଜଙ୍ଗ ଓ କଙ୍କଡ଼ାହାଡର ଏହି ସଂଗଠନର ଲାଲ୍ ମୋହନ ମୁର୍ମୁ, ସାଲୁଖ…
Read More...

ନୂଆପଡା ବିକାଶ ମେଳାରେ ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଗୁଞ୍ଜରିତ ହେଲା ଜିଲ୍ଲାପାଳଙ୍କ କବିତା…

ନୂଆପଡା(ବିରବଲ ପ୍ରଧାନ): ନୁଆପଡ଼ା ସ୍ଥିତ ମିନି ଷ୍ଟାଡିୟମରେ ଆୟୋଜିତ ହେଉଥିବା ବିକାଶ ମେଳାର ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପୌରହିତ୍ୟରେ ଏକ ବହୁଭାଷୀ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଜିଲ୍ଲାର ୫ ଗୋଟି ବ୍ଲକର ୩୯ ଜଣ କବି…
Read More...

ଭୁଲିଆ ଜାତିର ଅସ୍ମିତା ‘ମଙ୍ଗାଶାଲ’ ସିନାପାଲି ଭୁଲିଆ ଯୁବା ମଂଚର ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ….

ନୂଆପଡ଼ା(ବିରବଲ ପ୍ରଧାନ): ସିନାପାଲି ସ୍ଥିତ ମେହେର ଯୁବାମଂଚ ତରଫରୁ ରବିବାର ନୂଆଁଖାଇ ଭେଟଘାଟ "ମଙ୍ଗାଶାଲ" ମହାସମାରୋହରେ ଅନୁଷ୍ଠିତ ହୋଇଛି l ସକାଳୁ ଗ୍ରାମ୍ଯଦେବୀ ମାଁ ମହୁଲଗଛିଏନ୍ ପୀଠରୁ ଯୁବାମଂଚ ସଦସ୍ଯ ଆଜ୍ଞାମାଳା ଧରି ଆସିଲା ପରେ ସିନାପାଲି ଗଙ୍ଗାଧର ମାର୍ଗରେ ଥିବା କବି ଗଙ୍ଗାଧର…
Read More...