Browsing Category

ଓଡିଶା

ଅବ୍ୟବସ୍ଥା ଘେରରେ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ଅନ୍ତେବାସି ଛାତ୍ରି, ଫାଟକ ସମୁଖରେ ଅଭିଭାବକ….

ଗୁଣପୁର(ସୁନିଲ୍ କୁମାର ସାବତ): ଆଦିବାସୀ ଅନ୍ତେବାସୀ ହଷ୍ଟେଲରେ ତୀବ୍ର ଅବ୍ୟବସ୍ଥା । ସଠିକ ଖାଇବା ଓ ସ୍ୱାସ୍ଥ୍ୟର ଯତ୍ନ କଥା ଉଠାଇଲେ ହଷ୍ଟେଲରୁ ବିଦା କରିଦିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଧମକ ଦେଉଥିବା ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ…
Read More...

ପରଜଙ୍ଗ ମହାବିଦ୍ୟାଳୟରେ ଛାତ୍ରମାନଙ୍କ ସହ ଆଲୋଚନାଚକ୍ରରେ ଯୋଗଦାନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ…

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ ): ପରଜଙ୍ଗ ମହାବିଦ୍ୟାଳୟରେ ଛାତ୍ରମାନଙ୍କ ସହ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦାନ କଲେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ l ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିବା ବେଳେ ପରଜଙ୍ଗ ମହାବିଦ୍ୟାଳୟ ପରିଦର୍ଶନ…
Read More...

ବାଣପୁର ସାନହନ୍ତୁଆଡ ଗାଁରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା, ମନ ମୋହୁଚି ମେଢ ଓ ଆଲୋକି କରଣ….

ଚିଲିକା(ସଂଗ୍ରାମ ରଣା): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସାନହନ୍ତୁଆଡ ଗାଁରେ ପାଞ୍ଚଦିନ ବ୍ୟାପି ମାଆ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମାଆଙ୍କ ପୂଜା ମଣ୍ଡପ ମେଢ ଓ ଆଲୋକି କରଣ ଦେଖିବାକୁ ସମଗ୍ର ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି l ଗତ ବୁଧବାର ପବିତ୍ର ମାଆ…
Read More...

ପୂର୍ବତନ ସାମରିକ କର୍ମଚାରୀ ତଥା ସମାଜସେବୀଙ୍କ ମହାପ୍ରୟାଣ ତିଥିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ପୂର୍ବତ୍ତନ ସାମରିକ କର୍ମଚାରୀ ଓ ସମାଜସେବୀ ସମସ୍ତଙ୍କ ଅତିପ୍ରିୟ ରାଧା ଭାଇଙ୍କ ଚଳିତ ମାସ ୭ ତାରିଖରେ ପରଲୋକ ଘଟିଛି l ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯିବା ସହ ଅଞ୍ଚଳ ବାସୀ ମର୍ମାହତ ହୋଇ ଥିବା ଦେଖା ଦେଇଛି…
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ….

ନୟାଗଡ଼(ରତ୍ନାକର ହୋତା): ଓଟିଭିରେ କାର୍ଯ୍ୟ କରୁଥିବା ଯୁବ ସାମ୍ବାଦିକ ସଞ୍ଜୀବ କୁମାର ସାହୁଙ୍କ ମା ତଥା ନିରଞ୍ଜନ ସାହୁଙ୍କ ଧର୍ମପତ୍ନୀ ନଳିନୀ ସାହୁଙ୍କ ଆଜି ଅପରାହ୍ନ ସମୟରେ ଅକାଳ ବିୟୋଗ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ପେଟରେ ଯନ୍ତ୍ରଣା ଓ ସାମାନ୍ୟ ବାନ୍ତି ହେବାପରେ ତାଙ୍କୁ ଦଶପଲ୍ଲା…
Read More...

ବାତ୍ୟା ରୂପ ନେଲେ ନାମ ରଖାଯିବ ‘ଦାନା’

ଖୋର୍ଦ୍ଧା(ସୂର୍ଯ୍ୟକାନ୍ତ ଦଳାଇ):ଓଡ଼ିଶା ଭିତରେ ହିଁ ବୁଲିବ ବାତ୍ୟା- ଉପକୂଳରୁ ଆଭ୍ୟନ୍ତର ଆଉ ଉତ୍ତର ଓଡ଼ିଶା । ସପ୍ତାହେ ଯାଏ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି । ବାତ୍ୟା ଦୁର୍ବଳ ପରେ ବି ସପ୍ତାହ ଯାଏ ଓଡ଼ିଶା ଉପରେ ଲଘୁଚାପ ରହିବ । ଜିଏଫ୍‌ଏସ୍‌ ମଡେଲ ଏଭଳି ଆକଳନ କରିଛି । ଅତି ଭୀଷଣ…
Read More...

ବୌଦ୍ଧ ଗ୍ରସ୍ଥରେ ପୁଲିସ ମହାନିର୍ଦ୍ଦେଶକ…

ବୌଦ୍ଧ(ଅବବୁ ବକ୍କର ସିଦଦିକ ଖାନ): ବୌଦ୍ଧରେ ପହଁଚିଲେ ପୋଲିସ ମହା ନିର୍ଦେଶକ ୱାଇ ବି ଖୁରାନିଆ । ଜ଼ୀଲ୍ଲା ପୁଲିସ କାର୍ଯ୍ୟାଳୟରେ ଜ଼ୀଲ୍ଲାରେ ମାଓ କାର୍ଯ୍ୟକଳାପକୁ ଦୃଢ ହସ୍ତରେ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହେବା ସହ ଜ଼ୀଲ୍ଲାରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ…
Read More...

ଅନିଶ୍ଚିତତା ମଧ୍ୟରେ ବ୍ରାହ୍ମଣୀଗାଁର ବିଏସଏନ୍ଏଲ ଟାୱାର: ସଂଯୋଗ ହୋଇ ପାରୁ ନାହିଁ ୪ ଜୀ କେବୁଲ, ପାଞ୍ଚଦିନ ହେଲାଣି…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ବୃହତ୍ତ ବଜାର ହେଉଛି ବ୍ରାହ୍ମଣୀଗାଁ l ଏଠାରେ ଜିଲ୍ଲାର ସୀମାନ୍ତବର୍ତ୍ତି ଥାନା ଅଛି l ଆଗରୁ ଏହା ମାଓବାଦି ପ୍ରବଣ ଇଲାକା ଭାବେ ପରିଚିତ ଥିବାରୁ ସୁରକ୍ଷା କର୍ମୀ ମୁତୟନ ହୋଇ ରହି ଆସୁଛନ୍ତି l ଦୂରଭାଷା ଯୋଗାଯୋଗର…
Read More...

ଦିବ୍ୟ ଜୀବନ ସଂଘର ନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ଠାରେ ଆସିକା ଦିବ୍ୟଜିଲ୍ଲା ଅନ୍ତର୍ଗତ ମୁଣ୍ଡମରାଇ ଦିବ୍ୟ ଜୀବନ ସଂଘ ତରଫରୁ କୁମାର ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଏକ ନାରାୟଣ ସେବା କାର୍ଯ୍ୟକ୍ରମ ବଜାର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣ ଓଡିଶା ଦିବ୍ୟ ଜୀବନ ସଂଘ…
Read More...

ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ମୁକୁଳା ଡ୍ରେନ, ଛାତ୍ରଛାତ୍ରୀଙ୍କ ବିପଦ ଆଶଙ୍କା…

ନୂଆଗଡ( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧିନସ୍ତ ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଜାତୀୟ ରାଜପଥ ପାର୍ଶ୍ବର ଡ୍ରେନ୍ ମୁକୁଳା ହୋଇରହିଛି । କୁନିକୁନି ପିଲାଏ ସେଦେଇ ଯାତାୟାତ କରନ୍ତି। କେତେବେଳେ କିଏ ସେଥିରେ ଗଳି ପଡି ଦୁର୍ଘଟଣା ଘଟିବ,…
Read More...