ବୌଦ୍ଧ ଗ୍ରସ୍ଥରେ ପୁଲିସ ମହାନିର୍ଦ୍ଦେଶକ…

ବୌଦ୍ଧ(ଅବବୁ ବକ୍କର ସିଦଦିକ ଖାନ): ବୌଦ୍ଧରେ ପହଁଚିଲେ ପୋଲିସ ମହା ନିର୍ଦେଶକ ୱାଇ ବି ଖୁରାନିଆ । ଜ଼ୀଲ୍ଲା ପୁଲିସ କାର୍ଯ୍ୟାଳୟରେ ଜ଼ୀଲ୍ଲାରେ ମାଓ କାର୍ଯ୍ୟକଳାପକୁ ଦୃଢ ହସ୍ତରେ ଦମନ କରିବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହେବା ସହ ଜ଼ୀଲ୍ଲାରେ ବଢି ଚାଲିଥିବା ବେଆଇନ ଗଞ୍ଜେଇ ଚାଲାଣ ଏବଂ ଗଞ୍ଜେଇ ଚାଷକୁ ପୁରା ବନ୍ଧ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରଯାଉଥିବା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ କରିଥଲେ । ଏହି ବୈଠକରେ ଆଇଜି ଓପ୍ରେସନ ଜୟ ନାରାୟଣ ପଙ୍କଜ, ଡିଆଇଜି ଏସ ଆଇ ଡବ୍ଲୁ କନବର, ବିଶାଲ ସିଂହ ଦକ୍ଷିଣା ଅଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବାରକୋଣ୍ଡା ଉପସ୍ଥିତ ରହିଥିଲେ ।