Browsing Category

ଓଡିଶା

ମୋହନା(ମିହିର ପ୍ରସାଦ ମାଳୀ): ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ତଥା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସଂଜୀବ…
Read More...

ସିମନବାଡ଼ି ସରକାରୀ ହାଇସ୍କୁଲରେ ୭୭ତମ ବନ ମହୋତ୍ସବ ଅନୁଷ୍ଠିତ…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ବୁଧବାର ନୂତନ ଭାବେ ଯୋଗ ଦେଇଥିବା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରତି…
Read More...

ବ୍ରାହ୍ମଣୀଗାଁରେ ନୂତନ ଆରଆଇଙ୍କ ଯୋଗଦାନ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସର୍କଲର ରାଜସ୍ୱ ନିରୀକ୍ଷକ ଭାବେ ରଞ୍ଜିତ୍ କୁମାର କହଁରଙ୍କ ଅନ୍ୟତ୍ର ବଦଳି ହେବା ପରେ ବୀରେନ୍ଦ୍ର କହଁର ନୂତନ ରାଜସ୍ଵ ନୀରିକ୍ଷକ ଭାବେ ବୁଧବାର ଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେହିପରି…
Read More...

ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ୭୭ତମ ବନମହୋସ୍ଛବ ସପ୍ତାହ ପାଳିତ, ଋଷିମାଳ ଡିଗ୍ରୀ ମହା ବିଦ୍ୟାଳୟରେ ଚାରା ରୋପଣ…

ଦାରିଙ୍ଗବାଡି(ଅଶୋକ ସିଂ): ୭୭ତମ ବନମହୋସ୍ଛବ ସପ୍ତାହ ପାଳନ ଅବସରରେ ବାଲିଗୁଡ଼ା ବନ ଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ବରେ ଋଷିମାଲ ଡିଗ୍ରୀ ମହାବିଦ୍ୟାଳୟ  ପରିସରରେ ମାଙ୍କ ନାମରେ ଗଛଟିଏ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଜାତୀୟ ମହିଳା ମଞ୍ଚର ସଦସ୍ୟା….

ଅନୁସନ୍ଧାନ ଭାରତ(ବ୍ୟୁର): ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଜାତୀୟ ମହିଳା ମଞ୍ଚର ଏକ ପ୍ରତିନିଧି ଦଳ ସାକ୍ଷାତ କରି ବିଭିନ୍ନ ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ପତ୍ରରେ 33% ମହିଳା ଆରକ୍ଷଣ ବିଲ ଲାଗୁ କରିବା, ଡ଼ିଲିମିଟେସନ ସହ ମହିଳା ଆରକ୍ଷଣକୁ ପୃଥକ କରିବା ଆଦି ଦାବୀ…
Read More...

କତିଙ୍ଗିଆ ଗ୍ରାମପଂଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର କତିଙ୍ଗିଆ ଗ୍ରାମପଂଚାୟତ ଠାରେ ଆଜି ବ୍ଲକ୍ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ  ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସତ୍ୟ ନାରାୟଣ ମିଶ୍ର ଯୋଗ ଦେଇ ଜନ ସାଧାରଣଙ୍କ ଅଭିଯୋଗ…
Read More...

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ, ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ଉପଲକ୍ଷେ ରବିବାର ପୂର୍ବାହ୍ନ ୧୧ଟାରେ ସଦଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,…
Read More...

ଅଞ୍ଚଳ ବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ହେଲା ସାକାର, ବ୍ରାହ୍ମଣୀଗାଁରେ ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟିତ……

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ସୀମାନ୍ତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଠାରେ ନୂତନ ପେଟ୍ରୋଲ ପମ୍ପ ରବିବାର ଦିନ ଶୁଭାରମ୍ଭ ହୋଇଛି ।  ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇ ଫିତାକାଟି…
Read More...

ସ୍ୱତନ୍ତ୍ର ସଘନ ସଂଶୋଧନ, ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଆଜି ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଭୁକ୍ତ ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ ହୋଇଯାଇଛି । ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଉକ୍ତ ତାଲିକା ଜିଲ୍ଲାର…
Read More...

ଦୁର୍ଗନ୍ଧରେ ଦାରିଙ୍ଗବାଡ଼ି ଯାତ୍ରୀ ବିଶ୍ରାମଗାର: ବର୍ଷାରେ ଯାତ୍ରୀ ହନ୍ତସନ୍ତ, ସେବା ବଦଳରେ ପାଲଟିଛି ଗୋରୁ ଗୁହାଳ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ିରେ ଯାତ୍ରୀ ବିଶ୍ରାମ ଗାର ସମ୍ପୂର୍ଣ୍ଣ ଅଳିଆ ଆବର୍ଜନା ସହ ଗାଇ ଗୋବରରେ ପରିପୂର୍ଣ୍ଣ ହୋଇପଡ଼ିଛି । ସ୍ଥାନୀୟ ଚାରିଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରଟି ଦୀର୍ଘ ଦିନ ହେବ…
Read More...