Browsing Category

ଓଡିଶା

କେରଳର ସାବରୀ ମାଳା ଅଭିମୁଖେ ପଦଯାତ୍ରା; ୨ ହଜାରରୁ ଊର୍ଦ୍ଧ୍ଵ କିଲୋମିଟର ଖାଲି ପାଦରେ ଚାଲିବେ ୩ ଭକ୍ତ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଠାରୁ କେରଳର ସାବରୀ ମାଳା ଅଭିମୁଖେ ଗୁଣପୁର ସହରର ଜେ. ଭେଙ୍କେଟି ରାବଣା, ଭି ଶ୍ରୀନୁ ଏବଂ ରାଜେନ୍ଦ୍ର ନାୟକ ଏହି ୩ ଜଣ ଆୟାପ୍ପା ଭକ୍ତ ଖାଲି ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଗୁଣପୁର ସ୍ଥିତ ଆୟପ୍ପା ମନ୍ଦିରରେ ବିଭିନ୍ନ…
Read More...

ବିଦ୍ୟା ବିକାଶ ଗ୍ରୁପ ଅଫ ଅନୁଷ୍ଠାନ ତରଫରୁ ବିକାଶ ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ଥାନୀୟ ଜେଡିଆର୍ ହୋଟେଲ ପରିସରରେ ବିକାଶ ଗ୍ରୁପ ଅଫ ଅନୁଷ୍ଠାନ ତରଫରୁ ବିକାଶ ଅନ୍ୱେଷଣ ଓ ବିଦ୍ୟା ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକମାନଙ୍କ ସହ ଯୋଗ ଦେଇ…
Read More...

ନାଭାଲ ସେନା ଦ୍ବାରା ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା…

ଚିଲିକା(ସଂଗ୍ରାମ ରଣା): ନାଭାଲ ସେନା ଅଧିକାରୀ (ଓଡିଏସ୍) କାନହାପୁର, ବାଗାପାଟିଆ, ବାରାହିପୁର, ମଗରକଣ୍ଡା, ଚାରିଗେରିଆ ଏବଂ ସତ୍ୟଭାୟା ସମେତ କିଛି ଅଞ୍ଚଳକୁ ସାଇକ୍ଲୋନ “ଦାନା” ଦ୍ୱାରା ପ୍ରଭାବିତ ଗ୍ରାମଗୁଡିକ ପାଇଁ ବାଟିପଡା ଏବଂ ତାଲଚୁଆରେ ଏକ ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି ।…
Read More...

ବାତ୍ୟା “ଦାନ” କ୍ଷତିଗ୍ରସ୍ଥ ଅଂଚଳରେ ସ୍ଥିତି ସୁଧାରିବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବିଭାଗ, ବର୍ତ୍ତମାନ…

ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା “ଦାନା”ରେ ହୋଇ ଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବାତ୍ୟା ଆସନ୍ନ ଜିଲ୍ଲା ଗୁଡିକରେ ମୁତୟନ ହୋଇଥିବା କର୍ମଚାରୀମାନେ ବାତ୍ୟା “ଦାନା”ର ପ୍ରଭାବରେ ବର୍ଷା ଓ ପବନ ଦ୍ୱାରା ଭାଙ୍ଗି ପଡିଥିବା ବା ଉପୁଡିପଡ଼ିଥିବା ଗଛ ଗୁଡିକୁ କାଟି ସଫାକରି ରାସ୍ତା ଗମନାଗମନ…
Read More...

ଅବହେଳିତ ଅବସ୍ଥାରେ ମାଟି ଘରେ ଦିନ କଟୁଛି ଭିନକ୍ଷମ ଅଞ୍ଜନି ଗମାଙ୍ଗଙ୍କ ଜୀବନ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁମ୍ବାଡା ଗ୍ରାମ ପଞ୍ଚାୟତ ତାଲାସିଂ ଗ୍ରାମ ଆବାରିଂ ସାହିରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଚିତ୍ର । ଲାସିୟା ଗମାଙ୍ଗ ଓ ଗାୟନି ଗମାଙ୍ଗଙ୍କ ଭିନ୍ନକ୍ଷମ ଝିଅ ଅଞ୍ଜନି ଗମାଙ୍ଗ (29 ବର୍ଷ) । ବାପା ମୃତ୍ୟୁ ବରଣ…
Read More...

ଦାରିଙ୍ଗବାଡି ନୂତନ ବିଡ଼ିଓଙ୍କ ଯୋଗଦାନ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ । ସେ ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକରେ ବିଡିଓ ଏବଂ  ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ…
Read More...

ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜନସଚେତତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାରାଥନ ଏବଂ ପଥ ଉତ୍ସବର ଆୟୋଜନ କରାଯିବ । ଏନେଇ ଆଜି ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଏକ…
Read More...

ବୋରିଗୁମ୍ମା ବ୍ଲକ ଆଦିବାସୀ ଜାଗରଣ ସଭା ଗୃହରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଜରୁରୀକାଳୀନ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିର ଜିଲ୍ଲା ଭିତ୍ତିକ ନିଯୁକ୍ତି ଆନ୍ଦୋଳନ ପାଇଁ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଆଦିବାସୀ ଜାଗରଣ ସଭା ଗୃହ ପରିସରରେ ବୋରିଗୁମ୍ମା ବ୍ଲକର ସମସ୍ତ ସରପଞ୍ଚ, ସମିତି ମେମ୍ବର, ୱାର୍ଡ ମେମ୍ବର, ଜିଲ୍ଲାପରିଷଦ ମେମ୍ବର, ସମସ୍ତ PRI ମେମ୍ବର, ସାମାଜିକ କର୍ମୀ,…
Read More...

ବାତ୍ୟା କ୍ଷତିଗ୍ରସ୍ଥଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପରେ ଆବଶ୍ୟକତା ଜିନିଷ ପ୍ରଦାନ….

ରାଇରଙ୍ଗପୁର(ଉତ୍ତମ ରାମ): ବାତ୍ଯା 'ଦାନା'ର ପ୍ରଭାବ ନିଭିନ୍ନ ଜିଲାରେ ଦେଖିବାକୁ ମିଳିଛି l ହେଲେ ରାଇରଙ୍ଗପୁର ସହର ମଧ୍ଯ ଏଥିରୁ ବାଦ ପଡିନାହିଁ l କଚ୍ଚାଘର ଓ ଛଣଚାଳ ଘର ବାତ୍ୟାରେ ବେଶେଷ ଭାବେ କ୍ଷତି ଗ୍ରସ୍ଥ ହୋଇଛି l ଏହି ବାତ୍ୟାରେ ବେସାହାରା ଲୋକମାନଙ୍କୁ ରାଇରଙ୍ଗପୁର…
Read More...

ବାତ୍ୟା “ଦାନା” ପ୍ରଭାବରେ ଉପୁଜି ଥିବା ସ୍ଥିତିକୁ ସୁଧାରିବା ପାଇଁ ଦିନରାତି ଏକ କରିଛନ୍ତି ସରକାରୀ…

ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା “ଦାନା” ସ୍ଥଳ ଭାଗ ଛୁଇଁବା ପରେ ତାହାକୁ ସଫଳ ମୁକାବିଲା ପାଇଁ ବାତ୍ୟା ଆସନ୍ନ ଜିଲ୍ଲା ଗୁଡିକରେ ମୁତୟନ ହୋଇଥିବା କର୍ମଚାରୀମାନେ ବାତ୍ୟା “ଦାନା”ର ପ୍ରଭାବରେ ବର୍ଷା ଓ ପବନ ଦ୍ୱାରା ଭାଙ୍ଗି ଯାଇଥିବା ବା ଉପୁଡିପଡ଼ିଥିବା ଗଛ ଗୁଡିକୁ କାଟି ସଫାକରି ରାସ୍ତା…
Read More...