Browsing Category

ଓଡିଶା

ସୁପରିଟେଣ୍ଡେଣ୍ଟ ଦାୟିତ୍ବ ନେଲେ ଡଃ ପ୍ରଦୀପ ପଣ୍ଡା…

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ୍ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ପଣ୍ଡା l ସୁପରିଟେଣ୍ଡେଣ୍ଟ ଥିବା ଡଃ ରମେଶ ସାହୁ ପଦୋନ୍ନତି ପାଇ ଏଠାରୁ ବଲାଙ୍ଗୀର ଜିଲ୍ଲାକୁ ବଦଳି ହେବା…
Read More...

ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ….

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦ ଯାତ୍ରା ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଟୁନା ଦାସଙ୍କ ମେତୃତ୍ୱରେ ହୋଇଥିଲା । ଉକ୍ତ ଯାତ୍ରାରେ ବିଜେଡି ନେତା…
Read More...

ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଓ ଅସୁସ୍ଥ ଘଟଣା, ପ୍ରଶାସନ ପକ୍ଷରୁ ମୃତକ ପରିବାରକୁ ୩୦ ହଜାର ଓ ଚିକିତ୍ସା ପାଇଁ ୧୦…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଡଡା ସାହିରେ ଆମ୍ବ କୋଇଲିରୁ ପ୍ରସ୍ତୁତ ଜାଉ ଖାଇ ୨ ମୃତ ଓ ୬ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ଘଟଣାରେ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଥିବା ଜଣା…
Read More...

କୁଲାଡ଼ରେ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ୍ କୁଲାଡ ସ୍ଥିତ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ନିମିତ୍ତ କୁଲାଡ ଗ୍ରାମରେ ଆଜି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସକାଳ ସମୟରେ ଆଶ୍ରମ ପକ୍ଷରୁ…
Read More...

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବିଭିନ୍ନ…
Read More...

ଆମ୍ବ କୋଇଲି ଜାଉ ଖାଇ ୨ମୃତ ଓ ୬ଅସୁସ୍ଥ ଘଟଣା, ସମବେଦନା ଜଣାଇବାକୁ ପହଞ୍ଚିଲେ କଂଗ୍ରେସ ର ପୁର୍ବତନ କେନ୍ଦ୍ର ମନ୍ତ୍ରୀ…

ଦାରିଙ୍ଗବାଡି (ଆଶୋକ ସିଂ): ବହୁ ଚର୍ଚ୍ଚିତ ଆମ୍ବ କୋଇଲିରୁ ପ୍ରସ୍ତୁତ ଜାଉ ଖାଇ ୨ମୃତ ଓ ୬ ଅସୁସ୍ଥ ଥିବା ଖବର ପାଇ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାଣ୍ଡିପଙ୍କାରେ ପହଞ୍ଚି ମୃତକ ପରିବାରକୁ ସମବେଦନା…
Read More...

ରାୟଗଡ଼ରେ ବିଜେଡ଼ିର ଜନସଂପର୍କ ପଦ ଯାତ୍ରା ଅନୁଷ୍ଠିତ…

ରାଇଗଡ(ଟିକି ଲିମା): ବିଜେପିର ପ୍ରତାରଣାକୁ ନେଇ ଗର୍ଜିଲେ ନେତା ଓ କର୍ମୀ l ରାୟଗଡରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି l ବିଜେଡି ସଭପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏବିଂ ବିଜେଡି ଜିଲ୍ଲା ସଭାପତିଙ୍କ ନେତୃତରେ ଗଜପତି ଜିଲ୍ଲା…
Read More...

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ହେଉଛି ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ । ତାଙ୍କ ଜନ୍ମ ବାର୍ଷିକୀକୁ "ରାଷ୍ଟ୍ରୀୟ ଏକତା ଦିବସ" ଭାବେ ଦେଶର କୋଣ ଅନୁକୋଣରେ ପାଳନ କରାଯାଇଥାଏ । ଏହି ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ଆଜି ସଦଭାବନା ଭବନ…
Read More...

ଗୁମ୍ମା ବ୍ଲକରେ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୋମନାଥଙ୍କୁ ସମ୍ଭର୍ଦ୍ଧନା….

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ମାଟିର ଗର୍ବ ତଥା ସୁଯୋଗ୍ୟ ସନ୍ତାନ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଶବରଙ୍କୁ ଆଦିବାସୀ ମହସଂଘ୍ ଓ ତୁମୁଳ ଗ୍ରାମବାସୀ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡ଼ିଶା…
Read More...

ଅନାସ୍ଥା ଭୋଟରେ ହାରିଲେ ମୁଜାଗଡ ସରପଞ୍ଚ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ମୁଜାଗଡ ପଞ୍ଚାୟତର ବିଜେଡି ସମର୍ଥିତ ମହିଳା ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଦଳ ବିପକ୍ଷରେ ଯାଇଛି। ଶୁକ୍ରବାର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନାସ୍ଥା ଭୋଟରେ ପଞ୍ଚାୟତର ୧୫ଜଣ ଓ୍ବାର୍ଡ ସଭ୍ୟସଭ୍ୟାଙ୍କ ମଧ୍ୟରୁ ୧୨ ଜଣ…
Read More...