Browsing Category
ଓଡିଶା
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…
ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,…
Read More...
Read More...
ଓମାନିଆ ହେଲଥ୍ କେୟାର ସେଣ୍ଟର’ର ଭବ୍ୟ ଉଦ୍ଘାଟିତ…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପଦ୍ମପୁରଠାରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ‘କଣ୍ଟ୍ରି ନିରୋଗ ଆୟୁର୍ବେଦ’ ଏବଂ ‘ଏମଜିଏମଏପି (MGMAP) ଟ୍ରଷ୍ଟ’ର ମିଳିତ ଆନୁକୂଲ୍ୟରେ ‘ଓମାନିଆ ହେଲଥ୍ କେୟାର ସେଣ୍ଟର’ (Womanniya Health…
Read More...
Read More...
ଦାରିଙ୍ଗବାଡ଼ିରେ ବହୁ ଆଡ଼ମ୍ବରରେ ପାଳିତ ହେଲା ଶ୍ରୀଗୁଣ୍ଡିଚା ରଥଯାତ୍ରା, ଯୋଗଦେଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର…
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତର ଗବାଟବାଡ଼ି ଗ୍ରାମରେ ରଥଯାତ୍ରା ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଏହି ରଥଯାତ୍ରା ଉତ୍ସବରେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହ…
Read More...
Read More...
ଝିପି ଝିପି ବର୍ଷାରେ ଶତାଧିକ ଭକ୍ତଙ୍କ ଗହଣରେରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ, ମହିଳା ଭକ୍ତ ଟାଣିଲେ ମା…
ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାରେ ମଧ୍ୟ ଘୁ.ଉଦୟଗିରି ଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ସମସ୍ତ ରୀତିନୀତି ଅନୁଯାୟୀ ତାଳଧ୍ଵଜ,…
Read More...
Read More...
କନବାଗିରି ବାପଟିଷ୍ଟ ଚର୍ଚ(ସିଏନଆଇ)ରେ ଏକ ଦିବସୀୟ ମହିଳା ରାଲି ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ଧର୍ମାନଚଳ ଅଧିନସ୍ଥ ଘୁ.ଉଦୟଗିରି ପାଷ୍ଟରେଟ୍ ଅଧୀନ କନବାଗିରି ଉତ୍ତର ଭାରତ ମଣ୍ଡଳୀ ପରିସରରେ ପାଷ୍ଟରେଟ୍ ସ୍ତରୀୟ ଏକ ଦିବସୀୟ ମହିଳା ରାଲି ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଆତ୍ମିକ ଜୀବନରେ ମହିଳାମାନଙ୍କୁ ସୁଦୃଢ଼ କରିବା,…
Read More...
Read More...
ଗଦାପୁର ଓ କାଟିଙ୍ଗିଆରେ ରଥ ଯାତ୍ରା ପାଳିତ….
ଦାରିଙ୍ଗବାଡି(ଅଶୋକ ସିଂ): ସାରା ରାଜ୍ୟ ଆଜି ପ୍ରଭୂ ଶ୍ରୀ ଜଗନ୍ନାଥ ପାଇଁ ଚଳ ଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି l ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ରଥଟଣା ପାଇଁ ପୁରୀ ବଡ଼ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ…
Read More...
Read More...
ବହୁ ପୂରୁଣା ରାସ୍ତା ବନ୍ଦକୁ ନେଇ ବିରୋଧ: ୬ଘଣ୍ଟାର ଆନ୍ଦୋଳନ, ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ…
ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ନୀଳକନ୍ଦର ସାହିରୁ କୋର୍ଟ ପରିସର ଦେଇ ବିଦ୍ୟୁତ କାର୍ଯ୍ୟାଳୟ ଛକ ହୋଇ ଜାତୀୟ ରାଜପଥ ୫୯କୁ ସଂଯୋଗ କରୁଥିବା ପୁରୁଣା ରାସ୍ତାକୁ ପାଚେରି ନିର୍ମାଣ କରି ବନ୍ଦ କରାଯାଉଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ । ଅଲ୍…
Read More...
Read More...
ଉନ୍ନତ ପ୍ରଣାଳୀରେ ମକା ଚାଷ ପାଇଁ ଚାଷୀଙ୍କୁ ତାଲିମ ଶିବିର ଅନୁଷ୍ଠିତ…..
ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ମକା ମିଶନ ସହାୟତାରେ ମଦର ଟେରେସା ଚାରିଟାଵେଲ ଟ୍ରଷ୍ଟ (ଏମଟିସିଟି) ଦ୍ୱାରା ଅଗ୍ରଣୀ ଚାଷୀଙ୍କ ଏକ ଦିନିକିଆ ତାଲିମ ଦାତାଙ୍କ…
Read More...
Read More...
କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡି ଗସ୍ତ, ବିଭିନ୍ନ ପ୍ରକଳ୍ପର ଉଦଘାଟନ…
ଦାରିଙ୍ଗବାଡି(ଅଶୋକ ସିଂ): ବୁଧବାର ଦିନ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦାରିଙ୍ଗବାଡି ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ସାଂସଦ ପ୍ରଥମେ ଆଇଟିଆଇରେ ପହଂଚି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ପରେ କଫି ବଗିଚା ମଧ୍ୟରେ ନୂତନ କଫି ଆଉଟଲେଟ, ବ୍ଲକ…
Read More...
Read More...
ଚାଲିଛି ନିଃଶୁଳ୍କ ଯୁକ୍ତ ଦୁଇ ଆଡମିଶନ….
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ଚଳିତ ବର୍ଷ ସାରା ରାଜ୍ୟରେ କେ.ଜି ଠାରୁ ପି.ଜି ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନେ ମାଗଣା ପାଠ ପଢ଼ିବେ ବୋଲି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ l ଗତକାଲି ଠାରୁ ରାଜ୍ୟର ସମସ୍ତ ମାଧ୍ୟମିକ ଉଚ୍ଚବିଦ୍ୟାଳୟ, କଲେଜ ଗୁଡ଼ିକରେ…
Read More...
Read More...