ନାମକୁ ମାତ୍ର ଦୁର୍ଗମ ଅଞ୍ଚଳରେ ଜିଓ ଟାୱାର , କାମ କରୁ ନାହିଁ ଇଣ୍ଟର୍ନେଟ୍…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାରେ ଇଣ୍ଟର୍ନେଟ୍ ସମସ୍ୟା ଦୂର କରିବା ପାଇଁ ଅନେକ ଗୁଡ଼ିଏ ଦୁର୍ଗମ ଅଞ୍ଚଳରେ ଜିଓ ଟାୱାର ସ୍ଥାପନ କରଯାଇଛି ତେବେ ଏହା କେଉଁ ସ୍ଥାନରେ ସଠିକ୍ କାମ କରୁଛି ତ ଆଉ କିଛି ସ୍ଥାନରେ ଇଣ୍ଟର୍ନେଟ୍ କାମ କରୁ ନଥିବା ଅଭିଯୋଗ ହେଉଛି । ଏପରି ଏକ ଅଭିଯୋଗ…
Read More...

ଶ୍ରୀ ସ୍ୱପ୍ନେଶ୍ଵର ନାଟ୍ୟ ପରିଚାଳନା କମିଟିର ଶୀତଳ ଷଷ୍ଠୀ ପୂଜା ପାଇଁ ବୈଠକ ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଆଜି ସନ୍ଧ୍ୟାରେ ଧରାକୋଟ ସହରରେ ଶ୍ରୀ ସ୍ୱପ୍ନେଶ୍ଵର ନାଟ୍ୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି l ଶୀତଳ ଷଷ୍ଠୀ ପୂଜା ଓ ପରମ୍ପରାକୁ ନେଇ ଗ୍ରାମ ବାସୀ ଓ ବୁଦ୍ଧି ଯିବିଙ୍କ ସହ ଆଲୋଚନା କରାଯାଇଛି l ବହୁ ଦିନର ପ୍ରୟାସ ଓ ପ୍ରତୀକ୍ଷାର ପରିସମାପ୍ତି…
Read More...

ଖୋଲିଲା ୱାଟର ପାର୍କ, ଫୁଡ କୋର୍ଟ ଉଦଘାଟିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ପାର୍କ ଯାନ୍ତ୍ରିକ ତ୍ରୁଟି ସକାଶେ ବନ୍ଦ ରହିଥିବା ରାଜ୍ୟର ପ୍ରଥମ ସରକାରୀ ସମ୍ପ୍ରସାରିତ ୱାଟର ପାର୍କ ରବିବାର ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି । ଏହି ଅବସରରେ ପାର୍କ ପରିସରରେ ନବ ନିର୍ମିତ ଫୁଡ…
Read More...

ଗଦାପୁରରେ ଅଘଟଣ, ଆମ୍ବ ଗଛରୁ ପଡ଼ି ଜଣେ ମୃତ…..

ଦାରିଙ୍ଗବାଡି(ଆଶୋକ ସିଂ): ଆମ୍ବ ତୋଳିବାର ହେଲା କାଳ l ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଦାପୁର ଗ୍ରାମରେ । ଉକ୍ତ ଗ୍ରାମର ବାଉରୀ ପାତ୍ର ବୟସ ପ୍ରାୟ ୬୦, କଞ୍ଚା ଆମ୍ବ ତୋଳିବାକୁ ଯାଇ ମୃତ୍ୟୁର ଶିକାର ହୋଇଛନ୍ତି । ପ୍ରକାଶ ଯୋଗ୍ୟ…
Read More...

୪୮୮ ନମ୍ୱର ରଖି କୃତକାର୍ଯ୍ୟ ହୋଇଛନ୍ତି ଦୁର୍ଗମ ଅଞ୍ଚଳର ଛାତ୍ର ଆକାଶ….

ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟରେ ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳ ଶୁକ୍ରବାର ଦିନ ପ୍ରକାଶ ପାଇବା ପରେ ଆଶାନୁରୂପ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସରକାରୀ…
Read More...

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଚଳଚଞ୍ଚଳ ରା.ଉଦୟଗିରି ବ୍ଲକ…

ରା.ଉଦୟଗିରି(ଆକାଶ ଦାସ): ଗତକାଲି ସାରା ରାଜ୍ୟର ମାଟ୍ରିକ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ତେବେ ସେମଧ୍ୟରେ ଗଜପତି ଜିଲ୍ଲାର ୧୫ ଜଣ A1 ରଖିଥିବା ବେଳେ ଜିଲ୍ଲାର ରା.ଉଦୟ ବ୍ଲକରେ ୫ଜଣ A1 ପାଇଛନ୍ତି । କେଏମ ଭାଲିଆ ସାହି ପିଏମଶ୍ରୀ ବିଦ୍ୟାଳୟରେ ତିନି ଜଣ ଯଥ ଅନିତା ଦଳାଇ (୫୪୪),…
Read More...

କଳିଙ୍ଗ ମହା ବିଦ୍ୟାଳୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ସୁଜାତା କୁମାରୀ ବେହେରାଙ୍କ ଅବସର ଉପଲକ୍ଷେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପିକା ସୁପ୍ରିୟା ମହାନ୍ତି, ଅନିତା ପଟ୍ଟନାୟକ,…
Read More...

ନୂଆଗଡ଼ ପଞ୍ଚାୟତ ସମିତି ଦଶମ ସାଧାରଣ ବୈଠକରେ ଉଚ୍ଚ ପଦବୀ ଧାରି ଜନପ୍ରତିନିଧି ଅନୁପସ୍ଥିତ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ସଦଭାବନା ସଭାଗୃହରେ ପଞ୍ଚାୟତ ସମିତି ଦଶମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ, ଗୋଷ୍ଠି ଉନ୍ନୟନ ଅଧିକାରୀ ଲୋକନାଥ ଶବର, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ,…
Read More...

ରାହୁଲ ଗାନ୍ଧୀଙ୍କ ଦୀର୍ଘଦିନର ଜାତିଭିତିକ ଜନଗଣନା ସଂଘର୍ଷ ଓ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ କଂଗ୍ରେସ…

ଅନୁସନ୍ଧାନ ଭାରତ(ବ୍ୟୁର): ଦେଶରେ ଜାତିଭିତିକ ଜନଗଣନା ପାଇଁ ସଂସଦରେ ବିରୋଧୀ ଦଳ ନେତା ତଥା ଆମର ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦାବି ଆଗରେ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଜୟ ଉତ୍ସବ…
Read More...

ଜାତି ଜନଗଣନା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ଏକ ବଡ଼ ବିଜୟ: ପିସିସି ସଭାପତି ଭକ୍ତ ଚରଣ ଦାସ

ଅନୁସନ୍ଧାନ ଭାରତ(ବ୍ୟୁର): ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସଦାସର୍ବଦା ଏବଂ ଦୀର୍ଘଦିନ ଧରି ସାରାଦେଶରେ ଜାତି ଜନଗଣନାପାଇଁ ଦାବି କରିଆସୁଛନ୍ତି । ଏହି ଜାତି ଜନଗଣନା ପାଇଁ ରାହୁଲ ଗାନ୍ଧୀ ସାରା ଭାରତ ବର୍ଷରେ ଅଗ୍ରଣୀ ଭୂମିକାରେ କାର୍ଯ୍ୟ କରି ଆସୁଛନ୍ତି । ଜାତି ଜନଗଣନା ଦ୍ୱାରା ସାରା ଭାରତ…
Read More...