ଅନ୍ୟ ପୁରୁଷଙ୍କ ସହ ପ୍ରେମ ସମ୍ପର୍କକୁ ସନ୍ଦେହ କରି ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ୱାମି…
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମ ପଞ୍ଚାୟତ ଗାଇବା ଓଡ଼ିଆ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି l ସ୍ତ୍ରୀ ଉପରେ ସନ୍ଧେହ କରି ସ୍ୱାମୀ ରାତି 3. 30 ମିନିଟ ସମୟରେ ନିଜ ସ୍ତ୍ରୀର ମୁଣ୍ଡରେ ପଥର ଛେଚି ହତ୍ୟା କରି ଫେରାର ହେଇଛନ୍ତି…
Read More...
Read More...