ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ଅଞ୍ଚଳରେ ହିଂସ୍ରଜନ୍ତୁ ଓ ହାତୀ ଭୟରେ ପଡୁଛି ତାଟି କାଵଟ…..

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ଅଞ୍ଚଳରେ ପୁଣି ବାଘ ଛେଳିକୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ତେବେ ଏହା ବାଘ ନା ଅନ୍ୟ କୌଣସି ଜଙ୍ଗଲର ହିଂସ୍ରଜନ୍ତୁର ଦ୍ବାରା ହୋଇଛି ତାହା ବନ ବିଭାଗ ପକ୍ଷରୁ ସ୍ପଷ୍ଟ  କରାଯାଇ ନଥିବା ବେଳେ ଖବର ପାଇ…
Read More...

ବଡ ଦୁର୍ଘଟଣାରୁ ବର୍ତିଗଲା ରାଉର କେଲା ଏକ୍ସ ପ୍ରେସ ଟ୍ରେନ…

ଜୟପୁର(ଦେବଦତ ପାଣି): ବଡ ଦୁର୍ଘଟଣାରୁ ବର୍ତିଗଲା ରାଉର କେଲା ଏକ୍ସ ପ୍ରେସ ଟ୍ରେନ । ଟ୍ରେନ ଆସିବାର  କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳ ପଥ ଅବରୋଧ ହୋଇଗଲା । ବର୍ତ୍ତି ଗଲେ ରେଳ ଯାତ୍ରୀ । କୋରାପୁଟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ରେଳ ଧାରଣା ଉପରେ ପାହାଡ଼ରୁ ମାଟି ଧସି ରେଳ ପଥ…
Read More...

ଜୁଲାଇ୧୧ ତାରିଖରେ ଓଡିଶା ଆସିବେ ଯୁବରାଜ ତଥା ସାଂସଦ ରାହୁଲ୍…

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ମାସ ଜୁଲାଇ ୧୧ ତାରିଖ ଲୋକସଭା ବିରୋଧୀର ଦଳ ନେତା ତଥା ଯୁବାରାଜ ରାହୁଲ ଗାନ୍ଧୀ  ଓଡ଼ିଶା ଆସିବେ । ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) କେ ସି ବେଣୁଗୋପାଳ ଭୁବନେଶ୍ୱର ସ୍ଥିତ…
Read More...

ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ….

ଜୟପୁର(ଦେବଦତ୍ତ ପାଣି): ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି । ଏହି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ 40 ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ  15 ଟି…
Read More...

ଭଲ ରାସ୍ତା ନ ଥିବାରୁ କାଦୁଅ ରାସ୍ତାରେ ଦୁଇ ଘଣ୍ଟା ଫସିଲା ଆମ୍ବୁଲାନ୍ସ….

କୁନ୍ଦୁରା(ନିରଞ୍ଜନ ପାଣି): କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ ପାଣ୍ଡ୍ରିମାଟି ଗାଁରେ ଦୁଇ ଘଣ୍ଟା ଅଟକି ରହିଲା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ l ସୂଚନା ଅନୁସାରେ ସେହି ଗାଁର ଜଣେ ପ୍ରସୂତୀ ମହିଳାଙ୍କୁ ମେଡିକାଲ୍ ଆଣିବାକୁ ଗତକାଲି ରାତିରେ ଆମ୍ବୁଲାନ୍ସ ଯାଇଥିଲା I ଲଗାଣ ବର୍ଷା ଯୋଗୁଁ…
Read More...

ତିତୀକ୍ଷା ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଚକାପାଦ(ବାଳକୃଷ୍ଣ କହଁର): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗୁଦାରୀ ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ ତିତୀକ୍ଷା ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ତିତୀକ୍ଷା ୱେଲଫେୟାର ଫାଉଣ୍ଡେସନ ଏମ୍ ଡି ଶ୍ରୀ…
Read More...

ଜିଲ୍ଲା ପାଳକଙ୍କ କାର୍ଯ୍ୟଳୟ ସମ୍ମୁଖରେ ଓଡ଼ିଶା ଅଖିଳ ଭାରତ ଆଦିବାସୀ ମଞ୍ଚପକ୍ଷରୁ ଏକ ବିଶାଳ ଧାରଣା….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମ୍ମା): ଗଜପତି ଜିଲ୍ଲାର ସମସ୍ତ ବ୍ଲକରେ ଭାରତ ମୁକ୍ତି ମୋର୍ଚ୍ଚା, ଓଡ଼ିଶା ଦଳିତ ମହାସଭା ଏବଂ ଅଖିଳ ଭାରତ ଆଦିବାସୀ ମହାସଭା ତରଫରୁ  ଭାରତ ବନ୍ଦର ବଡ ପ୍ରଭାବ ଦେଖିବାକୁ ମିଳିଛି । ଆଜି ୧ ଜୁଲାଇ ୨୦୨୫, ମଙ୍ଗଳବାର ଦିନ ଭାରତୀୟ ଗଣତନ୍ତ୍ର ଏବଂ…
Read More...

ଭାରତ ବନ୍ଦ ବ୍ରାହ୍ମଣୀଗାଁରେ ସଫଳ, ଆଞ୍ଚଳିକ ଆଦିବାସୀ ଦଳିତ ସ୍ଵାଭିମାନ ମଞ୍ଚ ପକ୍ଷରୁ ଶାନ୍ତି ପୂର୍ଣ୍ଣ ରାଲି ଓ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଠାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ଆଞ୍ଚଳିକ ଆଦିବାସୀ ଦଳିତ ସ୍ଵାଭିମାନ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନର ଆୟୋଜନ କରାଯାଇଥିଲା । ଅଞ୍ଚଳ ବାସୀ ପ୍ରଥମେ ସ୍ଥାନୀୟ ହାଟ ପଡ଼ିଆ ଠାରେ ରୁଣ୍ଡ ହୋଇ…
Read More...

ଭାରତ ମୁକ୍ତି ମୋର୍ଚ୍ଚା ବନ୍ଦ ଡାକରାର ପ୍ରଭାବାରେ ଘୁ.ଉଦୟଗିରି ଠାରେ ଦୋକାନ ବଜାର ବନ୍ଦ ସହ ଯାତାୟତ ସେବା ଠପ, ବନ୍ଦକୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନର ଆହ୍ବାନ କ୍ରମେ ଘୁ.ଉଦୟଗିରି ଅଞ୍ଚଳରେ ସକାଳ ୬ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ବନ୍ଦ ପାଳନ ହୋଇଥିଲା । ଏହି ବନ୍ଦର ପ୍ରଭାବରେ ଘୁ.ଉଦୟଗିରି ସହରରେ ଦୋକାନ ବଜାର ବନ୍ଦ ରହିବା ସହ…
Read More...

ରାମଗିରିରେ ରେଜାଙ୍ଗଲା ସହିଦ ମାଟି କଳସକୁ ସ୍ୱାଗତ ସମ୍ବର୍ଦ୍ଧନା….

ରା.ଉଦୟଗିରି(ଆକାଶ ଦାସ): ଲଦାଖ ସ୍ଥିତ ରେଜାଙ୍ଗଲା ସହିଦ ମାଟିରୁ ବାହାରିଥିବା କଳସ ଯାତ୍ରାକୁ ଆଜି ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ରାମଗିରି ଗୋପାଳ ସମାଜ ପକ୍ଷରୁ ରାମଗିରି ହାଟପଦା ସ୍ଥିତ ଗାନ୍ଧୀ ଛକ ଠାରେ ସ୍ବାଗତ କରାଯାଇଛି l ସ୍ଥାନୀୟ ଜନପ୍ରତିନିଧ୍, ବୁଦ୍ଧିଜୀବୀ, ଗୋପାଳ ସମାଜ…
Read More...