ଗଜପତିର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଶ୍ରୀମତୀ ମଧୁମିତା….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁମିତା, ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଭା.ପ୍ର.ସେଙ୍କୁ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି…
Read More...

କନ୍ଧମାଳ ଜିଲ୍ଲାରେ ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ପହଞ୍ଚାଇବା ପାଇଁ ସହାୟତାର ହାତ ବଢାଇଲେ ବିଡ଼ିଓ ପ୍ରୀତି…

ଦାରିଙ୍ଗବାଡି(ଆଶୋକ ସିଂ): କେତେବେଳେ କେଉଁଠାରେ ମୃତ୍ୟୁ ଘଟିବ ତାହା କାହାକୁ ବା ଜଣା ଅଛି l ଦୁର୍ଗମ ଅଞ୍ଚଳରେ ଉପଯୁକ୍ତ କାମଧନ୍ଦା ନଥିବାରୁ ରୋଜଗାର ଆଶାରେ ଦାଦନ ଖଟିବାକୁ ଶ୍ରମିକ ଶ୍ରେଣୀର ଲୋକେ ବାହାର ରାଜ୍ୟ ଯାଉଥିବା ବିଷୟ କାହାକୁ ଅଛପା ନାହିଁ । ହେଲେ କିଏ ବା ଜାଣି ଥାଏ ଟଙ୍କା…
Read More...

ଘୁ.ଉଦୟଗିରି ଠାରେ ହାତୀ ଆକ୍ରମଣ ଓ ଉପଦ୍ରଵରେ ଅତିଷ୍ଟ ହୋଇ ସ୍ଥାୟୀ ସମାଧାନ ଓ ଧାନଜୀଵନ ସୁରକ୍ଷା ନିମନ୍ତେ ରେଞ୍ଜର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟକୁ ଅଞ୍ଚଳବାସୀ ଘେରାଉ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଶନିବାର ହାତୀ ଆକ୍ରମଣରେ ମାଲାନଶୁଗା ଗ୍ରାମର ସାମନ୍ତ ଦିଗାଲ ନାମକ ବ୍ୟକ୍ତିଙ୍କୁ ଦଳି ଚକଟି ଖଣ୍ଡ ବିଖଣ୍ଡ କରି ମାରିଥିବା…
Read More...

ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଅଭିଯୋଗ ଆଣିଲେ SHG ଗ୍ରୁପର ମହିଳା…

ଜୟପୁର(ଦେବଦତ ପାଣି): ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା l ନିଜସ୍ୱ ସ୍ୱାର୍ଥ ପାଇଁ ଗ୍ରାମର କିଛି ଖଳ ପ୍ରକୃତିର ଯୁବକ ଗ୍ରୁପର ମହିଳାମାନଙ୍କୁ ଧମକ ଦେଉଥିବା ଦେଉଥିବା ଅଭିଯୋଗ କରିଛନ୍ତି ମହିଳା l ଥାନାରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ…
Read More...

ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା….

ଦାରିଙ୍ଗବାଡ଼ି( ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅତିଦୂର୍ଗମ କାଟିଙ୍ଗିଆ ପଞ୍ଚାୟତର ସଲବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ସିଂଙ୍କୁ କାଟିଙ୍ଗିଆ କ୍ଲଷ୍ଟରର ଶିକ୍ଷକ ସଙ୍ଗଠନ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…
Read More...

ମଧୁସୂଦନପୁର ନର୍ସେରୀରେ କୃଷକ ଅନୁଭବ ଭ୍ରମଣ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡା ପଞ୍ଚାୟତର ମଧୁସୂଦନ ପୁର ନର୍ସେରୀରେ କୃଷକ ଅନୁଭବ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପାରିବାରିକ କେନ୍ଦ୍ରିକ ଗ୍ରାମ ଉନ୍ନତି କାର୍ଯ୍ୟକ୍ରମ (ଏଫ୍ଏଫ୍ ଭି ଡି ପି) ଅନ୍ତର୍ଗତ ସିସିଡ଼ି ଓ ଲିନ୍ସି…
Read More...

ଏକ ମାସ ବିତିଗଲାଣି ଗଦାପୁରରେ ଲାଗି ରହିଛି ନେଟୱର୍କ ସମସ୍ୟା, ଆନ୍ଦୋଳନ ପାଇଁ ସଜବାଜ ଅଂଚଳବାସୀ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦୁର୍ଗମ ଗଦାପୁର ପଞ୍ଚାୟତରେ ବିଏସଏନଏଲର ନେଟୱର୍କ ସେବା ସମ୍ପୂର୍ଣ ବାଧା ପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି । ଏଠି ଟାୱାର ଅଛି ୱାଇ -ଫାଇ ମଧ୍ୟ ଚାଲିଛି କିନ୍ତୁ ମୋବାଇଲରେ ନେଟୱର୍କ ସୋ କରୁ ନାହିଁ, ଜରୁରୀ କାଳୀନ…
Read More...

ଘୁ.ଉଦୟଗିରିରେ ଜଣକୁ ଖଣ୍ଡ ଖଣ୍ଡ କଲା ଦନ୍ତା ହାତୀ, ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନର ଚେତାବନୀ ଦେଲେ ଅଞ୍ଚଳ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଶନିବାର ସନ୍ଧ୍ଯା ସମୟରେ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତାଶରୀରକୁ ଖଣ୍ଡ ଖଣ୍ଡ କରି ମାରିଥିବା ଦେଖିବାକୁ ମିଳିଛି । ଘୁ.ଉଦୟଗିରି ଠାରୁ ମାତ୍ର ୨ କିଲୋମିଟର ଦୂର…
Read More...

ବ୍ୟବସାୟୀଙ୍କ ଉପରକୁ ବୋମାମାଡ ସହ ଗୁଳିମାଡ…..

ହିଞ୍ଜିଳିକାଟ(ସଂସ୍କାର ପଟ୍ଟନାୟକ): ଶେରଗଡ ଥାନା ସୁନାନ୍ତର ଗ୍ରାମରେ ଆଜି ବୋମାମାଡ ସହିତ ଗୁଳି ମାଡ ହୋଈଥିବା ଜଣାପଡିଛି। ଆଜି ସନ୍ଧ୍ୟା ପ୍ରାୟ ସାଢେ 7ଟା ସମୟରେ ନିରଞ୍ଜନ ଜେନା (କାଳିଆ) ନିଜ ଘର ସମ୍ମୁଖରେ ଥିବା ପୋଖରୀ କୂଳରେ ବସି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଶେରଗଡ ପଟୁ 3 ଟି…
Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଖୁବ ଶୀଘ୍ର ଫେରାର ଅଭିଯୁକ୍ତକୁ ବାନ୍ଧିବ କୋଟଗଡ ପୁଲିସ..

କୋଟଗଡ(ଦିପେନ୍ଦ୍ର ନାୟକ): ରାଜ୍ୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ତୁମ୍ବି ତୋଫାନ ଚାଲିଥିଲା ବେଳେ କୋଟଗଡ ଥାନା ଅନ୍ତର୍ଗତ  ଶ୍ରୀରାମପୁରରେ ନାବାଳିକାକୁ ଘରକୁ ଡାକିନେଇ ଲୁପ୍ତ ନାୟକ ନାମକ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ…
Read More...