ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁରୁ ବିଲୁଆକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗ୍ରାମର ପରିତ୍ୟକ୍ତ କୁଅଁରୁ ବିଲୁଆକୁ ଉଦ୍ଧାର ହୋଇଥିବା ସୂଚନା ରହିଛି । ସୂଚନା ପ୍ରକାରେ ଉକ୍ତ ପରିତ୍ୟକ୍ତ କୁଅରେ ବିଲୁଆଟି କୌଣସି ପ୍ରକାରେ ଗଳି ପଡ଼ିଥିଲା । କିଛି ଯୁବକ ଏହା ଦେଖି ରାୟଗଡ…
Read More...

ଧୁମଧାମରେ ବୁରୂଜାଙ୍ଗରେ ପାଳିତ ହେଲା ଗଣେଶ ପୂଜା….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ବୁରୂଜାଙ୍ଗ ହରିଜନ ସାହିରେ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପୁର୍ବ ପୁରୁଷ ତଥା ପରମ୍ପରାରୁ ଏହି ଗ୍ରାମରେ ବଡ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଉଛି l ଆଜି ବି ଉକ୍ତ ଅଞ୍ଚଳର ଯୁବକମାନେ…
Read More...

ଲଗାଣ ବର୍ଷା ଯୋଗୁଁ ରାସ୍ତା ମଝିରେ ପଡ଼ିଲା ଗଛ, ଯାତାୟାତ ପାଇଁ ଦେବଦଳା ଗ୍ରାମ ବାସି ହନ୍ତସନ୍ତ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତ ଦେବଦଳା ଗ୍ରାମରେ ଲଗାଣ ବର୍ଷାରେ ବ୍ରିଜ ପାଖରେ ଥିବା ଏକ ଗଛ ବର୍ଷା ପବନରେ ରାସ୍ତା ମଝିରେ ପଡିଯିବା ଯୋଗୁଁ ଗ୍ରାମବାସୀଙ୍କୁ ଅନେକ ପ୍ରକାର ସମସ୍ୟାର ସମୁଖୀନ ହେବାକୁ ପଡ଼ିଥିଲା l କାରଣ ସେହି ବର୍ଷା…
Read More...

ବସ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର, ଦୁଇଟି ବାଇକ ଗୋଟିଏ କାର ଚୁରମାର…

ଧାରଣାରେ ବସିଲେ ଗ୍ରାମବାସୀ: ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀ, ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡି ବସ ଚଳାଚଳ ଠପ୍ ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା ଜଣକ…
Read More...

ଆକର୍ଷଣର କେନ୍ଦ୍ର ବିନ୍ଦୁ ୧୪ ଫୁଟ ଉଚ୍ଚର ଗଣେଷ ମୂର୍ତ୍ତି, ଗଣନାଥଙ୍କ ପୂଜାରେ ଧରାକୋଟ ଅଞ୍ଚଳ ଉତ୍ସବ ମୁଖର…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଅଞ୍ଚଳର ପୁର ପଲ୍ଲୀ ଗଣେଶ ପୂଜାରେ ଉତ୍ସବ ମୁଖରିତ ହୋଇ ଉଠିଛି । ଧରାକୋଟ ନିକଟସ୍ଥ ବରଡ଼ାବାଲି ଗ୍ରାମର ପଞ୍ଚାଯତ କାର୍ଯ୍ୟଳୟ ନିକଟସ୍ଥ ଶିବ ମନ୍ଦିର ଛକରେ ଗଜାନନ ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଆକର୍ଷଣର କେନ୍ଦ୍ର…
Read More...

ଧରାକୋଟ ସ୍ଵାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକଙ୍କ ଆବାହକତ୍ୱରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିନିଧି…
Read More...

ମହେନ୍ଦ୍ରତନୟା ମହାବିଦ୍ୟାଳୟରେ ମ୍ୟାଲେରିଆ, ଡେଙ୍ଗୁ ହଇଜା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରା.ଉଦୟଗିରି ସ୍ଥିତ ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅଧ୍ୟକ୍ଷା ଭାରତୀ ମିଶ୍ରଙ୍କ ସଭାପତିତ୍ବରେ, ମ୍ୟାଲେରିଆ, ଡେଙ୍ଗୁ ଓ ହଇଜା ସଂକ୍ରମଣର କାରଣ, ନିରାକରଣ ଓ ପ୍ରତିକାର ଉଦ୍ଦେଶ୍ୟରେ Y. R. C. ୟୁନିଟ ତରଫରୁ ଏକ ସଚେତନତା…
Read More...

ଖାରିଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ମୋହନା (ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା,…
Read More...

ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକରେ ରାଜ୍ୟ ବିଜେପିର ଶୋକ, କରେନ୍ଦ୍ର ମାଝୀଙ୍କ ବିୟୋଗ ରାଜ୍ୟ ତଥା ବିଜେପି…

ରାଜ୍ୟ କାର୍ଯ୍ୟାଳୟରେ ପାର୍ଥୀବ ଶରୀର ପହଂଚିବା ପରେ ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, କାର୍ଯ୍ୟକର୍ତା ଜଣାଇଲେ ଶ୍ରଦ୍ଧାଞ୍ଜଳୀ ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କରେନ୍ଦ୍ର…
Read More...

ଘର୍ ଭିତରୁ ନାଗସାପ ଉଦ୍ଧାର ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ୍ ସାନକୋଦଣ୍ଡା ପଞ୍ଚାୟତ ବଡପଥରା ଗ୍ରାମରୁ ଛଅଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି । ସାପଟି ଗ୍ରାମର ରାଜନ ବିଷୋୟୀଙ୍କ ଘରେ ଥିବା ପରିବାର ଲୋକେ ଦେଖିଥିଲେ । ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ…
Read More...