ଗଣେଶ ଭସାଣି ବେଳେ ଶେରଗଡ଼ବ୍ଲକ ଭୁସୁଣ୍ଡା ଗ୍ରାମରେ ଡିଜେ ଲଢେ଼ଇ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଭୁସୁଣ୍ଡା ଗ୍ରାମରେ ଡିଜେ ଲଢେ଼ଇ l  ଗଣେଶ ଭସାଣି ସମୟରେ ଦୁଇ ଡିଜେ ଗାଡ଼ି ଉଭୟେ ଉଭୟକୁ ଧକ୍କା ଦବା ସହ ନିଜ ନିଜ  ଭିତରେ କମ୍ପିଟସନ୍ କରିଥିଲେ l ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ  ଖୁବ ଜୋରରେ ଭାଇରଲ ହେଉଛି l…
Read More...

ପର ପିଣ୍ଡାରେ ଅଙ୍ଗନବାଡି କେନ୍ଦ୍ର…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ୩୪ଟି ଅଙ୍ଗନବାଡି କେନ୍ଦ୍ର ମୁଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି । ଯଥା : ବୃଷଭ, ଗାଇବା, ବଡ଼ କଲାକଟ, ରେଗିଡ଼ି, ତୁମୁଲ, କୁଜାସିଂ ଓ ସେରଙ୍ଗ ଆଦି ପଞ୍ଚାୟତର ଏସବୁ କେନ୍ଦ୍ରରେ ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ନଥିବାରୁ…
Read More...

ଜାତୀୟ ଶିକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଭାଗନେଲେ ଗଜପତି ଜିଲ୍ଲାର ୫ ଜଣ ପ୍ରଧାନ ଶିକ୍ଷଣ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଓଡିଶା ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ଓ ନବସଂସ୍କାର ଆଣିବା ନିମନ୍ତେ ଗୃହୀତ ଅଭିନବ ପ୍ରୟାସ ମଧ୍ୟରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, ଗଜପତି ଜିଲ୍ଲାର ପାଞ୍ଚ ଜଣିଆ ପ୍ରଧାନ ଶିକ୍ଷକଙ୍କ ଦଳ ବେଙ୍ଗାଲୁରୁସ୍ଥିତ ଆଜିମ୍ ପ୍ରେମଜୀ…
Read More...

ନୂଆଗଡ଼ ବ୍ଲକ କେରେଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିମାପଡ଼ା ମେଟ୍ ଗ୍ରୁପ୍ ତରଫରୁ ୮ ଗୋଟି ବିଦ୍ୟାଳୟକୁ କମ୍ପ୍ୟୁଟର…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ କେରେଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ମେଟ୍ ଗ୍ରୁପ୍‌ର ପ୍ରୟାସରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମୀଣ ଅଞ୍ଚଳର ଶିକ୍ଷାର୍ଥୀଙ୍କୁ…
Read More...

ନାବାଳିକା ଛାତ୍ରୀଙ୍କୁ କାର ଭିତରେ ଦୁଷ୍କର୍ମ ଘଟଣା, ତିନି ଦିନ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ଲୋକେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଥାନା କେଶ ନଂ - ୧୮୨/୨୫ରେ   ପୋସ୍କା ଆଇନ ଅନୁଯାୟୀ ଏକ…
Read More...

ପୁଲିସ ପଞ୍ଝାରେ ଯୁବତୀ: ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବ୍ରାହ୍ମଣୀଗାଁ ପୁଲିସ, ୮ କେଜି ୩୫୦ଗ୍ରାମ ଗଞ୍ଜେଇ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚାଲାଣ କାରୀ ଯୁବତୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ସୂଚନା ଅନୁଯାୟୀ ମେରାମହା ଛକରେ ଏକ ଯୁବତୀ ବସ ଅପେକ୍ଷାରେ ଥିଲେ l କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣୀଗାଁ ଥାନା ଉପ…
Read More...

ଖଜୁରିପଦାରେ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ…

ପାରଳାଖେମଣ୍ଡି(ପ୍ରବୀଣ କୁମାର ଲିମା): ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ଼ କରୁଛି  ଗଜପତି ଜିଲ୍ଲା କଂଗ୍ରେସ  । ଶନିବାର ଦିନ ଖଜୁରିପଦା ହନୁମାନ ମନ୍ଦିର ପାଖର ଟାଉନ୍ ହଲ୍ ଠାରେ ମୋହନା ଏମଏଲଏ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଅଧ୍ୟକ୍ଷତାରେ ସଂଗଠନ ସୃଜନ ଅଭିଯାନ  ଅନୁଷ୍ଠିତ ହୋଇଛି । ତୃଣ ମୂଳ…
Read More...

ଭୁବନୀ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ପାରଳାଖେମଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ  ଶ୍ରୀଯୁକ୍ତ ଫାଲଗୁନୀ…
Read More...

ମାଲିକାପଡ଼ି ପଞ୍ଚାୟତରେ ଥିବା ସମସ୍ୟାକୁ ଯଥାସମ୍ଭବ ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ତାଗିଦ କଲେ ଯୁବକ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ମାଲିକାପଡ଼ି ଗ୍ରାମ ପଞ୍ଚାୟତର ଯୁବ ସମାଜ ଆଜି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଏକତ୍ରିତ ହୋଇ ସରପଞ୍ଚଙ୍କ କାର୍ଯ୍ୟାଳୟରେ ପହଂଚିବା ସହ ସମସ୍ୟାର ଯଥା ସିଘ୍ର ସମାଧାନ ନିମନ୍ତେ ସରପଞ୍ଚଙ୍କୁ ତାଗିଦ କରିଥିଲେ l ଏହା…
Read More...

“ମା ପାଇଁ ଗଛ ଟିଏ”ଭ୍ରାମ୍ୟମାଣ ଚାରା ବିତରଣ ରଥ ଉଦ୍ଘାଟିତ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର କୋଟଗଡ ବନଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳ ପକ୍ଷରୁ  ବିଭିନ୍ନ କିସମର ଫଳ ବୃକ୍ଷ, ପୁଷ୍ପ ବୃକ୍ଷ ଓ ଔଷଧୀୟ ଚାରା ପ୍ରସ୍ତୁତ କରି ଅଞ୍ଚଳର କୋଟଗଡ ପଞ୍ଚାୟତକୁ ଚାରା ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ଚାରା ବିତରଣ ରଥର  ଶୁଭାରମ୍ଭ ହୋଇଛି…
Read More...