ଭଞ୍ଜନଗର ବିଜେଡିକୁ ଶକ୍ତଧକ୍କା, ମହାମିଶ୍ରଣରେ ପଦ୍ମ ଧରିଲେ ବହୁ ନେତା ଓ କର୍ମୀ….

ଭଞ୍ଜନଗର(ନିଲୁ ବିଶୋଇ): ଭଞ୍ଜନଗର ଜଳସଂପଦ ବିଭାଗ ଡାକ ବଙ୍ଗଳାରେ ବୁଧବାର ଭଞ୍ଜନଗର ବିଜେପି ପକ୍ଷ ରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମିଶ୍ରଣ ପର୍ବରେ ଗାଲେରୀ ସରପଞ୍ଚ ସୁମିତ୍ରା ଗୌଡ଼, ବାରୁଡ଼ା ସରପଞ୍ଚ ମମତା ନାୟକ, ବ୍ରାହ୍ମଣପଦର ସରପଞ୍ଚ ବନମାଳୀ ଗୌଡ଼, ହରିଗଡ ସରପଞ୍ଚ…
Read More...

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ଥିତ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ବହୁ ଆଡମ୍ବର ସହ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ନେତ୍ରଭାନ ଭାନୁ ପାଇକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ…
Read More...

କୋଟଗଡ ବ୍ଲକ ସୁବର୍ଣ୍ଣଗିରି ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଂଚାୟତ ଠାରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଥିଲା l ଏହି ସାମର୍ଥ୍ୟ ଶିବିର ୧୦ ଗୋଟି ପଂଚାୟତର ଜନ ସାଧାରଣଙ୍କୁ ନେଇ ଏହି କ୍ୟାମ୍ପ କରାଯାଇଥିଲା l ଏଥିରେ ଅସ୍ଥି ଶଲ୍ୟ ବିଭାଗ (ଓଏଚ)୮୭,…
Read More...

ଦୀର୍ଘଦିନ ବ୍ୟବଧ୍ୟାନରେ ପୁଣି ଥରେ ହାତୀ ଆତଙ୍କ…

ଘୁ.ଉଦୟଗିରି(ନୀଳମାଧଵ ପ୍ରଧାନ): ସ୍ଥାନୀୟ ଘୁ.ଉଦୟଗିରି ବ୍ଲକ ନନ୍ଦଗିରି, ସୁଜେଲି ଠାରେ ପୁଣି ଦୁଇଟି ହାତୀଙ୍କ ଉପଦ୍ରବ ଓ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମର ଭୀମସେନ ମଲିକ ଓ ସୁମନ୍ତ ପ୍ରଧାନଙ୍କ ଶସ୍ୟ କ୍ଷେତ୍ର, ଘର ଏବଂ ଗୁହାଳକୁ ସମ୍ପୂର୍ଣ ଭାବେ ନଷ୍ଟ କରିଛି ହାତୀ l ପୂର୍ବରୁ ହାତୀପଲ…
Read More...

୮୦୦ ଶହ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଲେ ବିଧାୟକ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ କାଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ରାସନ କାର୍ଡ, ଅର୍ଯ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟଦେଶ ଏବଂ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଛି । ଆୟୋଜିତ କାଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୮୦୦ ଶହ…
Read More...

କଳିଙ୍ଗା ଘାଟି ବିକଳ୍ପ ରାସ୍ତା ପାଇଁ ଅନୁଧ୍ୟାନ ଆରମ୍ଭ, ବିକଳ୍ପ ରାସ୍ତା ପରଖିଲେ ବିଧାୟକ….

ଭଞ୍ଜନଗର(ନିଲୁ ବିଷୋୟୀ): କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିବା ପର ଠାରୁ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି । ଭୂସ୍ଖଳନରେ ଭୁଶୁଡ଼ି ପଡିଥିବା କଳିଙ୍ଗା ଘାଟି ରାସ୍ତା କାମ ମାସକ ପରେ ବି ସରିନାହିଁ । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜନସାଧାରଣ ଆବଶ୍ୟକତାକୁ ଗୁରୁତର ଭାବେ ନ ନେବା ଯୋଗୁ କାମ ମନ୍ଥର…
Read More...

ଧାନ ଫସଲରେ ବଢୁଛି ରୋପୋକ: ସ୍ଥିତି ଅନୁଧ୍ୟାନ କଲେ କୃଷି ଅଧିକାରୀ, ସହାୟତା ଦାବି…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ ହଜାରରୁ ଉଦ୍ଧର୍‌ବ ହେକ୍ଟର ଜମିରେ ଧାନଚାଷ ହୋଇଛି । କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର ପ୍ରୟୋଗ, ବିଶେଷଜ୍ଞଙ୍କ ବିନା ଅନୁମତିରେ ମନ ଇଛା କୀଟନାଶକ ଔଷଧ…
Read More...

ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗସ୍ତ କଲେ ବ୍ରହ୍ମପୁର ସାଂସଦ: ବିସ୍ଥାପିତଙ୍କ ସହ ଆଲୋଚନା, ରାଜ୍ୟ ସରକାରଙ୍କ ନିକଟରେ କରିବେ…

ରା ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ୍ ମହେନ୍ଦ୍ରଗଡ଼ ସ୍ଥିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଗସ୍ତ କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ସାଂସଦଙ୍କ ଏହି ଗସ୍ତ ସମୟରେ ପ୍ରକଳ୍ପ ହେବାକୁ ଥିବା ସ୍ଥାନରୁ ବିସ୍ଥାପିତ ହେଉଥିବା ୫ ଖଣ୍ଡ…
Read More...

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅଭିଯାନ ଆରମ୍ଭ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳର ପଦଯାତ୍ରା ଅଭିଯାନ ଆରମ୍ଭ ହୋଇଛି । ପାରଳା ବିଧାୟକ ଇଂରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁଜନତା ଦଳର ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ଦଳର…
Read More...

ମା ସର୍ବ ମଙ୍ଗଳା ଘାଟି ମୁଣ୍ଡି ଆଣିଙ୍କ ଖଣ୍ଡା ଧୁଆ ପର୍ବ ପାଳିତ ତଥା ମଶାଲ ଯାତ୍ରା ଅନୁଷ୍ଠିତ….

ଜୁନାଗଡ(ଭବାନୀ ଗହିର): ଗୋତମୁଣ୍ଡା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ । କୋକସରା ବ୍ଲକ ଆଦିବାସୀ ବହୁଳ…
Read More...