୪୦ ବର୍ଷ ପରେ ଖୋଲିଲା ସାପ୍ତାହିକ ହାଟ, ହାତ ପାହାନ୍ତାରେ ମିଳିବ ଅତ୍ୟାବଶ୍ୟକୀୟ ସାମଗ୍ରୀ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଠାରେ ଖୋଲିଲା ସାପ୍ତାହିକ ହାଟ । ଦୀର୍ଘ ୪୦ ବର୍ଷ ପରେ ଏହି ସାପ୍ତାହିକ ହାଟ ଖୋଲି ଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବର୍ତ୍ତମାନ ହାତ ପାହାନ୍ତାରେ ମିଳିବ ବିଭିନ୍ନ ବ୍ୟବହାରିକ ସାମଗ୍ରୀ…
Read More...
Read More...