ଜାଡ଼ରେ ଥରୁଛି ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି: ପାରଦ ତଳ ମୁହାଁ, ସର୍ବନିମ୍ନ ତାପମାତ୍ରା 5.4 ଡିଗ୍ରୀ ରେକର୍ଡ…
ଅନୁସନ୍ଧାନ ଭାରତ(ବ୍ୟୁର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ୨/୩ ଦିନ ଶୀତ କମି ଯାଇଥିଲା । ମେଘୁଆ ପାଗ ଶୀତର ପ୍ରକୋପକୁ କିଛି ମାତ୍ରାରେ କମେଇ ଦେଇଥିଲା। କିନ୍ତୁ ବିଗତ ୪ ଦିନ ହେବ ଘୁ.ଉଦୟଗିରିରେ ପାରଦ ତଳ ମୁହାଁ ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଘୁ.ଉଦୟଗିରି…
Read More...
Read More...