ଆମେ ପଢ଼ିବୁ ଅଗକୁ ବଢ଼ିବୁ, ଦାରିଙ୍ଗବାଡିରେ ଆନ୍ତର୍ଜାତିୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ…..
ଦାରିଙ୍ଗବାଡି(ଆଶୋକ ସିଂ): ପୁଅ ହେଉ ଅବା ଝିଅ ହେଉ ଭିନ୍ନକ୍ଷମ ପିଲାଟିଏ ଜନ୍ମ ଗ୍ରହଣ କଲେ ବାପା ମାଙ୍କ ମନରେ କଷ୍ଟ ଅନୁଭବ କରିଥାନ୍ତି । ହେଲେ ଗୋଟିଏ ଅଙ୍ଗ ଖରାପ ଥାଇ ମଧ୍ୟ କିଛି ଭଲ କାମ କରି ଦେଖା ଏ ତେବେ ବାପା ମାଙ୍କର ଯେ ଏତେ ଖୁସି କହିଲେ ନ ସରେ । ଏଣୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ…
Read More...
Read More...