ନଦୀକୁ ଲୁଗା ସଫା କରିବାକୁ ଯାଇ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ….
ରା.ଉଦୟଗିରି(ଆକାଶ ଦାସ): ଜୀବନ ଗୋଟେ ପାଣି ଫୋଟକା । ମୃତ୍ୟୁ କାହାକୁ କେତେବେଳେ ଓ କେଉଁ ପ୍ରକାର ଆସିବ କେହି ଆକଳନ କରିପାରେ ନାହିଁ । ନଦୀକୁ ଲୁଗା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ଆଜି ଏମିତି ଏକ ହୃଦୟ ବିଦାରକଘଟଣା ଦେଖିବାକୁ ମିଳିଛି । ମୃତ ଜଣକ ହେଲେ…
Read More...
Read More...