କୋଟଗଡ଼ରେ ପାଳିତ ହୋଇଅଛି ବାଲିଗୁଡା ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ……

ଅନୁସନ୍ଧାନ ଭାରତ(ବ୍ୟୁର): କୋଟଗଡ଼ ବସଷ୍ଟାଣ୍ଡ ପରିସରରେ ଅକ୍ଟୋବର ୨ ତାରିଖକୁ ବାଲିଗୁଡା ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ରୂପେ ପାଳନ କରିଛନ୍ତି କୋଟଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା l ଏଥିରେ ମୁଖ୍ୟ ଅତିଥି ରୂପେ ବାଲିଗୁଡ଼ା ବନଖଣ୍ଡ ଏସିଏଫ ଶ୍ରୀ ସୌମ୍ୟରଂଜନ…
Read More...

ମା ଦୁର୍ଗାଦେବୀଙ୍କ ଦର୍ଶନ କଲେ ଘୁ.ଉଦୟଗିରି ଅଞ୍ଚଳ ବାସୀ……..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଅଞ୍ଚଳର ବହୁ ପୁରାତନ ଦୁର୍ଗାପୂଜା ଶୁକ୍ରବାର ଠାରୁ ଵିଧି ବିଧାନ ଅନୁସାରେ ଆରମ୍ଭ ହୋଇଯାଇଛି l ଶୁକ୍ରବାର ସଂନ୍ଧ୍ୟାରେ ବିଲ୍ଵ ବରଣ ଓ ଜଳାଧିବେଶ କରାଯାଇଥିବା ବେଳେ ଶନିବାର ଅଞ୍ଚଳର ପ୍ରତିଷ୍ଠିତ ଦେବୀ ମା ବରାଳଦେବୀଙ୍କୁ ଆବାହନ କରି ପୂଜାମଣ୍ଡପରେ…
Read More...

ଗୁଡାରୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜ଼ିଲ୍ଲା ପ୍ରଶାସନ କନ୍ଧମାଳ ତରଫରୁ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ…

ଅନୁସନ୍ଧାନ ଭାରତ(ବ୍ୟୁର): ଖଜୁରୀପଡା ବ୍ଲକର ଗୁଡାରୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜ଼ିଲ୍ଲା ପ୍ରଶାସନ କନ୍ଧମାଳ ତରଫରୁ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ…
Read More...

ଗୁଦାରୀ ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଖଜୁରୀପଡା ବ୍ଲକର ସେୟାର ପ୍ରକଳ୍ପ କାର୍ଯ୍ୟାଳୟ ଗୁଦାରୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇ ଅଛି l ଏହି କାର୍ଯ୍ୟକ୍ରମ ଭାରତର ପ୍ରତେକ ଜ଼ିଲ୍ଲାରେ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ୧ ଅକ୍ଟବରରୁ ୩୦…
Read More...

ଦେଶୀ ବନ୍ଧୁକ ସହ ଜଣକୁ କାବୁ କଲା ବନ ବିଭାଗ…….

ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଲାଠିପଡା ସେକ୍ସନ୍‌ର ବିଞ୍ଜଗିରି ସଂରକ୍ଷିତ ଜଙ୍ଗଲରେ ଥିବା ବାରଧାଙ୍ଗିଡି ଇଲାକାରେ ଏକ ଦେଶୀ ବନ୍ଧୁକ ସହ ଜଣେ ଯୁବକକୁ ଗତକାଲି ରାତିରେ ବନ ବିଭାଗ କାବୁ କରିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ବନରକ୍ଷୀ…
Read More...

ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା…

ଅନୁସନ୍ଧାନ ଭାରତ(ବ୍ୟୁର): ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡର ହଜାରିବାଗ ଠାରେ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି l ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ…
Read More...

ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ଆଜି ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୁଣପୁରର ଗାନ୍ଧୀବାଦୀ ବ୍ୟକ୍ତି…
Read More...

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଶୁଭ ଆରମ୍ଭ ହେଲା ବିଜେଡି ଜନ ସମ୍ପର୍କ ପଦ ଯାତ୍ରା……..

ଅନୁସନ୍ଧାନ ଭାରତ(ବ୍ୟୁର): ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଆଜି ଯେଉଁ ବିକାଶର ଧାରା ଜାରି ରହିଛି ଏବଂ ଆଗାମୀ ଦିନରେ ଯେଉଁ ସବୁ ଉନ୍ନତିମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ବିଷୟରେ ପ୍ରତ୍ୟେକ…
Read More...

ପାଞ୍ଚ ଜଣ ଜୁଆଡି ଗିରଫ, ୪ଟି ମୋବାଇଲ ସମେତ ୪୪୦୦୦ଟଙ୍କା ଜବତ…….

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ମହାନଗର ବଡ ବଜ଼ାର ପୁଲିସକୁ ମିଳିଛି ବଡ ସଫଳତା l ବଡବଜ଼ାର ଠାରେ ଏକ ଘର ଭିତରେ ଜୁଆ ଖେଳ ଚାଲିଥବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବଡବଜ଼ାର ପୁଲିସ ପହଂଚି ପାଞ୍ଚ ଜଣ ଜୁଆଡିଙ୍କୁ କାବୁ କରି ଗିରଫ କରିଛି l ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଗିରଫ…
Read More...

ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ପେରେଣ୍ଟସ ମୀଟିଙ୍ଗ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର. ବ୍ରହ୍ମପୁର ମହାନଗରର ଲାଞ୍ଜିପଲ୍ଲୀ ଗୂଡ଼ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ପେରେଣ୍ଟସ ମୀଟିଙ୍ଗ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କର ଅର୍ଦ୍ଧବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା l…
Read More...