ଗଡ଼ ଅକ୍ତିଆର ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ଧରାକୋଟ ରାଜା ସାହେବା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ….
ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ଗ୍ରାମର ରାଜା କୃଷ୍ଣ ସିଂହ ହୁଅନ୍ତୁ କିମ୍ବା ରାଜା ମଦନ ମୋହନ ହୁଅନ୍ତୁ କିମ୍ବା ରାଜା ଅନନ୍ତ ନାରାୟଣ ହୁଅନ୍ତୁ କିମ୍ବା ରାଜା କିଶୋର ଚନ୍ଦ୍ର ପ୍ରତେକଙ୍କ ରାଜତ୍ୱ ସମୟରେ ଧରାକୋଟ ଗଡ଼ ଦେଖିଛି ଉନ୍ନତିର ଭିନ୍ନ ସୋପାନ l ଧରାକୋଟ ରାଜପରିବାରର ପ୍ରତ୍ୟେକ…
Read More...
Read More...