୫୧ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଯୁବକ ଗିରଫ….
ଭଞ୍ଜନଗର(ନିଲୁ ବିଷୋୟୀ): ସହର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ ବ୍ରାଉନ ସୁଗାର ବେପାର ଲୁଚା ଛପାରେ ଚାଲିଥିବା ଅଭିଯୋଗ ହେଉଥିବା ବେଳେ ଗତକାଲି ଭଞ୍ଜନଗର ପୁଲିସ ୨ଜଣ ଯୁବକଙ୍କ ଠାରୁ ୫୧.୭୪ ଗ୍ରାମ ଓଜନର ବ୍ରାଉନ୍ ସୁଗାର୍ ଜବତ କରିଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ…
Read More...
Read More...