ବିବାଦୀୟ ଜମିରେ ଖେଳ ପଡିଆରେ ନିର୍ମାଣକାର୍ଯ୍ୟ ଆରମ୍ଭକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ଆଠଜଣ ଆହତ,…

ଅନୁସନ୍ଧାନ ଭାରତ(ବ୍ୟୁର): ବିବାଦୀୟ ଜମିରେ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଗୋଷ୍ଠି ମଧ୍ୟରେ ସଂଘର୍ଷ I ମହିଳା ସମେତ ଆଠ ଜଣ ଆହତ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ I ସୀମା ବିବାଦ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଓ ବାଲିସୁଗାଁ ଗାଁରେ ପୂର୍ବରୁ ବହୁବାର…
Read More...

ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗାଁରେ ପରିବର୍ତ୍ତନ ମେଳା ଅନୁଷ୍ଠିତ, ରାସ୍ତା ନିର୍ମାଣ ପାଇଁ ଦାବୀ କଲେ ଗାଁ…

ଅନୁସନ୍ଧାନ ଭାରତ(ବ୍ୟୁର): ପରିବର୍ତ୍ତନ ମେଳାରୁ ଆସିବ ପରିବର୍ତ୍ତନ । ଗାଁର କୋଣ ଅନୁକୋଣର ସମସ୍ୟା ଜାଣିବ ପ୍ରଶାସନ । ଏହି ଲକ୍ଷରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରାମୀଣ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ସରକାରୀ ବ୍ୟବସ୍ଥାକୁ ଜନସାଧାରଣଙ୍କ…
Read More...

ବଞ୍ଚି ରହିବାକୁ ସଂଘର୍ଷ ଜାରି ରଖିଛନ୍ତି ଯୁଧିଷ୍ଠିର, ସରକାରୀ ଆର୍ଥିକ ସହାୟତା ଏକ ମାତ୍ର ଶାହା ଓ ଭରୋଷା…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ତଲାରିମାହା ପଞ୍ଚାୟତର ତଳବାଲୁମାହା ଗାଁର ୱାର୍ଡ଼ ନମ୍ବର-୮ର ବାସିନ୍ଦା ଯୁଧିଷ୍ଠିର ନାୟକ (୩୪) l ଶିକ୍ଷାଗତ ଯୋଗ୍ୟତା କହିଲେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି l ମାଆ ଚମ୍ପାବତୀ ନାୟକ ଓ ବାପା ସ୍ବର୍ଗତଃ ନିତ୍ୟାନନ୍ଦ ନାୟକ l ୨୦୦୭ରୁ…
Read More...

ଗୁଣପୁର ବ୍ଲକରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅଙ୍ଗନୱାଡ଼ି ଆସୋସିଏସନ୍ ତରଫରୁ ଲେଡିଜ୍ ୱର୍କରସ ଆନ୍ଦୋଳନ ବ୍ଲକ ପରିସରରେ ହୋଇଛି। ଅଙ୍ଗନୱାଡ଼ି ଆସୋସିଏସନ୍ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ ତରଫରୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ଧର୍ମଘଟ…
Read More...

ଯୁବକ ଯୁବତୀଙ୍କ ବାଉଁଶରେ ହାତବନ୍ଧା ଓ ଅର୍ଦ୍ଧନଗ୍ନ ଫୋଟ ଭାଇରାଲ, ଘୁ.ଉଦୟଗିରି ଥାନାରେ ଏତଲା ଦେଲେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଯୁବକ ଯୁବତୀଙ୍କ ଅର୍ଦ୍ଧନଗ୍ନ ଓ ବାଉଁଶରେ ବନ୍ଧା ହୋଇ ଥିବା ଫୋଟ I ହେଲେ ଯୁବକଙ୍କ ପରିଚୟ ମିଳି ଥିବା ବେଳେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ I ଉଭୟଙ୍କୁ ଗାଁ ଦାଣ୍ଡରେ ଜନ…
Read More...

ହୁଗୁଳାପଟା ଏବଂ ଗୁରୁଣ୍ଠିରେ ଗୋପାଳପୁର ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ଦେଢ଼ ମାସ ଧରି ଚାଲିଥିବା ବିଜେଡ଼ିର ଜନ ସଂପର୍କ ପଡାଯାତ୍ର ଏବେ ଅନ୍ତିମ ପର୍ଯାୟରେ ପହଂଚିଲାଣି । ଏହି ପରିପ୍ରେକ୍ଷୀରେ ଆଜି ହୁଗୁଳାପଟା ଏବଂ ଗୁରୁଣ୍ଠି ପଞ୍ଚାୟତରେ ଗୋପାଳପୁର ବିଜେଡ଼ିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।…
Read More...

ଗାଡ଼ିରେ ପୁଲିସ ଲୋଗୋ ଲଗାଇ ବନାରସକୁ ଗଞ୍ଜେଇ ଚୋରା ଚାଲାଣ : ୮୦ କିଲୋ ଗଞ୍ଜେଇ ଜବତ, ୨ଗିରଫ…

ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍ତରପ୍ରଦେଶର ବନାରସକୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ ବୋଲରକୁ ଆଙ୍କୁଶପୁର ଠାରେ କାବୁ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଆଜି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତରପ୍ରଦେଶର ବନାରସକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବା ନେଇ…
Read More...

ଘରବାରି ପଟ୍ଟା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବରିଷ୍ଠ ରାଜସ୍ବ ସହାୟକ, ମାଡି ବସିଲା ଭିଜିଲାନ୍ସ…

ଅନୁସନ୍ଧାନ ଭାରତ(ବ୍ୟୁର): ସରକାରୀ ଦରମା ସାଙ୍ଗକୁ ଅନ୍ୟ କିଛି ହାତଖର୍ଚ୍ଚ ପାଇଁ ଚେଷ୍ଟା ଚାଲିଥିବା ବେଳେ ହାତରେ ଖର୍ଚ୍ଚ ଦେବା ପାଇଁ ବରିଷ୍ଠ ରାଜସ୍ୱ ସହାୟକଙ୍କ ନିକଟରେ ପହଁଚିଲା ଭିଜିଲାନ୍ସ ଟିମ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ…
Read More...

ବାଲିଗୁଡା ଏନଏସିରେ କଂଗ୍ରେସ କାଉନସିଲରଙ୍କୁ ଅଣଦେଖା ପ୍ରତିବାଦରେ ଧାରଣା……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ କାଉନସିଲରଙ୍କୁ ଅଣଦେଖା କରାଯାଉଛି l ଏହି ଅନିୟମିତତାକୁ ଦୃଢ଼ ନିନ୍ଧା କରିବା ସହିତ ଅଭିଯୋଗକୁ ଦୃଷ୍ଟି ଦେଉନ ଥିବା ଦେଖିବାକୁ ମିଳିଛି ଏବଂ ଏହି ପ୍ରତିବାଦରେ ଅଭିଯୋଗ ମଧ୍ୟ କରାଯାଇଛି । ଆଜି…
Read More...

ନଭେମ୍ବର ୨୬ରେ ମହାତ୍ମା ଗାନ୍ଧୀ ମାର୍ଗ ରେ ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କର ଶକ୍ତି ପ୍ରଦର୍ଶନ …….

ଅନୁସନ୍ଧାନ ଭାରତ(ବ୍ୟୁର): ବିଗତ ୨୦୧୮ ମସିହା ଜୁନ ମାସ ୨୫,୨୬ ଓ ୨୭ ତାରିଖ ଏକ ବୃହତ ଗଣ ଆନ୍ଦୋଳନ କରଯାଇଥିଲା । ଢୁ ଢୁ ବର୍ଷାକୁ ଖାତିର ନକରି ଓଡିଶାର କୋଣ ଅନୁକୋଣରୁ ହଜାର ହଜାର ଆଉଟସୋର୍ସିଙ୍ଗ କର୍ମଚାରୀ ଯୋଗଦେଇଥିଲେ। ଯାହାକୁ ସମ୍ମାନ ଦେଇ ଓଡିଶାର ତତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ…
Read More...