ଜନଜାତି ମହୋତ୍ସବରେ ସମସ୍ତ କଳାକାର ଦଳକୁ ଷ୍ଟେଜରେ ନୃତ୍ୟ ପରିବେଷଣ ପାଇଁ ସୁଯୋଗ ଦେବାକୁ ଦାବୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକର ବ୍ଲକ କଳାସଂକୃତି ସଂଘର ସଭାପତି ମନୋଜ କୁମାର ପାଢ଼ୀଙ୍କୁ ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳ ଟିକାବାଲି ତରଫରୁ ସାକ୍ଷତ କରି ମୌଖିକ ଭାବରେ କଳାକାକାରଙ୍କ ସ୍ଵାର୍ଥ୍ୟ ରକ୍ଷା ଉଦେଶ୍ୟରେ କିଛି ଦାବୀ ଉପସ୍ଥାପନା କରିଥିବା…
Read More...

ଭଞ୍ଜନଗର ବିଇଡି କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର କବି ସମ୍ରାଟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା ତଥା ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଇଡି କଲେଜର…
Read More...

ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ଅଞ୍ଚଳର ବିଭିନ୍ନ କଲେଜରେ ନୂତନ କୋଠା ପାଇଁ ଭିତିପ୍ରସ୍ତର ସ୍ଥାପନ ସହ ନୂତନ କୋଠା…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାରେ ବିଭିନ୍ନ କ୍ଷେତ୍ର ସହ ଉଚ୍ଚ ଶିକ୍ଷାର ବହୁ ମାତ୍ରାରେ ଉନ୍ନତି ସାଧିତ ହୋଇଛି । ଭିତ୍ତିଭୂମୀ ସାଙ୍ଗକୁ ଶିକ୍ଷାଦାନ ପ୍ରଣାଳୀରେ ବହୁ ମାତ୍ରାରେ ପରିବର୍ତ୍ତନ ହୋଇଛି । ପୂର୍ବର ଉଚ୍ଚ ଶିକ୍ଷା ପାଇଁ ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ରାଜ୍ୟ ବାହାରକୁ…
Read More...

ମୁଖ୍ୟ ଡାକ ଅଫିସ୍ ସମ୍ମୁଖରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଆନ୍ଦୋଳନ….

ଅନୁସନ୍ଧାନ ଭାରତ(ବ୍ୟୁର): ଅକ୍ଷୀଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହି କ୍ରମରେ ରାୟଗଡା ଜିଲ୍ଲା ଗୁଣପୁର ଗ୍ରାମୀଣ ଡାକ ସେବକ ସଂଘ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛି । ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮…
Read More...

ଧରାକୋଟ ରେ ନୂଆ ତହସିଲଦାରଙ୍କ ଯୋଗଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ଦୁଇମାସ ପରେ ଧରାକୋଟ ତହସିଲଦାର ପଦବୀ ପୂରଣ ହୋଇଛି । ରାଜ୍ୟ ସରକାର ଏଠାରେ କାର୍ଯ୍ୟରତ ତହସିଲଦାର କବିରାଜ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି କରିବା ପରେ ବିଡିଓ ଡେନିସ ବେହେରା ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ହେଲେ ତାଙ୍କର ଆର୍ଥିକ କ୍ଷମତା…
Read More...

ଏ ଆଇ କେ ଏମ ଏସ ପକ୍ଷରୁ ଧରାକୋଟ ତହସିଲ ଆଗରେ ଗଣ ବିକ୍ଷୋଭ….

ଅନୁସନ୍ଧାନ ଭାରତ(ବ୍ୟୁର): ଅଖିଳ ଭାରତ କିଷାନ ମଜୁଦର ସଭା ପକ୍ଷରୁ ଚାରି ଦଫା ଦାବି ନେଇ ଆଜି ଧରକୋଟରେ ରାଲି ଓ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାର ଧରାକୋଟ ମେଡିକାଲ ଠାରୁ ଏଆଇକେଏମଏସର ଶତାଧିକ ଲୋକ ରାଲିରେ ଆସି ତହସିଲ କାର୍ଯ୍ୟାଳୟ ଆଗରେ ପହଞ୍ଚିବା ପରେ ସେଠାରେ ଏକ…
Read More...

ଖବର କାଗଜ ହକରଙ୍କ ଅକାଳ ବିୟୋଗ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…….

ଅନୁସନ୍ଧାନ ଭାରତ(ବ୍ୟୁର): ଖରା,ବର୍ଷା,ଶୀତ,ଭଳି କୌଣସି ପରିସ୍ଥିତି କୁ ଖାତିର ନ କରି ବର୍ଷ ତମାମ ସକାଳୁ ସକାଳୁ ଉଠି ଲୋକଙ୍କ ଘରକୁ ଘର ବୁଲି ଖବର କାଗଜ ପହଞ୍ଚାଇ ଥାଏ ଜଣେ ଖବର କାଗଜ ହକର I ସେହି ଖବର କାଗଜ ଲୋକେ ପଢ଼ି ଦେଶ ବିଦେଶର ବିଭିନ୍ନ ଖବର ବିଷୟରେ ଅବଗତ ହୋଇଥାନ୍ତି I ଖବର କାଗ ର…
Read More...

ଘୁ.ଉଦୟଗିରି କଳିଗଂ ମହାବିଦ୍ୟାଳୟରେ ଯୋଗ ଶିବିର ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ କଳିଗଂ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅନୁଷ୍ଠାନ ଅଧକ୍ଷ ସୁଧାଂଶୁ ଶେଖର ମେହେର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ପତଞ୍ଜଳି ଯୋଗ ସମିତି ଜିଲ୍ଲା ଯୋଗ ପ୍ରଭାରୀ ତଥା…
Read More...

ଫିରିଙ୍ଗିଆରେ ଅନୁଷ୍ଠିତ ହେଲା ସରସ୍ବତୀ ବିଦ୍ୟାମନ୍ଦିରର ଫୁଲବାଣୀ ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଉନ୍ନୀତ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ବିଦ୍ୟାଭରତୀ ଶିକ୍ଷାବିକାଶ ସମିତି ଓଡିଶା ଆନୁକୂଲ୍ୟରେ ପରିଚାଳିତ ହେଉଥିବା ସରସ୍ବତୀ ଶିଶୁ ମନ୍ଦିରର ଫୁଲବାଣୀ ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା…
Read More...

ଗାର୍ଡିଙ୍ଗିଆ ରାସ୍ତା, ଭତା ୨୫୦୦ ଓ ଆବାସ ଘର ମୂଲ୍ୟ ବୃଦ୍ଧି ଦାବିକୁ ନେଇ ବିକ୍ଷୋଭ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଟିକାବାଲି ଠାରେ  ବିଶ୍ୱ ମାନଵ ଅଧିକାର ଦିବସ ଅବସରରେ ଏକ ଜନହିତକର ରାଲି ଅନୁଷ୍ଠିତ ହୋଇଥିଲା l  ଟୁଡୁବାଲି ଛକ ଠାରୁ  ଗାର୍ଡିଙ୍ଗିଆ ବର୍ଷେଡ଼ି ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ, ବର୍ଷ ବର୍ଷ ଧରି ଏନକ୍ରୋଜ ମେଣ୍ଟ…
Read More...