ଗ୍ରାମ୍ୟଉନ୍ନୟନ ବିଭାଗଙ୍କ ପ୍ରତିଶୃତି ପୂରଣ ନ ହେବେରୁ ପୁଣି ଥରେ ରାସ୍ତା ଅବରୋଧ କଲେ ସିର୍କାବର୍ଗ ପଞ୍ଚାୟତ…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗ‌ବାଡ଼ି ବ୍ଲକ ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବଡ଼ାଙ୍ଗିଆ ଗ୍ରାମରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ କରିନଥିବାରୁ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଯାହାକୁ ନେଇ ପୁଣି ଥରେ…
Read More...

ହରଗୁଡାରେ ବ୍ୟାପୁଛି ଡାଇରିଆ: ୫୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ହୋଇଥିବା କହିଲେ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅତି ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତର ହରଗୁଡା ଗ୍ରାମର ଲୋକେ ଡାଇରିଆରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି l ସୁଚନା ଅନୁଯାୟୀ ମିଞ୍ଜାପଙ୍କା ସ୍ଥିତ ହୋଲିକ୍ରସ ସଂଘର ସେବାଭଗ୍ନୀ ଓ ସେହି ଗ୍ରାମର ଜିତେନ୍ଦ୍ର ସଭାସୁନ୍ଦର୍ ହରଗୁଡା…
Read More...

ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ପକ୍ଷରୁ ମନୀଷା ଦେବୀ ପାତ୍ରଙ୍କୁ ସୁରେଖା ସ୍ମୃତି ସମ୍ମାନ ପ୍ରଦାନ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଓଡ଼ିଶା ଲେଖିକା ସାହିତ୍ୟ ସଂସଦର ତେତିଶ ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଡଃ ବୈଷ୍ଣବ ଚରଣ ସାମଲ କଟକ, ମୁଖ୍ୟ ବକ୍ତା ଶ୍ରୀ ଦେବ ପ୍ରସାଦ ଦାଶ…
Read More...

ଏସଏଫ୍ ଯବାନଙ୍କ ମାଓ ନିପାତ ଅଭିଯାନ, ପଣସ ପଦର ଜଙ୍ଗଲରୁ ମିଳିଲା ଦେଶୀ ବନ୍ଧୁକ ମରାମତି ଓ ତିଆରି ସରଞ୍ଜାମ…..

ଦାରିଙ୍ଗବାଡ଼ି(ଆଶୋକ ସିଂ): ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶାକୁ ମାଓ ମୁକ୍ତ ରାଜ୍ୟ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି l ଏହି ଅବସରରେ କନ୍ଧମାଳ ରାୟଗଡ଼ା ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ କିଛି ମାଓବାଦୀ ଆତ୍ମ ଗୋପନ କରିଥିବା ପୁଲିସ ଗୁଇନ୍ଦା ବିଭାଗ ସନ୍ଦେହ କରୁଥିବା ବେଳେ…
Read More...

ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଗ୍ରାମ୍ୟ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତାଙ୍କ ରବିବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଚର୍ଚ୍ଚର ମୂଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକଙ୍କ ନିର୍ଦ୍ଧେଶରେ…
Read More...

ଗଞ୍ଜେଇ ଦମନକାରୀ ଚାରିଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ବାରା ମିଳିଲା ମାନପତ୍ର….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ହେଉଛି ଏକ ଆଦିବାସୀ ପ୍ରବଣ ଅଞ୍ଚଳ l ଯାହାର ଫାଇଦା ନେଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ଏଠାରେ ପାଦୁର୍ଭାବ ବଢୁଛି l ନିରୀହ ଆଦିବାସୀମାନଙ୍କୁ ପ୍ରଲୋଭନ ଦେଖାଇ ଏହି ମାଫିଆମାନେ ଗଞ୍ଜେଇ ଚାଷ କରୁଛନ୍ତି l ଯାହା ଫଳରେ ଏଠାକାର ନିରୀହ ଲୋକମାନେ…
Read More...

କେରଳରେ ଗାହାକିଆ ଗ୍ରାମର ଆଲୋକ ବଳିୟାରସିଂଙ୍କ ଦୁର୍ଘଟଣା, ସହାୟତା ପାଇଁ ପରିବାରର ଆକୁଳ ନିବେଦନ….

ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): ଦାଦନ ଦୁଃଖର କରାଳ ରୂପ ପୁଣି ଥରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ଗାହାକିଆ ଗ୍ରାମରେ ଦେଖିବାକୁ ମିଳିଛି । ରୋଜଗାର ଆଶାରେ ସୁଦୂର କେରଳକୁ କାମ କରିବାକୁ ଯାଇଥିବା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ଆଲୋକ…
Read More...

ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ…..

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ଋଷୀମାଳ ସ୍ନାତକ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆତ୍ମ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୫-୨୬  ଆୟୋଜିତ ହୋଇଯାଇଥିଲା ।…
Read More...

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ପାଇଁ ପଲିଥିନ ମୁକ୍ତ ଅଭିଯାନ…..

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ପାଇଁ ପଲିଥିନ ମୁକ୍ତ ଅଭିଯାନ। ଦାରିଙ୍ଗବାଡ଼ି ତା ; ୨୧/୩(ଆଶୋକ ସିଂ) ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି କେବଳ ଓଡ଼ିଶା ର ନୁହେଁ ବରଂ ଏହା ସାରା ଭାରତ ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଦାରିଙ୍ଗବାଡି ଅଞ୍ଚଳ ପ୍ରକୃତି ର ଶୋଭାରାଜି…
Read More...

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ଦିବଂଗତା ପୀଡ଼ିତା ଛାତ୍ରୀର ପରିବାରକୁ ଭେଟିଲେ ପ୍ରଦେଶ ମହିଳା କଂଗ୍ରେସର ତଥ୍ୟ…

ଅନୁସନ୍ଧାନ ଭାରତ(ବ୍ୟୁର): କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ପ୍ରଦେଶ ମହିଳା କଂଗ୍ରେସର ଏକ ସ୍ୱତନ୍ତ୍ର ଟିମ କାମାକ୍ଷାନଗର…
Read More...