ଭଞ୍ଜନଗରକୁ ପୌରପାଳିକା ମାନ୍ୟତା ଦାବି ୫ଦିନ ହେଲା ନାଗରିକ କମିଟିର ଗଣଧାରଣା ଜାରି…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଏନଏସିକୁ  ସମସ୍ତ ଯୋଗ୍ୟତା ସତ୍ତ୍ବେ ରାଜ୍ୟ ସରକାର ପୌରପାଳିକା ଘୋଷଣା କରି ନାହାନ୍ତି । ଫଳରେ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଭଞ୍ଜନଗରକୁ କାହିଁକି ଏଥିରୁ ବାଦ ଦିଆଯାଇଛି । ମାନ୍ୟତା…
Read More...

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିରରେ ଏନ୍.ଆର.ଇ.ଜି.ଏସ୍ କାମରେ ଶ୍ରମିକ ବଦଳରେ ମିସିନ୍ କାମ କରୁଥିବା ଅଭିଯୋଗ ଆଣିଲେ…

ଅନୁସନ୍ଧାନ ଭାରତ(ବ୍ୟୁର): ଡାବୁଗାଁ ବ୍ଲକ ରେ ଆଜି ଜନଶୁଣାଣୀ ଶିବିରରେ ପ୍ରାୟତଃ ଜନ ଶୁନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। "ନା ଜନ ଶୁଣାଣୀ ବିଷୟରେ ଜନତା ସଠିକ ଜାଣିଛନ୍ତି କି ନାହିଁ ଏହା ଏକ ପ୍ରଶ୍ନବାଚୀ ?" ଡାବୁଗାଁ ବ୍ଲକରେ କେବଳ କାଗଜପତ୍ରରେ ଚାଲିଛି ଏନ୍ଆରଇଜିଏସ କାମ ବୋଲି…
Read More...

ଅବ୍ୟବସସ୍ଥା ଘେରରେ ଚାଲିଛି ଡାବୁଗାଁ ବ୍ଲକର ବିକାଶ ମୂଳକ କାମ….

ଅନୁସନ୍ଧାନ ଭାରତ(ବ୍ୟୁର): ଶ୍ରମିକ ଯାଉଛି ଦାଦନ ଖଟି ଏଠାରେ ମିସିନ୍ କରୁଛି କାମ ଏଭଳି ଅଭିଯୋଗ ଆଣିଲେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର । ଆନୁମାନିକ ଲୋକ ଦେଖାଣିଆ ପାଇଁ କିଛି ଶ୍ରମିକକୁ ବିଭାଗୀୟ ଅଧିକାରୀମାନେ କାମରେ ନିୟଜିତ କରୁଛନ୍ତି କିନ୍ତୁ ସେମାନଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ…
Read More...

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ …..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରେ ‘ନବୀନ ହଟାଅ ଓଡ଼ିଶା ବଂଚାଅ’ ବିକ୍ଷୋଭ ସଭା ଆୟୋଜିତ ହେବା ସହ ‘ନବୀନ ନିବାସ ଘେରାଉ’ ର‌୍ୟାଲି ମଧ୍ୟ ହୋଇଥିଲା । ଏହି…
Read More...

ବିଜେପି ସହ ବିଜେଡ଼ିର ବିବାହ କଲା ନବରଙ୍ଗପୁର କଂଗ୍ରେସ…..

ଅନୁସନ୍ଧାନ ଭାରତ(ବ୍ୟୁର): ବିଜେପି ଓ ବିଜେଡି ର ବିବାହ କଲା ନବରଙ୍ଗପୁର କଂଗ୍ରେସ । ନବରଙ୍ଗପୁର ସଦର ବ୍ଳକ୍ ରାଜା ବେହେରାଗୁଡା ଠାକୁରାଣୀ ମନ୍ଦିର ପରିସର ମଧ୍ୟରେ ଏକ ବେଦୀ ପ୍ରସ୍ତୁତ କରି ଦୁଇ ଜଣ କିନ୍ନରଙ୍କୁ ବର ଓ କନିଆଁ କରି ବିବାହ କରାଯାଇଥିଲା । ବିଜେପି ବରକୁ ବିଜେଡି କନିଆଁ ରୂପେ…
Read More...

ବୋଲେରୋ ସହ ବାଇକ୍ ଧକ୍କା: ୨ ଗୁରୁତର, ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନନ୍ତରିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ସହର ଉପଖଣ୍ଡ ୫୯ ନଂ ଜାତୀୟ ରାଜପଥ ଖଣ୍ଡରା ଛକ ନିକଟରେ ଟିପିଏସଓଡିଏଲ କାର୍ଯ୍ୟାଳୟରେ ନିୟୋଜିତ ବୋଲେରୋ (ଓଡି୦୫ ପି ୬୩୮୭) ସହ ମୋଟର ସାଇକେଲ (ଓଡି୦୭ ଏଇ ୬୩୭୪) ମୁହାଁମୁହିଁ ଧକ୍କା ଘଟିଛି। ଦୁର୍ଘଟଣାରେ ଉଭୟ ଗାଡି ଚାଳକ…
Read More...

ଝିଅ ବାହାଘର ଦିନ ବାପାର ଆତ୍ମହତ୍ୟା…

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳି ଥାନା ସିକିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।‌ ରବିବାର ଝିଅ ବାହାଘର ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଚାଲିଥିବା ବେଳେ କନ୍ୟା ପିତା ଜଣଙ୍କ ଗ୍ରାମ ନିକଟସ୍ଥ ଏକ ମୁଗ କିଆରିରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ…
Read More...

ହିଞ୍ଜିଳିକାଟୁ ସହରରେ ଟ୍ରାଫିକ ନିୟମ ଉଲଙ୍ଘନରୁ ବଢୁଛି ଅସନ୍ତୋଷ……

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ସହର ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ମାନ୍ୟତା ପାଇବା ସହ ୨୦୧୮ ମସିହାରେ ସ୍ଥାନୀୟ ସହରକୁ ପୌରପରିଷଦର ମାନ୍ୟତା ମିଳିଥିଲା । ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହୋଇଥିବା ହିଞ୍ଜିଳିକାଟୁ ସହରରେ ଏଯାବତ୍ ଆବଶ୍ୟକ ଟ୍ରାଫିକ…
Read More...

ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସର ନିଆରା ବାହାଘର, ବିଜେପି ବରକୁ ବିଜେଡି କନ୍ୟା…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜନୀତିରେ ନିଆରା ବାହାଘର, ବିଜେପି ବରକୁ ବିଜେଡି କନ୍ୟା । ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଏକ ଭିନ୍ନ ଧରଣର ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ କେନ୍ଦ୍ରର…
Read More...

ଟ୍ରକ ଚକା ତଳେ ପଡ଼ି ସଫେଇ କର୍ମଚାରୀ ମୃତ, କ୍ଷତିପୂରଣ ଦାବୀରେ ଧାରଣା ଦେଲେ ପରିବାର ଲୋକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଶଙ୍ଖ ସାହିର ଆଉଟ ସର୍ସିଙ୍ଗ ଏନଏସି ସଫେଇ କର୍ମଚାରୀ ଶରତ ନାୟକ( 40)ଙ୍କ ମୃତ୍ୟୁ ଘଟିଛି l ସୂଚନା ଅନୁସାର ଆଜି ଅପରାହ୍ନ ପାଖପାଖି ଚାରି ଘଣ୍ଟିକା ସମୟରେ ମୃତ ଶରତ…
Read More...