ବଲସିନାପାଲିରେ ସ୍ବଭାବକବିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ….

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ସାହିତ୍ଯ ସଂସ୍କୃତି ସଂପନ୍ନ ସିନାପାଲି ଠାରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପୂର୍ଣ୍ଣ ଅବୟବ ବିଶିଷ୍ଟ ପ୍ରତିମୂର୍ତ୍ତି ଶନିବାର ଉନ୍ମୋଚିତ କରାଯାଇଛି l ଏହି ଅବସରରେ ବ୍ଲକ ଅଧ୍ଯକ୍ଷା ମାଧୁରୀ ମାଝୀ, ତହସିଲଦାର ଉପାଞ୍ଜଳି ମାଝୀ, ନିଖିଲ ଓଡ଼ିଶା…
Read More...

ଗନିଆରୀ ସାପ୍ତାହିକ ବଜାର ଉଦ୍ଘାଟିତ….

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ବସ୍ ଷ୍ଟେସନ ନିକଟରେ ଗନିଆରି ସାପ୍ତାହିକ ବଜାର ଆଜି ଉଦ୍ଘାଟିତ ହୋଇଯାଇଛି । ମାନିଗୁଡା ସରପଞ୍ଚ ଯୋଗେନ୍ଦ୍ର ବାଗ ଏବଂ ଗନିଆରିର ଯୁବକଙ୍କ ପ୍ରୟାସରେ ଲୋକେ ସୁଲଭ ମୂଲ୍ୟ ପନିପରିବା ସହ ଘର କିରଣା ସାମଗ୍ରୀ କିଣା…
Read More...

ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଅସୁସ୍ଥ…

ନୂଆପଡ଼ା(ବିରବଲ ପ୍ରଧାନ): କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଅସୁସ୍ଥ ହୋଇପଡ଼ିଛନ୍ତି I ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରି ମୁମ୍ବାଇ ସ୍ଥାନାନ୍ତର କରାଯାଇଛି । ଗତ ୧୯ତାରିଖରେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ରାଜ୍ୟସ୍ତରୀୟ ଦଳୀୟ ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ଵର…
Read More...

ରାଜ ନହର ଠାରେ ଗଜପତି କଲେଜ୍ ଅଫ ନର୍ସିଂ ଛାତ୍ରୀଙ୍କ ପକ୍ଷରୁ ମୃତ ଡାକ୍ତର ଛାତ୍ରୀଙ୍କୁ ନ୍ୟାୟ ପାଇଁ ରାଲି..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥ ରାଜ ନହର ଠାରେ ଆଜି ଶୁକ୍ରବାର ଏଗାରଟା ବେଳେ ଗଜପତି କଲେଜ୍ ଅଫ ନର୍ସିଂ ଛାତ୍ରୀଙ୍କ ପକ୍ଷରୁ ପଶ୍ଚିମ ବଙ୍ଗର ମୃତ ଡାକ୍ତର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଏକ ରାଲି ଅନୁଷ୍ଠିତ ହୋଇ ଯାଇଛି । ଡାକ୍ତର ଛାତ୍ରୀଙ୍କୁ…
Read More...

ସିରିଜ୍ ବୋମାମାଡ ପରେ ଆକ୍ରମଣ, ଚାରି ଯୁବକ ଗୁରୁତର…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରା ଗ୍ରାମ କାଳୀମନ୍ଦିର ଛକ ନିକଟରେ ସିରିଜ୍ ବୋମା ମାଡ଼ ପରେ ମାରଣାସ୍ତ୍ରରେ ପାଞ୍ଚ ଯୁବକ ଙ୍କୁ ଆକ୍ରମଣ ହୋଇଛି। ଏଥିରେ ଚାରି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଯୁବକମାନେ ହେଲେ କେଶରା ଗ୍ରାମର ଲକ୍ଷ୍ମଣ ନାହାକ, ସୁରେଶ…
Read More...

ଟିକାବାଲିର ମାଁ ବ୍ୟାଘ୍ର ଦେବୀ କଳା ସଂସ୍କୃତିର ବହି ପୁଜା…

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ଆସନ୍ତା ଦଶହରା ଉପଲକ୍ଷେ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏହାର ୩ ୟ ଅବଦାନ ନିମନ୍ତେ ନାଟକ ପରିବେଷଣ ହେବାକୁ ଯାଉଅଛି l ଏହାର ପ୍ରସ୍ତୁତି ବୈଠକ ଗତ ୨୩ ତାରିଖ ଶୁକ୍ରବାର ଦିନ…
Read More...

ଆଜି ବି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଘରିଆ ସାହି…

ଟିକାବାଲି(ସାନୁଜ ବେହେରା ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଛତିଝାର ଠାରେ ଥିବା ଦଶ ଘରିଆ ସାହି l ଏହି ସାହି ବସିବାର ଦିର୍ଘ ୩୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପ୍ରୋର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ହୋଇ ନ ଥିବା ବାସିନ୍ଦା କହିଛନ୍ତି । କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମ ପଞ୍ଚାୟତ…
Read More...

ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ…

ପାରଳାଖେମୁଣ୍ଡି/ଗୁମ୍ମା(ପ୍ରବୀଣ କୁମାର ଲିମ୍ମା/ ସରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ UBCA ଓ ଜିଲ୍ଲା…
Read More...

ପଦ ଫେରି ପାଇଲେ ଜୀବା ଗ୍ରାମପାୟତର ସରପଞ୍ଚ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମ ପଞ୍ଚାୟତ 2022 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଡେଙ୍ଗା ଶବର ରବୀନ୍ଦ୍ର ଶବରଙ୍କୁ 237 ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇ ଜୀବା ଗ୍ରାମ ପଞ୍ଚାୟତ ସରପଞ୍ଚ ହୋଇଥିଲେବ। ତେବେ ରବୀନ୍ଦ୍ର…
Read More...

ବାଣୀଗୋଛା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ ଅନୁଷ୍ଠିତ…

ନୟାଗଡ଼(ରତ୍ନାକର ହୋତା): ପ୍ରତି ବର୍ଷ ଭଳି ନୟାଗଡ଼ ଜିଲ୍ଲା ବାଣୀଗୋଛା ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର, ଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇ ଥାଏ l ଏହି ଉତ୍ସାବ ଏ ଚଳିତ ବର୍ଷ ମଧ୍ୟ ପାଳନ ହୋଇ ଯାଇଅଛି l ଏହି ସମାରୋହରେ କନ୍ଧମାଳ ସାସଂଦ ସୁକାନ୍ତ କୁମାର…
Read More...