ଗୁଣପୁରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ…

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ଗୁଣପୁର ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି । ଦିବା ସମୟରେ ସହର ମଧ୍ୟରେ ଭାରୀଯାନ ପ୍ରବେଶ ଦ୍ୱାରା ଜନସାଧାରଣଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳୁଛି l ସହର ମଧ୍ୟରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ…
Read More...

ସାମ୍ବାଦିକଙ୍କ ନିମନ୍ତେ ଯାତ୍ରୀ ପରିବହନ ବସରେ ସ୍ଵତନ୍ତ୍ର ସ୍ଥାନ ସଂରକ୍ଷଣ ନିମନ୍ତେ ଦାବୀ..

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସଂଘର ଆବାହକ ଶ୍ରୀ ଶକ୍ତି ଦାଶ, ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଓ ସମ୍ପାଦକ ହରିହର ଶତପଥୀଙ୍କ ସମେତ ସଂଘର ସଦସ୍ୟ ରଞ୍ଜିତ କୁମାର ପାଢ଼ୀ(ଟୁଟୁ) ଓ ମନୋଜ କୁମାର ନାଲା ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ…
Read More...

ମାଳତୀ ବସ୍ ଦୁର୍ଘଟଣା, 7ରୁ ଉର୍ଦ୍ଧ ଯାତ୍ରା ଆହତ….

ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ ଲିଙ୍ଗଗଡ଼ ସ୍ଥିତ ବନ୍ଦ ପାଖରେ ଓଆର 12-ସି 2142 ନମ୍ବର ଯାତ୍ରୀ ବାହୀ ବସ ମାଳତୀ ଦୁର୍ଘଟଣାର ସମ୍ମୁଖୀନ ହୋଇଛି l ଏହି ଦୁର୍ଘଟଣାରେ 7ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇ ଥିବା ସୂଚନା ମିଳିଛି l ଘଟଣା ଅନୁସାରେ…
Read More...

କାମାକ୍ଷୀ ନଗରରେ ନାବାଳିକାଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କାମାକ୍ଷୀ ନଗରରେ ଶନିବାର ଦିନ ୧୨ ଘଣ୍ଟା ରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ଆଜି କାମାକ୍ଷୀ ନଗରରେ ଜଣେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଯାଇଥିଲା । ଏହା ପରେ…
Read More...

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସିପକ୍ ଟାକ୍ରୋ ଖେଳ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ ): ହକି ଲେଜେଣ୍ଡ ମେଜର ଧ୍ୟlନଚାନ୍ଦଙ୍କ ଜନ୍ମ ବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ୨୯ ତାରିଖରୁ ୩ ଦିନ ଧରି ସୁନ୍ଦରଗଡ଼ ସଦର ମହକୁମା ଠାରେ ବିଭିନ୍ନ କ୍ରୀଡ଼ା ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟା ୫.୩୦ ସମୟରେ…
Read More...

ଜିଲ୍ଲାପାଳଙ୍କ ଉତ୍ତରରେ ଅସନ୍ତୋଷ ଜନତା: ଆନ୍ଦୋଳନ ପାଇଁ ସଜବାଜ, ଅଣ୍ଟା ଭିଡ଼ିଲେ ୮ ପଞ୍ଚାୟତର ଲୋକ…

ଦାରିଙ୍ଗବାଡି (ଆଶୋକ ସିଂ): ଆମ ରାଜ୍ୟର ଅନ୍ୟ ଏକ ବୃହତ୍ତମ ବ୍ଲକ ହେଉଛି ଦାରିଙ୍ଗବାଡି l ଯାହା ଓଡ଼ିଶାର କଶ୍ମୀର ନାମରେ ପରିଚିତ l ୨୫ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଦାରିଙ୍ଗବାଡ଼ି ବ୍ଲକ ଗଠିତ l ଏହି ବ୍ଲକରେ ଥିବା ପଞ୍ଚାୟତ ଗୁଡ଼ିକର ଅନେକ ଗ୍ରାମ ଅପହଞ୍ଚ ଇଲାକାରେ ଅବସ୍ଥିତ । ସେଥି…
Read More...

ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା, ୨ ଯୁବକ ଆହତ….

କୋକସରା( ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଦେଇ ପିପଲଗୁଡା ଯାଉଥିବା ସୁଭଦ୍ରା ନାମକ ଏକ ଘରୋଇ ବସ ସହିତ କୁଶମାଲ ଛକ ନିକଟରେ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ମାନେ ହେଲେ ଧର୍ମଗଡ…
Read More...

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯୁବକ ଗୁରୁତର…

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଜାତୀୟ ରାଜପଥ ୨୬ ମହାଜନଗୁଡାରୁ କେନ୍ଦୁ ଡଙ୍ଗରି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଶନିବାର ସନ୍ଧ୍ୟାରେ ଏକ ବାଇକ ରାସ୍ତା ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି l ଘଟଣା ସମ୍ପର୍କରେ ଖବର ପାଇ…
Read More...

ବିଦାୟକାଳୀନ ଅବସରରେ।ବୃକ୍ଷରୋପଣ କରି ଉଦାହରଣ ସୃଷ୍ଟି କଲେ ପ୍ରଧାନ ଶିକ୍ଷକ…

ଭବାନୀପାଟଣା(ତୁଳମଣି ନାଗ): ସ୍ଥାନୀୟ ରିଷିଗାଁ କ୍ଲସଷ୍ଟର ଅଧୀନସ୍ଥ କେରୋକୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଦାସଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ରିଷିଗାଁ…
Read More...

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ, ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆରଏମସି ତରଫରୁ ବିବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସ୍ଥାନୀୟ ମଧୁସୂଦନ ମାର୍ଗ ନିକଟରୁ ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ…
Read More...