ଘୁ.ଉଦୟଗିରିର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତବର୍ଷରେ ଗୁରୁ ଶିଷ୍ଯ ପରମ୍ପରା ବହୁ ପ୍ରାଚୀନ। ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁ ପାରି ନଥାଏ ।  ଅଜ୍ଞାନ ରୂପକ ଅନ୍ଧକାରରୁ  ଯିଏ ଆଲୋକ ଦେଖାନ୍ତି  ସେ ହିଁ ଗୁରୁ । ଶିକ୍ଷା ପ୍ରଦାନ ସହିତ ଜୀବନକୁ ମାର୍ଜିତ, ଶ୍ରୁଖଂଳିତ କରିବାରେ ଅତୁଳନୀୟ ଅବଦାନ…
Read More...

ପୁରାତନ ରୀତିରେ ଗୁରୁଙ୍କୁ ପୂଜିଲେ ଛାତ୍ରଛାତ୍ରୀ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ଅଧୀନରେ ଥିବା କେ.ଏମ.ଭଳିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରରୋଚନା କ୍ରମେ  ପବିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି  l ଉକ୍ତ ଉତ୍ସବରେ ଶିକ୍ଷକ…
Read More...

ମୋହନା ଚର୍ଚ୍ଚରେ ଅନ୍ତର୍ଜାତୀୟ ଦାନ ପୁଣ୍ୟ ଦିବସ ପାଳନ….

ରା.ଉଦୟଗିରି ( ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ମୋହନା  ସେଣ୍ଟ ପିଟର ଚର୍ଚ୍ଚ ଠାରେ ଅନ୍ତର୍ଜାତୀୟ ଦାନ ପୁଣ୍ୟ ଦିବସ ପାଳନ କରାଯାଇଛି l ଏହି ଦିନରେ ମଦେର ଟେରେସାଙ୍କ ଦେହବସାନ ହୋଇଥିଲା l ତେଣୁ ଏହି ଦିବସରେ ଦାନ ଓ ପୁଣ୍ୟ ଦିବସ ରୂପେ ପାଳନ କରାଯଉଛି l କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁଦିବସ ଓ ଅବସରକାଳୀନ ସମାର୍ଦ୍ଧନା ସଭା ଅନୁଷ୍ଠିତ…..

ନବରଙ୍ଗପୁର(ମିହିର ଶଙ୍କର ପାତ୍ର ): ପାପଡା ହାଣ୍ଡି ବ୍ଳକରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଓ ଅଵସର କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସଭାପତି ସୁଦର୍ଶନ ମାଝୀ, ମୁଖ୍ୟ ଅତିଥି ଅଵସର ପ୍ରାପ୍ତ ଗୋଷ୍ଠୀ…
Read More...

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ…

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପଡିଆରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ଗୁରୁ ଦିବସରେ ଗୁରୁଙ୍କ ଅଭାବ: ଜଣେ ଅତିଥି ଶିକ୍ଷକରେ ଚାଲିଛି ଉଲି ପଦର ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ, ନିୟମିତ…

ଦାରିଙ୍ଗବାଡି (ଆଶୋକ ସିଂ): ଆଜି ପବିତ୍ର ଗୁରୁ ଦିବସ l ଗାଁ ଠୁ ସହର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମାନଙ୍କରେ ଡ଼.ସର୍ବ ପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବେ ପାଳନ କରି ଆସୁଛନ୍ତି ଭାରତ ବାସୀ l 'ଗୁରୁ ' ଯିଏ କି ସମାଜର ଅନ୍ଧକାରକୁ ଦୁର କରି ଶିକ୍ଷାର ଆଲୋକ ପ୍ରଦାନ…
Read More...

ପ୍ରଧାନ ଶିକ୍ଷକଙ୍କୁ ଗିରଫ ପାଇଁ ଜିଲ୍ଲା ଏସଟି/ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଆଦିବାସୀ ମଞ୍ଚ ପକ୍ଷରୁ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ବାଲିଶଙ୍କରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲଙ୍କୁ ଗିରଫ କରିବା ଦାବିରେ  ଜିଲ୍ଳା ଏସଟି/ଏସସି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଆଦିବାସୀ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି l ଗତ ମାସ ଅଗଷ୍ଟ ୧୬…
Read More...

ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଅଠରବାଟିଆ ଲକ୍ଷ୍ମୀ ବସ୍‌ଷ୍ଟପ୍

ଚିଲିକା( ସଂଗ୍ରାମ ରଣା): ଚିଲିକା ବ୍ଲକ ଅନ୍ତର୍ଗତ ଅଠରବାଟିଆ ପଞ୍ଚାୟତଠାରେ ନିର୍ମିତ ଲକ୍ଷ୍ମୀ ବସ୍ ଷ୍ଟପ ଅବ୍ୟବସ୍ଥା ଘେରରେ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ବସ୍‌ଷ୍ଟପରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି…
Read More...

ପ୍ରଶାସନର ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲଘଂନ କରି ପ୍ଲାଷ୍ଟର ଅଫ ପାରିସର ମୂର୍ତ୍ତି ବିକ୍ରି….

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଖୁଲମ ଖୁଲା ପ୍ଳାଷ୍ଟର ଅଫ ପାରିସର ଗଣେଶ ମୂର୍ତ୍ତି ବିକ୍ରି କରାଯାଉଛି l ପ୍ଳାଷ୍ଟର ଅଫ ପାରିସର ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବା ଯୋଗୁଁ ଗଣେଶ ମୂର୍ତ୍ତି ମାଟିରେ ଗଢିବା ସହ ପ୍ଳାଷ୍ଟର…
Read More...

ଦାରିଙ୍ଗବାଡିରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ….

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସ୍ଥିତ ରପଡ଼ ବଡି ନୋଡାଲ ୟୁପି ସ୍କୁଲରେ ୨୦୨୪ ମସିହାର ରାଷ୍ଟ୍ରୀୟ ଆବିସ୍କାର ଅଭିଯାନ ପକ୍ଷରୁ ବୁଧବାର ଦିନ ଶ୍ରୀ ଗୋକୁଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ଵରେ ବ୍ଲକ୍ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ…
Read More...