ବାମନଘାଟୀ ଫୁଟବଲ ଚମ୍ପିୟାନସିପ୍ 2024-25 ଉଦଘାଟିତ…….

ରାଇରଙ୍ଗପୁର(ଉତ୍ତମ ରାମ): ବାମନଘାଟୀ ହେଉଛି ଫୁଟବଲ ଖେଳର ଏନ୍ତୁଡିଶାଳ l ଏହି ବାମନଘାଟୀରୁ ଖେଳାଳୀମାନେ ନିଜର କ୍ରୀଡା ନୈପୁନ୍ୟ ପ୍ରଦର୍ଶନ କରି ଦେଶ ବିଦେଶରେ ସୁନାମ ଅର୍ଜନ କରି ଆସୁଛନ୍ତି l ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରେ ତ୍ରିଦିବସୀୟ “ବାମନଘାଟୀ…
Read More...

ବେଆଇନ ମଦ ଭାଟିରେ ଚଢ଼ାଉ, ୭ ଗିରଫ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଅବକାରୀ ବିଭାଗ ଓ ଜଗନ୍ନାଥପ୍ରସାଦ ପୁଲିସ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ଅବକାରୀ ଧରପଗଡ଼ କରାଯାଇଛି। ଜଗନ୍ନାଥପ୍ରସାଦ ଥାନା ଅଧିନ କିୟାଧର ଓ ନୂଆଁପଲ୍ଲୀ ଗ୍ରାମରେ ଚାଲିଥିବା ବେଆଇନ ମଦ ଭାଟିରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ରନ୍ଧା ମଦ ନଷ୍ଟ କରାଯିବା…
Read More...

ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମନମୁଖୀ ଶାସନ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସଦର ବ୍ଲକ ଅଧକ୍ଷଙ୍କ ଅନୁପସ୍ଥିତିରେ ବିଭିନ୍ନ ମନମୁଖୀ କାର୍ଯ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆଙ୍କ ଜାଣତରେ ହେଉଥିବା ଯୋଗୁଁ ଏହାକୁ ବିରୋଦ୍ଧ କରି ବ୍ଲକ ଉପାଧ୍ୟାକ୍ଷା ଚନ୍ଦ୍ରମା ମେହେର ଓ କେତେକ ସମିତି ସଦସ୍ୟ ଆଜି ଜିଲ୍ଲାପାଳ ମନୋଜ…
Read More...

ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଜରୁରୀ ବୈଠକ ଅନୁଷ୍ଠିତ…

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ପ୍ରମୁଖ କର୍ମକର୍ତାଙ୍କୁ ନେଇ ଜିଲ୍ଲା ଆବହାକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଖଡ଼ିଆଳ ସ୍ଥିତ ଅଗ୍ରସେନ୍ ଭବନ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ନୂଆପଡା ଜିଲ୍ଲାର ଶ୍ରମିକ ବର୍ଗର ବିଶେଷ କରି ଦାଦନ ଶ୍ରମିକ,…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜବାନଙ୍କ ଶେଷକୃତ୍ୟ ଗାଁ ସ୍ମଶାନରେ ସମ୍ପୂର୍ଣ୍ଣ….

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଉତ୍ତରପ୍ରଦେଶ ବରେଲିରେ ଠାରେ ଓଡ଼ିଆ ବୀର ଯବାନ ସନ୍ତୋଷ କୁମାର ବେହେରାଙ୍କ ମୃତ୍ୟୁ ଘଟିଛି ।ତେବେ ଗତ ଶନିବାର ଦିନ ବରେଲି ବାଟାଲିୟନ ତରଫରୁ ଏକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ପ୍ରସାଦ ଖାଇବା ପରେ ସେମାନଙ୍କ ମଧ୍ୟରୁ ୨୨ ଜଣ ଯବାନ ଅସୁସ୍ଥ…
Read More...

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ତଥା ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ବାର୍ଷିକୀ ପାଳନ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବରେ…
Read More...

ବ୍ରାହ୍ମଣୀଗାଁ ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ…..

ଦାରିଙ୍ଗବାଡି (ଆଶୋକ ସିଂ)ତା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଇଛି l ଏହି ଅବସରରେ ବ୍ରାହ୍ମଣୀଗାଁ ସ୍ଥିତ ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନିଆରା ଢଙ୍ଗରେ ଗରୁ ଦିବସ ପାଳନ କରାଯାଇଛି l ବିଦ୍ୟାଳୟର ଗୁରୁଜୀ,…
Read More...

ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ପରିଦର୍ଶନ କଲେ କନ୍ଧମାଳ ଜିଲ୍ଲାପାଳ…..

ଟିକାବାଲି( ସାନୁଜ ବେହେରା): କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ହେଉଛି ଟିକାବାଲି ବ୍ଲକ ପାଇଁ ଏକ ଉପାନ୍ତଏବଂ ଦୁର୍ଗମ ଗ୍ରାମପଞ୍ଚାୟତ ଅଟେ l ଏହି ଗ୍ରାମପଞ୍ଚାୟତରେ ଆଦିବାସୀ ଦଳିତ ଓ ପଛୁଆ ବର୍ଗର ଲୋକମାନେ ବାସ କରନ୍ତି l ଗ୍ରାମପଞ୍ଚାୟତରେ ମୋଟ 5…
Read More...

ସୁଭଦ୍ରା ଯୋଜନା ଆବେଦନ ପାଇଁ ପୋଷ୍ଟାଲ ଓ ବ୍ୟାଙ୍କ ମାନଙ୍କର ହିତାଧିକାରୀମାନଙ୍କର ନାହିଁ ନ ଥିବା ଭିଡ….

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସମେତ ଓଡିଶାର କୋଣ ଅନୁକୋଣରେ ସୁଭଦ୍ରା ଯୋଜନା ଅନ୍ତର୍ଭକ୍ତ କରିବା ପାଇଁ ମହିଳାମାନଙ୍କର ନାହିଁ ନ ଥିବା ଭିଡ ପୋଷ୍ଟାଲ ଓ ବ୍ୟାଙ୍କମାନଙ୍କରେ ଦେଖାଯାଇଥିଲା l ଆଧାର କାର୍ଡରେ ଭୂଲଭଟକାକୁ ସଂଶୋଧନ ଅବା ନିଜ ମୋବାଇଲ ନମ୍ବରକୁ ଆଧାରକାର୍ଡ ସଙ୍ଗେ ଯୋଡିବା…
Read More...

ଟିକାବାଲିରେ ଗୁରୁଦିବସ ଧୂମଧାମରେ ପାଳିତ….

ଟିକାବାଲି(ସାନୁଜ ବେହେରା): ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଟିକାବାଲି ବସଷ୍ଟାଣ୍ଡ ସ୍ଥିତ ମା ଭୈରବୀ କଲ୍ୟାଣ ମଣ୍ଡପ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗୁରୁଦିବସ କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରାଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଟିକାବାଲି ସମିତି ଅଧକ୍ଷ…
Read More...