କ୍ଲଷ୍ଟର ଲେବଲ ମାସିକ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅର୍ନ୍ତଗତ ଫିରିଙ୍ଗିଆ ବ୍ଲକ, ମାଝିପଡ଼ା କ୍ଲଷ୍ଟରର ଜାତାଜିରୀ ପ୍ରାର୍ଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଅଜିତ୍ କୁମାର ବେହେରାଙ୍କ ତତ୍ୱାବଧାନରେ ଚଳିତ ମାସ କ୍ଲଷ୍ଟର ଲେବଲ ମାସିକ ବୈଠକ ଶାନ୍ତି ଶୃଙ୍ଖଳାରେ ହୋଇଯାଇଥିବା…
Read More...

ଟିକାବାଲି ମହାବିଦ୍ୟାଳୟରେ ନୂତନ ବିଦ୍ୟାର୍ଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା….

ଅନୁସନ୍ଧାନ ଭାରତ(ବ୍ୟୁର): ଟିକାବାଲି ବ୍ଲକ ସ୍ଥିତ ଏ.ଏମ୍. ସି.ଏସ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ନିମିତ୍ତ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ବିଷ୍ଣୁପ୍ରିୟା ପଣ୍ଡା ଅଧ୍ୟକ୍ଷତା କରିଥିଲେ ।…
Read More...

ଦୀର୍ଘ ବର୍ଷ ପରେ ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନାରେ ନୂତନ ଆଇଆଇସି ଭାବେ ବିଜୟ ହାଇବୁରୁ ଯୋଗ ଦେଇଛନ୍ତି । ସେ ଫୁଲବାଣୀ ଏସ୍‌ପି କାର୍ଯ୍ୟାଳୟରୁ ଏଠାକୁ ବଦଳି ହୋଇ ଆସିଛନ୍ତି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କୁ…
Read More...

ରାଇରଙ୍ଗପୁରରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ….

ରାଇରଙ୍ଗପୁର(ଉତ୍ତନ ରାନ): ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟଗ ମନ୍ତ୍ରୀ ଡକ୍ଟର କୁଷ୍ଣଚନ୍ଦ୍ର ମହାପାତ୍ର ଗ୍ରସ୍ତରେ ଆସି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଶ୍ରୀ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ସଫେଇ…
Read More...

ନୂଆପଡାରେ ବିକାଶ ମେଳା ଅନୁଷ୍ଠିତ…..

ନୂଆପଡ଼ା(ବିରବଲ ପ୍ରଧାନ): ଆଜି ପୂର୍ବାହ୍ନ ୧୧. 00ଘଣ୍ଟା ସମୟରେ ଶ୍ରୀଯୁକ୍ତ ଗଣେଶ ରାମ ସିଂହଖୁଣ୍ଟିଆ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଶ୍ରମ ବିଭାଗ ଓଡିଶା ସରକାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ଥାନୀୟ ମିନି ଷ୍ଟାଡିୟମରେ ନୂଆପଡା ଜିଲ୍ଳା ବିକାଶ ମେଳାର ଶୁଭ ଉଦଘାଟନ…
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ରାହ୍ମଣୀଗାଁ ଶାଖାରେ କର୍ମଚାରୀ ଅଭାବ: ବଢୁଛି ଜନ ସନ୍ତୋଷ, ଆନ୍ଦୋଳନ ଚେତାବନୀ…..

ଦାରିଙ୍ଗବାଡି(ଆଶୋକ ସିଂ):  ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ତଥା ଗଞ୍ଜାମ ଗଜପତି ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ବ୍ରାହ୍ମଣୀଗାଁରେ ଏକ ମାତ୍ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କର୍ଯ୍ୟ କରୁଥିବା ବେଳେ ବ୍ୟାଙ୍କରେ…
Read More...

ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଦଶମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ….

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବୁର୍ବିନାଯୁ ଠାରେ ବ୍ଲକ ସ୍ତରୀୟ ଦଶମ ମାସିକ…
Read More...

ମରଣଯନ୍ତା ପାଲଟିଛି କୁମ୍ଭାରିଗାଁ ପଞ୍ଚାୟତ ରାସ୍ତା….

ଦାରିଙ୍ଗବାଡି(ଆଶୋକ ସିଂ):  କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚକ ଭାବେ ପରିଚିତ ଥିବା ବେଳେ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ l ସେଥି ମଧ୍ୟରୁ  କୁମ୍ଭାରୀଗାଁ  ପଞ୍ଚାୟତ  ଅନ୍ୟତମ ଯେଉଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ ।…
Read More...

‘କାକବନ୍ଧ୍ୟାର ଖୁସି’ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗାଳ୍ପିକ ସରୋଜ ସାହୁଙ୍କ ପୁସ୍ତକ 'କାକବନ୍ଧ୍ୟାର ଖୁସି' ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ l ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଗାଳ୍ପିକ ସରୋଜ ସାହୁଙ୍କ ଗଳ୍ପ ସଂକଳନ, କାକବନ୍ଧ୍ୟାର ଖୁସିର ଲୋକାର୍ପଣ…
Read More...

ମୋହନା ବଣିକ ସଂଘ ପକ୍ଷରୁ ଦୁର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ..

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ପାଖେଇ ଆସୁଛି ଦୁର୍ଗାପୂଜା । ପଲ୍ଲୀରୁ ସହର ସବୁଠି ଧୁମ୍ ଧାମରେ ପାଳନ ହେବ ଦୁର୍ଗା ପୂଜା l ଏହି ଅବସରରେ ମା'ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ହେବା ସହ ଭଳିକି ଭଳି ମେଢ଼ ଦେଖିବାକୁ ମିଳିବ । କାରିଗରମାନେ ବିଭିନ୍ନ ଢ଼ଙ୍ଗର ମା'ଙ୍କ ମୂର୍ତ୍ତି ଗଢ଼ିବାରେ…
Read More...