ବନପାଳ ପ୍ରଶିକ୍ଷଣ କେନ୍ଦ୍ରରେ ୭୭ ତମ ବନମହୋତ୍ସବ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ବନପାଳ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ସ୍ଥାନୀୟ ଜେଏମଏଫସି କୋର୍ଟ ଏବଂ ବନବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ଦିନ  ବୃକ୍ଷରୋପଣ ଦ୍ୱାରା ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ…
Read More...

କଂଗ୍ରେସର ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇଙ୍କ ପ୍ରଥମ ରାଜନୈତିକ ବ୍ୟାପାର ବୈଠକ ଅନୁଷ୍ଠିତ…

ଯେତେ ବଡ଼ ନେତା ହେଲେ ମଧ୍ୟ କ୍ଷେତ୍ରକୁ ଯିବାକୁ ହେବ; ଯେତେ ବରିଷ୍ଠ ହେଲେ ମଧ୍ୟ ସଭାପତିଙ୍କ ପରାମର୍ଶ କ୍ରମେ କାର୍ଯ୍ୟ ନିର୍ଣ୍ଣୟ ହେବ: ଲାଲଜୀ 'କଂଗ୍ରେସ ପ୍ରଥମେ ଓଡ଼ିଶାବାସୀଙ୍କ ହୃଦୟ ଜିତିଲେ ନିର୍ବାଚନ ଜିତିପାରିବ’ ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କଂଗ୍ରେସ ଭବନ ଠାରେ ଅଖିଳ…
Read More...

ଅଲିମାହା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା….

ଦାରିଙ୍ଗବାଡି(ଅଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଅଲିମାହା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗୁମୀକିଆ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ବିଦ୍ୟାଳୟ…
Read More...

ଲୋନ କରାଇଦେବା ନାଁରେ ୧୦ ମହିଳାଙ୍କୁ ୫୦ ହଜାର ଠକେଇ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା…..

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଲୋନ କରାଇଦେବା ନାଁରେ ସରଳ ମହିଳାମାନଙ୍କୁ ୫୦ ହଜାର ଆର୍ଥିକ ଠକେଇ କରାଯାଇଥିବା ଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୀମନବାଡ଼ି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ…
Read More...

ଘୁ.ଉଦୟଗିରି ମିଡିଆ କ୍ଲବର ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ମିଡିଆ କ୍ଲବର ଏକ ବୈଠକ ଘୁ.ଉଦୟଗିରି ସ୍ଥିତ ବଣିକ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଅଛି । ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ଏହି ବୈଠକରେ ସମ୍ପାଦକ ଚିନ୍ମୟ କୁମାର ସେଠୀ ବିବରଣୀ ପଠନ କରିଥିଲେ । ଏହି ବୈଠକରେ କ୍ଲବର ଉପଦେଷ୍ଟା…
Read More...

ଡାକ୍ତରୀ ଦିଵସରେ ୧୦ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର ସଂଘ, ଦାରିଙ୍ଗବାଡିରେ ରୋଗୀ ସେବା ପ୍ରଭାବିତ…

ଦାରିଙ୍ଗବାଡି(ଅଶୋକ ସିଂ): ଜାତୀୟ ଡାକ୍ତରୀ ଦିଵସରେ ଓଡ଼ିଶା ରାଜ୍ୟର ବିଭିନ୍ନ ଡ଼ାକ୍ତର ଖାନାରେ କାର୍ଯ୍ୟରତ ଡାକ୍ତରମାନେ ୧୦ ଦଫା ଦାବୀକୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଛନ୍ତି l ଯାହା ଫଳରେ ରୋଗୀ ସେବା ପ୍ରଭାବିତ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ …
Read More...

କୋଟଗଡ ପୁଲିସ ପକ୍ଷରୁ ନିଶା ମୁକ୍ତ ଓଡିଶା ଆରମ୍ଭ….

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ପୁଲିସ ପକ୍ଷରୁ କୋଟଗଡ ଥାନା ପରିସରରେ ନିଶାମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କୋଟଗଡ ଥାନା ଅଧିକାରୀ ସମ୍ବିତ କୁମାର ସ୍ଵାଇଁ ଅଧକ୍ଷତା କରି ନିଶାମୁକ୍ତ ଓଡିଶା ଉଦ୍ଦେଶ୍ୟରେ କାର୍ଯ୍ୟକାରିତା ନେଇ ଜନ…
Read More...

ପୋଷ୍ଟାଲ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା, ଅକାଳରେ ଚାଲିଗଲା ସ୍ଵାସ୍ଥ୍ୟ କର୍ମୀଙ୍କ ଜୀବନ….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉକ୍ତ ଥାନା ଅଞ୍ଚଳ ପାଙ୍ଗାଲି ଗ୍ରାମ ନିକଟରେ ପୋଷ୍ଟାଲ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତ ବ୍ୟକ୍ତି ଜଣକ…
Read More...

ପୋଡିଲା ଟ୍ରାନସଫର୍ମର, ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ହେଲା ଅନ୍ଧାରରେ ମାର୍ଦିପଙ୍କା ବାସୀ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଗ୍ରୀଷ୍ମ ଅବକାଶରେ ବିଦ୍ୟୁତ୍ କାଟ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କାଳ ବୈଶାଖୀ ପ୍ରଭାବରେ ଗୋଟିଏ ଗ୍ରାମର ଦୁଇ ଦୁଇଟି ଟ୍ରାନସଫର୍ମର ପୋଡ଼ି ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଗ୍ରାମବାସୀ ଅନ୍ଧାରରେ କାଳ କାଟୁ ଥିବା ଅଭିଯୋଗ ହେଇଛି ।…
Read More...

୫୫ ଲିଟର ଦେଶୀ ମଦ ଜବତ ୩୦୦ ଲିଟର ଦେଶୀ ମହୁଲି ପୋଚନଷ୍ଟ ୨ବାଇକ ୨ମୋବାଇଲ ଜବତ, ୨ ମହିଳାଙ୍କୁ ନୋଟିସ ଦେଇ ଛାଡ଼ିଲା…

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପୁଲିସ ପକ୍ଷରୁ ଚଢ଼ାଉ କରି ଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ବସ ଷ୍ଟାଣ୍ଡ ଅଞ୍ଚଳରୁ ଦୁଇ ଜଣ ମହିଳାଙ୍କ ଘରୁ ୫୫ ଲିଟର ଦେଶୀ ମହୁଲି ମଦ ଜବତ ସହିତ ୩୦୦ ଲିଟର ଦେଶୀ ମଦ ପୋଚ ନଷ୍ଟ କରି ଦୁଇ ଜଣଙ୍କ ଠାରୁ ଗୋଟିଏ ସ୍କୁଟି…
Read More...