ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ଶ୍ରୀ ଆକାଶ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ…
Read More...

ଦୁଇ କିନ୍ନର ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର…

ନୂଆପଡ଼ା(ବିରବଲ ପ୍ରଧାନ): ଘର ଉପରେ ଓ ପରିବାର ଉପରେ ଅଶୁଭ ଦୃଷ୍ଟି ପଡ଼ିଛି l ପ୍ରତିକାର କଲେ ଶୁଭ ଫଳ ମିଳିବ ବୋଲି କହି ଦୁଇଜଣ କିନ୍ନର ଲକ୍ଷାଧିକ ଟଙ୍କାର ସୁନା ଚେନ୍‌ ଲୁଟି ନେଇ ଥିବା ଅଭିଯୋଗ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକଲା ଗାଁରେ ଏପରି ଏକ ଘଟଣା ଘଟିଛି । ତୁକଲାର…
Read More...

ବାଣିଗୋଛା ( ପଶ୍ଚିମ ) ବନ୍ୟପ୍ରାଣୀ ବନାଂଚଳ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୟାଗଡ଼(ରତ୍ନାକର ହୋତା): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ବାଣିଗୋଛା ( ପଶ୍ଚିମ ) ବନ୍ୟପ୍ରାଣୀ ବନାଂଚଳ ପକ୍ଷରୁ ଜାମୁସାହି ହାଇସ୍କୁଲ୍ ପରିସରରେ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀଣୀ ସ୍ନିଗ୍ଧା…
Read More...

ସୁବଲଡା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ସରକାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ମନରେ ପାଠ ପଢିବା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗରୁ ଅନେକ ଯୋଜନାମାନ କରୁଛନ୍ତି । ସେଥି ମଧ୍ୟରୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନ୍ୟତମ । କେବେ କେବେ ଦୁଇହଳ ସ୍କୁଲ୍ ୟୁନିଫର୍ମ ଓ କେବେ…
Read More...

ରାଜ୍ୟ ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରାଜ୍ୟ ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିନ୍ଦୋଲରେ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ଓଡିଶାର ବିଭିନ୍ନ ୧୪ ଟି ବିଦ୍ୟାଳୟରୁ ବକ୍ସିଂ ଖେଳାଳି ଯୋଗଦାନ କରିଥିଲେ l ଯଶୋଦା ବିଷ୍ଣୁ…
Read More...

ନୂଆପଡ଼ା ନେସନାଲ ହାଇ ସ୍କୁଲ ଠାରେ TPWODL (CSR) ଦ୍ଵାରା ଆୟୋଜିତ ହେଲା କାର୍ଯ୍ୟ ନିର୍ବାହ ପନ୍ଥା ଶିବିର….

ସିନାପାଲି(ପରମେଶ୍ୱର ମେହେର): ଯେକୌଣସି ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କ୍ୟାରିୟର l ଏହା ନିର୍ଣ୍ଣୟ କରେ କି କେଉଁ ପ୍ରକାରର ଜୀବନଶୈଳୀ ଏବଂ ସମାଜରେ ବ୍ୟକ୍ତିର ସ୍ଥିତି l ସମସ୍ତେ ଏକ ଭଲ ଜୀବନଶୈଳୀ ବିଷୟରେ ସ୍ୱପ୍ନ ଦେଖୁଥିବାବେଳେ ସମସ୍ତେ ଏକ ଶକ୍ତିଶାଳୀ କ୍ୟାରିୟର…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସର ମଧ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ସ୍ମରଣ କରାଯାଇଥିଲା । ଏହି ଅବସରରେ ସ୍ବତନ୍ତ୍ର ଗ୍ରାମସଭା…
Read More...

୧୧ ଶହ ୧ ଭବ୍ୟ କଳସ ଯାତ୍ରା, ମୋଟେର ଠାରେ ଦଶାବତାର ଦୁର୍ଗାପୂଜା ମହା ଆଡମ୍ବରରେ ଆରମ୍ଭ….

କୋକସରା(ତ୍ରିଲୋକ୍ୟ ବବେଶ୍ରା): ଏବେ ପାର୍ବଣ ଋତୁ ଧରା ପୃଷ୍ଠକୁ ଆସିଛି । ତା'ସହିତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । କୋକସରା ବ୍ଲକ ମୋଟେର ଗ୍ରାମରେ ଚଳିତ ବର୍ଷ ଦଶାବତାର ଦୁର୍ଗା ପୂଜା ମହାସମାରୋହରେ ଆୟୋଜନ ହେଉଥିବା ବେଳେ ଗୁରୁବାର ସକାଳେ ପୂର୍ବ ନିର୍ଦ୍ଧାରିତ…
Read More...

ଉତ୍ତର ଘୁମୁସର ବନଖଣ୍ଡରେ ୬୮ ଟି ହାତୀ….

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ଶୁଭାରମ୍ଭ ଅବସରରେ ଡିଭିଜନ ସ୍ତରୀୟ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିବା ସହ ହାତୀଙ୍କ ସୁରକ୍ଷା ପାଇଁ ନିଆଯାଇଥିବା…
Read More...

ଛେଲାଗଡରେ ଗାନ୍ଧି ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତିଜିଲ୍ଲା ରା.ଉଦୟଗିରିବ୍ଲକ ଅନ୍ତର୍ଗତ ଛେଲାଗଡ ଗ୍ରାମ ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଗାନ୍ଧୀ ଜୟନ୍ତୀ ତଥା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ନାଏବ ସରପଞ୍ଚଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀ…
Read More...