ସୁନ୍ଦରଗଡ ବିଜେଡି ନୂତନ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସ୍ୱାଗତ କଲା…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ସୁନ୍ଦରଗଡ ବିଜୁ ଜନତା ଦଳର ବରିଷ୍ଠନେତା ତଥା ବିଧାୟକଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
Read More...

ସିନାପାଲି ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଅନୁଷ୍ଠିତ….

ସିନାପାଲି(ପରମେଶ୍ୱର ମେହେର): ପାଖେଇ ଆସୁଛି ଦଶହରା l ଆରମ୍ଭ ହେଲାଣି ମାଙ୍କ ନବରାତ୍ର ପୂଜା l ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଗୁରୁବାରରୁ ନବରାତ୍ର ପୂଜା ଆରମ୍ଭ ହୋଇଛି l ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚାଲିଛି ମାଙ୍କ ଷୋଡଶ ଉପଚାର ପୂଜା l ନୂଆପଡା ଜିଲ୍ଲା ସିନାପାଲି ଦୁର୍ଗା ମନ୍ଦିର…
Read More...

ନ୍ୟାସ୍‌ନାଲ ଉଚ୍ଚବିଦ୍ୟାଲୟରେ ବନ୍ୟପ୍ରାଣୀସପ୍ତାହ ପାଳିତ….

ସିନାପାଲି(ପରମେଶ୍ୱର ମେହେର): ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବନ୍ୟ ପ୍ରାଣୀ ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନ୍ୟାସନାଲ୍ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ରେଞ୍ଜର ସୁନୀଲ କୁମାର ମିଶ୍ର ଅଧ୍ଯକ୍ଷତା…
Read More...

ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ

ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧ ଯୋଜନା ଅଧୀନରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଭଞ୍ଜନଗରଠାରେ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବ୍ଳକ କୃଷି କାଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାଯ୍ୟକ୍ରମରେ ଭଞ୍ଜନଗର ବ୍ଳକ ସାଂସଦଙ୍କ ପ୍ରତିନିଧି…
Read More...

ରାୟଗଡ଼ରେ ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ  ଶୁକ୍ରବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ତଥା ସୁରଭି ବେଶ ଧୂମଧାମରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ଏବିଇଓ ଏସ୍ ପାପା ରାଓଙ୍କ ସଭାପତିତ୍ୱ କରିଥିଲାବେଳେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ…
Read More...

ସରକାରଙ୍କ ରାସନ ଚାଉଳ ପାଇବାରୁ ବଞ୍ଚିତ ବିଧବା ମାଆ ସମେତ ପାଞ୍ଚ ଜୀବନ…

ବାଲିଗୁଡା (ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ଗ୍ରାମପଞ୍ଚାୟତର ସୁକାଲଦା ଗ୍ରାମର ଜଣେ ବିଧବା ମହିଳା ସରକାରଙ୍କ ରାସନ ଚାଉଳ ଦୁଇ ବର୍ଷ ହେବ ପାଇବାରୁ ବଞ୍ଚିତ ହୋଇ ଥିବା ଅଭିଯୋଗ ହୋଇଛି ।  ଆଜି ଆମେ ପହଞ୍ଚିଥିଲୁ ବାଲିଗୁଡା ବ୍ଲକ କାର୍ୟ୍ଯଳୟରେ ପହଞ୍ଚି…
Read More...

ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେଲେ ଧର୍ମଗଡ ବିଧାୟକ….

କୋକସରା(ତ୍ରିଲୋକ୍ୟ ବେଶ୍ରା): ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ରାଜ୍ୟରେ ଡିଜିଟାଲ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନୂତନ ବିଜେପି ସରକାର ଶାସନକୁ ଆସିବା ପରେ ଦଳର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସଦସ୍ୟତା ସଂଗ୍ରହ ଅଭିଯାନରେ ଉତ୍ସାହ ଦେଖିବାକୁ ମିଳିଛି । ଏହି…
Read More...

ଅକ୍ଟୋବର ୧୯ ରେ ପ୍ରଭୁ ବୁଢ଼ାରଜା ଙ୍କ ଦଶରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି….

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା ର ଏକ ପ୍ରମୁଖ ଦଶରା ହେଉଛି ପ୍ରଭୁ ବୁଢ଼ାରଜାଙ୍କ ଦଶରା । ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସରିବା ପରେ  ଆଶ୍ୱିନ ମାସ ଶେଷ ଶନିବାର ଦିନ ଅଞ୍ଚଳର ଦେବୀ ଦେବତାଙ୍କ ମାମୁଁ ପ୍ରଭୁ ବୁଢ଼ାରଜାଙ୍କ ଦଶରା ପାଳନ ପରମ୍ପରା ଅନୁଯାୟୀ କରାଯାଉଛି ।…
Read More...

କାଉଡୋଲା ବିକାଶ ପରିଷଦ ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର କାଉଡୋଲା ଗ୍ରାମବାସୀଙ୍କୁ ନେଇଁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମର ମାଁ ଠାକୁରାଣୀ ମନ୍ଦିର ପୂଜକ ଦୁଷ୍ମନ୍ତ ପୁଝାରୀଙ୍କ ସଭାପତିତ୍ବ କରିଥିଲେ ।…
Read More...

ବୁଜୁଲି ଗ୍ରାମରେ ଅଗ୍ନୀ କାଣ୍ଡ, ମହମବତି ନିଆଁରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ବୁଜୁଲି ଗ୍ରାମରେ ଏକ ଆକସ୍ମିକ ଦୁର୍ଘଟଣା ଘଟି ଯାଇଛି l ମହମବତୀ ନିଆଁରେ ଏକ ଘର ପୋଡ଼ି ଯାଇ ଛାରଖାର ହୋଇ ଲକ୍ଷାଧିକ ଟଙ୍କାର କ୍ଷୟ କ୍ଷତି ହୋଇଛି। ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୭ ଟା…
Read More...