ଧରାକୋଟ ବ୍ଲକରେ ୪୬ ନୂଆଁ କନିଷ୍ଠ ଶିକ୍ଷକ ନିଯୁକ୍ତି…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଶିକ୍ଷାର ମାନଦଣ୍ଡର ବିକାଶ ସହ ଶିକ୍ଷାକୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟର ତିରିଶ ଗୋଟି ଜିଲ୍ଲାରେ ଷୋହଳ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି । ସେହି ଅନୁପାତରେ ଧରାକୋଟ ବ୍ଲକରେ ୪୬…
Read More...

ନିଆଁ ଲାଗି ଜଳିଗଲା କୃଷି ଯନ୍ତ୍ରପାତି…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ା ପଞ୍ଚାୟତ ରାଇପଲ୍ଲୀ ଗ୍ରାମର ଜୟକୃଷ୍ଣ ନାୟକଙ୍କ କୃଷି ଯନ୍ତ୍ରପାତି ଓ ମୋପେଡ଼ ଗାଡି ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଲାଗି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପ୍ରକାରେ ଆଜି ସକାଳ ସମୟରେ ଜୟକୃଷ୍ଣଙ୍କ ଷ୍ଟୋର ରୁମରେ ହଠାତ…
Read More...

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡ, ଜଣେ ମୃତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିରିଆ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋମବାର ସୁନ୍ଦରଗଡ଼ ସଦରଥାନା ଅଧୀନ ରତନପୁର ଗ୍ରାମରେ । ମୃତ ଯୁବକ ହେଲେ ମନୋଜ ସା(୨୮) । ଖବର ପାଇ…
Read More...

କନ୍ଧମାଳ ଜିଲ୍ଲାରେ ଦାଦନ ଦୁଃଖ: କେରଳ ରାଜ୍ୟ ଏଡ଼ିଆରରେ ବଏଲର ଫାଟି ଜଣେ ମୃତ, ଦୁଇ ଗୁରୁତର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦାଦନ ଦୁଃଖ ବଢ଼ିବାରେ ଦେଖା ଦେଇଛି l ଏହି ଜିଲ୍ଲା ବାସୀଙ୍କ ପାଇଁ ସରକାରୀ ଯୋଜନା ଏକ ପ୍ରକାର ପ୍ରହସନ ହୋଇ ଥିବା ଦେଖା ଦେଇଛି l ଦାଦନ ଖଟିବା ସକାଶେ ଯୁବକ ଯୁବତୀଙ୍କୁ କେରଳ ରାଜ୍ୟକୁ ନେବା ପାଇଁ ଘୁ.ଉଦୟଗିରି- ରାଇକିଆରୁ…
Read More...

ବରଦାଇନୀ ମା ଦକ୍ଷିଣ କାଳୀ ପୀଠ ଉତ୍ସବ ମୁଖର…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ରାଜ୍ୟର ପୁରାତନ ରାଜଧାନୀ ତାଳପୁଟ ନିକଟରେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀର ତଟଦେଶରେ ତିଳୋତ୍ତମା ଦେଇ ପୁର ଶାସନ ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ବିଜେ ବୈଦ୍ୟନାଥଙ୍କ ମନ୍ଦିର ପଶ୍ଚିମ ପଟରେ ମା ଦକ୍ଷିଣ କାଳୀଙ୍କ ମନ୍ଦିର । କାହିଁ କେଉଁ…
Read More...

ରା.ଉଦୟଗିରି ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ…

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ଅଧ୍ୟକ୍ଷ୍ୟ ଲକ୍ଷ୍ମୀନାରାୟଣ ଶବର ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗତ ବୈଠକର ବିବରଣୀ ପାଠ ପରେ ବ୍ଲକର ୧୭ ଗୋଟି ପଞ୍ଚାୟତର ସମସ୍ୟା ଗୁଡିକ…
Read More...

କେ ଏମ ଭାଲିଆସାହି ଉଚ୍ଚ ବିଦ୍ୟିାଳୟ ଠାରେ ଶିଶୁ ମହୋତ୍ସବ ସୁରଭି-୨୦୨୪ ଅନୁଷ୍ଠିତ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତିଜିଲ୍ଲା ରାଉଦୟଗିରି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଚମ୍ପେଶ୍ୱର୍ ନାଏକଙ୍କ ସଂଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ସଂଗୀତ, ବକ୍ତୃତା,…
Read More...

ସୋରଡାରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାର ଝୁମୁଲା ସରକାର ପାଲଟିଛି । ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର ଗଢିଥିବା ବେଳେ ବିଭିନ୍ନ ଭତ୍ତା ଓ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଭୁଆଁ ବୁଲାଇଛନ୍ତି । ଏଥି ସହିତ ସରକାର ଗଢିବାର ଶହେ ଦିନରେ ରାଜ୍ୟକୁ…
Read More...

୧୨ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଦଦରଲୁଣ୍ଡା ପଞ୍ଚାୟତର ଜି.ରମ୍ଭା ଗ୍ରାମରୁ ରବିବାର ଅପରାହ୍ନରେ ଏକ ବିରାଟ ବଡ ଅହିରାଜ ସାପ ଉଦ୍ଧାର ହୋଇଛି । ଗ୍ରାମର ଅଲେଖ ମଳିକଙ୍କ ଘରେ ପ୍ରାୟ ୧୨ରୁ ଉର୍ଦ୍ଧ୍ବ ଫୁଟ ଲମ୍ବର ଏକ ଅହିରାଜ ରହିଥିବା ଦେଖିଥିଲେ । ଭୟରେ ସେ ଘରୁ ବାହାରକୁ ଦୌଡି…
Read More...

ମଦମୁକ୍ତ ପଞ୍ଚାୟତ କରିବା ପାଇଁ ଏକତ୍ରିତ ହେଲେ ମହିଳା ସଙ୍ଗଠନ: ଗଠନ ହେଲା ପଞ୍ଚାୟତ ସ୍ତରୀୟ କମିଟି, ବ୍ରାହ୍ମଣୀଗାଁ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବ୍ରାହ୍ମଣୀଗାଁ ପଞ୍ଚାୟତକୁ ସମୂର୍ଣ୍ଣ ମଦ ମୁକ୍ତ ପଞ୍ଚାୟତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଅଞ୍ଚଳର ମହିଳା ସଙ୍ଗଠନ l ରବିବାର ଦିନ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ…
Read More...