ଅସ୍ଥାୟୀ ଆଇସିକ୍ରିମ ବ୍ୟବସାୟୀମାନଙ୍କ ଉପରେ ପୁଲିସ ଓ ମୁନିସିପାଲିଟି କର୍ମଚାରୀଙ୍କ ଅତ୍ୟାଚାର ଅଭିଯୋଗ…
ପୁରୀ(ମାନସ କୁମାର ଦାସ): ବଡଦାଣ୍ଡରେ ଅସ୍ଥାୟୀ ଠେଲାଗାଡି ଆଇସିକ୍ରିମ ବ୍ୟବସାୟୀ ଖରାରେ ଛିଡ଼ାହୋଇ ପ୍ରତିଦିନ ଆଇସିକ୍ରିମ ବେପାର କରନ୍ତି l ଏଥିରେ ସେମାନେ ସେମାନଙ୍କର ଭରଣ ପୋଷଣ କରିଥାନ୍ତି l ସେମାନେ ପ୍ରାୟ କୋଡିଏ ବର୍ଷ ହେବ ଗାଡି ଧରି ଆଇସିକ୍ରିମ ବିକ୍ରି କରିଆସୁଛନ୍ତି l କିନ୍ତୁ ଦୁଃଖର…
Read More...
Read More...