ରା.ଉଦୟଗିରି ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ): ଦୀର୍ଘବର୍ଷ ହେଲା ପ୍ରତିବର୍ଷ ସାରା ରାଜ୍ୟରେ ବିଜେଡିରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲାବେଳେ ଏହି ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏପରିପେକ୍ଷୀରେ ଗଜପତିଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ଜିଲ୍ଲାର ଅନେକ ସ୍ଥାନରେ…
Read More...

ଓଡ଼ିଆ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଓ ପାଠଚକ୍ର ଅନୁଷ୍ଠିତ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ମହାବିଦ୍ୟାଳୟ ଗୁଣପୁରର ଓଡ଼ିଆ ବିଭାଗଦ୍ଵାରା  ଓଡ଼ିଆ ସମ୍ମାନ  ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଓ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି…
Read More...

ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତା ନଥିବାରୁ ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଡ଼ମ୍ବଗୁଡା ପଂଚାୟତ ନିଲକିରଲିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା l ରାସ୍ତା ନଥାବା ଯୋଗୁଁ ଆମ୍ବୁଲାନସ ନଯାଇ ପରିବାରୁ ଭାରରେ ବୁହାହେଲେ ଗର୍ଭବତୀ । ବିଳମ୍ବରେ ମେଡିକଲ ଆସିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର…
Read More...

ଗଞ୍ଜାମ ଓ ଗଜପତି ଜିଲ୍ଲା ରଜକ ସମାଜ ପକ୍ଷରୁ ମୋହନା ବ୍ଲକ ଆକିଲୀ କେଶରୀ ନଗର ହନୁମାନ ମନ୍ଦୀରରେ ବୈଠକ…

ମୋହନା(ମିହିର ପ୍ବସାଦ ମାଳୀ): ଗଞ୍ଜାମ ଓ ଗଜପତି ଜିଲ୍ଲାର ରଜକ ସମାଜ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ, ଶିକ୍ଷା , ସ୍ବାସ୍ଥ୍ୟ ଭଳି ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରାଯିବା ସହ ରଜକ ସମାଜ କିଭଳି ଭାବେ ଏକତ୍ରିତ ହୋଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେବ ସମାଜ ପକ୍ଷରୁ ତାହା ଉପରେ…
Read More...

ପାହାଡରୁ ଉପରୁ ଖସି ବୃଦ୍ଧ ମୃତ….

ମୋହନା(ମିହିର ପ୍ରସାଦ ମାଳୀ): ପାହାଡରୁ ଉପରୁ ଖସି ବୃଦ୍ଧ ମୃତ ଘଟିଛି । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଡେଗୁଡା ଗ୍ରାମ ପଞ୍ଚାୟତ ବୁରିଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ଦେବେନ୍ଦ୍ର ମଲ୍ଲିକଙ୍କ ପରିବାର ପାହାଡ଼ ଉପରେ ଥିବା ବଗଡରେ ଚାଷବାସ କରି ପରିବାର…
Read More...

ବେଆଇନ ମଦ ବିକ୍ରି ଅଭିଯୋଗ ପରେ ଦେଶୀ ମଦ ସହ ତିନି ଜଣ ଗିରଫ…

ବାଲିଗୁଡା(ସିବନ୍ତଦିଗାଲ): କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକର ଆଡିମାହା ଗ୍ରାମ ପଞ୍ଚାୟତର ଦୁଇ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ । ଆଡିମାହା ଗ୍ରାମ ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମର ଶୟଂ ସହାୟକ ଗୋଷ୍ଠୀ ମହିଳାମାନେ ଅଞ୍ଚଳରେ ମଦ ବିକ୍ରି…
Read More...

ଶ୍ରୀମଦ ଭାଗବତ କଥା ମହୋତ୍ସବ ଉଦଯାପିତ….

ଚିଲିକା(ସଂଗ୍ରାମ ରଣା): ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦୋଳମୁଣ୍ଡାଇ ଗ୍ରାମରେ ଗତ ରବିବାର ଠାରୁ ସାତଦିନ ବ୍ୟାପି ଚାଲିଥିବା ଭାଗବତ କଥା ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି l ଉକ୍ତ ମହୋତ୍ସବରେ ଭୁବନେଶ୍ୱର ଇସ୍କନ ପୀଠର ବ୍ରହ୍ମଚାରୀ ଶ୍ରୀପାଦ ଅକ୍ଷୟ ହରି ଦାଶ ପ୍ରତ୍ୟେହ ଯୋଗଦେଇ…
Read More...

ବାଣପୁର ବାଲୁଗାଁ ରୋଟାରୀ କ୍ଳବର ପ୍ରତିଷ୍ଠା ଦିବସ ପାଳିତ…

ଚିଲିକା(ସଂଗ୍ରାମ ରଣା): ବାଣପୁର ବାଲୁଗାଁ ରୋଟାରୀ କ୍ଳବ ତା'ର ପ୍ରତିଷ୍ଠା ଦିବସ ପାଳନ କରିଛି । ୧୯୮୮ ମସିହା ଅକ୍ଟୋବର ୨୭ ତାରିଖରେ ରୋଟାରୀ ଇଣ୍ଟରନ୍ଯାସନାଲର ସ୍ବୀକୃତି ଲାଭ କରିଥିଲା । ଉକ୍ତ ଦିବସଟିକୁ କ୍ଳବ ତା'ର ପ୍ରତିଷ୍ଠା ଦିବସ ଭାବେ ବିଗତ ୩୭ ବର୍ଷ ଧରି ପାଳନ କରିଆସୁଅଛି । ଏହି…
Read More...

ଜୁଆ ଆଡ୍ଡାରେ ଚଢାଉ: ୫୬ହଜାର ୧୯୦ ଟଙ୍କା ସହ ୧୨ଟି ମୋଟର ସାଇକେଲ ଜବତ, ପୁଲିସ ପଞ୍ଝାରେ ୧୩ ଜୁଆଡ଼ି…

ଦାରିଙ୍ଗବାଡ଼ି(ଆଶୋକ ସିଂ): ବିଳମ୍ବିତ ରାତ୍ରୀରେ ଚାଲିଥିଲା ଜୁଆଖେଳ, ଅଚାନକ ପୁଲିସ ପକ୍ଷରୁ ହେଲା ଚଢ଼ାଉ , ଛତ୍ରଭଙ୍ଗ ଦେଇଥିଲେ ଜୁଆଡି, ୧୩ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୁଲିସ l ଉକ୍ତ ଜୁଆ ଆଡ୍ଡାରୁ ୫୬ହଜାର ୧୯୦ଟଙ୍କା ସହ ୧୨ଟି ମୋଟର ସାଇକେଲ ଜବତ କରିଥିବା ଖବର ସାମ୍ନାକୁ ଆସିଛି…
Read More...

ଗଞ୍ଜେଇ ଚୋରା ଚାଲାଣ, ଦମ୍ପତ୍ତି ଗିରଫ…

ଦାରିଙ୍ଗବାଡି(ଆଶୋକ ସିଂ):କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି l ଗଞ୍ଜେଇ ଚାଲାଣ କରୁ ଥିବା ବେଳେ ପୁଲିସ ହାବୁଡ଼ରେ ଦମ୍ପତ୍ତ ।  ସେମାନେ ହେଲେ ଉକ୍ତ ଥାନା ଅଞ୍ଚଳ ଜାଡାଙ୍ଗି ଗ୍ରାମର ଅଜିତ କୁମାର ନାୟକ ଓ ତାଙ୍କ ପତ୍ନୀ ଲୌରେନ୍ସା ନାୟକ । ସୂଚନା…
Read More...